Latest Odisha News

BREAKING NEWS

ଓଡ଼ିଶାର ୨୦% ଲୋକଙ୍କ ପାଖରେ ପହଞ୍ଚି ପାରିନି ମୋବାଇଲ୍ ସେବା

ଭୁବନେଶ୍ୱର: ଡିଜିଟାଲ୍ ଇଣ୍ଡିଆ କଥା ଉଠୁଛି । ସରକାର ଅନଲାଇନ୍ ଦେଣନେଣ ଠୁ ନେଇ ସବୁ ସେବା ଡିଜିଟାଲ୍ ମୋଡରେ ଯୋଗାଇବାକୁ ଚେଷ୍ଟା କରୁଛନ୍ତି । ଏପରିକି ଜନ୍ମ, ମୃତ୍ୟୁ ପଞ୍ଜିକରଣ ଆବେଦନ ବି ଅନଲାଇନରେ କରାଯାଉଛି । ଅଥଚ ଓଡ଼ିଶାର ସମସ୍ତଙ୍କ ପାଖରେ ମୋବାଇଲ୍ ସେବା ପହଞ୍ଚି ପାରିନି ।…

ଭୂମିକମ୍ପ ପରେ ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ, ଜଣେ ନିଖୋଜ

ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୱାର୍କ ଭିଜିଟରେ ତୁର୍କୀ ଯାଇଥିବା ଜଣେ ଭାରତୀୟ ନିଖୋଜ ଥିବା ଜଣାପଡ଼ିଛି । ଭୂମିକମ୍ପରେ ତୁର୍କୀରେ ପ୍ରାୟ ୮ ହଜାର ୫୦୦ରୁ ଅଧିକ ଲୋକ ଜୀବନ ହରାଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ,…

‘ଖୁବଶୀଘ୍ର ଭଦ୍ରକ ଏବଂ ଢେଙ୍କାନାଳ ଗସ୍ତରେ ଆସିବେ ଅମିତ ଶାହ’

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଏହି ଗସ୍ତ ସମ୍ପୂର୍ଣ୍ଣ ଭାବରେ ଦଳୀୟ ଗସ୍ତ ରହିବ ବୋଲି ସୂଚନା ରହିଛି। ଯଦିଓ ଆସିବା ସୁନିଶ୍ଚିତ ହେଲେ ତାରିଖ ସ୍ଥିର ହୋଇନଥିବା ରାଜ୍ୟ ବିଜେପି ସଂପାଦକ କାଳନ୍ଦୀ ସାମଲ କହିଛନ୍ତି। ସେ କହିଛନ୍ତି, ଲୋକସଭା…

ସାନି ଏତଲା ପରେ ବିଜୟଙ୍କୁ ନେଇ ତିର୍ତ୍ତୋଲ ଗରମ, ପୋଲିସ କାହିଁକି ଚୁପ୍ ?

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରେମିକା ସୋମାଲିକାଙ୍କ ସାନି ଏତଲା ପରେ ବିଜୟ ଶଙ୍କରଙ୍କ ବିରୋଧରେ ରାଜନୈତିକ ପ୍ରତିବାଦ ଶାଣିତ ହେବାରେ ଲାଗିଛି । ମଙ୍ଗଳବାର କଂଗ୍ରେସ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି…

ଋଷଭ ପନ୍ତଙ୍କୁ ‘ଚାପୁଡା’ ମାରିବାକୁ କାହିଁକି ଚାହୁଁଛନ୍ତି କପିଲ ଦେବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ଦଳର ଓ୍ବିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଆହତ ହେବା ପରେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଏବେବି ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଆଗାମୀ ବିଶ୍ୱକପରେ ଋଷଭ ପନ୍ତ ଖେଳିବା ସମ୍ଭାବନା ନାହିଁ। ଏପରି ସ୍ଥିତିରେ ଦଳର ପୂର୍ବତନ ଅଧିନାୟକ…

କେବଳ ଆମେରିକା ନୁହେଁ ଚାଇନାର ଗୁଇନ୍ଦା ବେଲୁନ ଭାରତକୁ ବି ଟାର୍ଗେଟ କରିଥିଲା: ରିପୋର୍ଟ

ନୂଆଦିଲ୍ଲୀ: ଯଦିଓ ଆମେରିକାର ଏଫ-୨୨ ଫାଇଟର ଜେଟ୍ ସାହାଯ୍ୟରେ ଆକାଶରେ ଉଡୁଥିବା ଚାଇନାର ଗୁଇନ୍ଦା ବେଲୁନକୁ ଆମେରିକା ନଷ୍ଟ କରିଦେଇଛି। ହେଲେ ଏହାକୁ ନେଇ ଏବେ ଆଉ କିଛି ରିପୋର୍ଟ ପ୍ରକାଶ ପାଇଛି। ଯାହା ଭାରତ ସମେତ ଅନ୍ୟ ଦେଶ ପାଇଁ ଉଦ୍ଦିଷ୍ଟ। ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଭାରତ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ:ରୋଇଂରେ ଓଡିଶାକୁ ପ୍ରଥମ ପଦକ, ସେମିରେ ହକି ଟିମ

ଭୁବନେଶ୍ୱର: ଭୋପାଳରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ପ୍ରତିଯୋଗୀଙ୍କ ଭଲ ପ୍ରଦର୍ଶନ ଜାରୀ ରହିଛି । ବୁଧବାର ରୋଇଂରେ ଓଡିଶା ପ୍ରତିଯୋଗୀ ପ୍ରଥମ ପଦକ ଜିତିଛନ୍ତି । ପୁରୁଷ ଜେଏମ୪ଏକ୍ସରେ ସୌରଭ, କପୀଶ କୁମାର, ରାହୁଲ ରାଠୋର ଓ ଚନ୍ଦନ ରାଜା ସ୍ୱାଇଁ ରୌପ୍ୟ ପଦକ ହାସଲ କରିଥିଲେ ।…

ଟୁଥ୍‌ପେଷ୍ଟ ଟ୍ୟୁବ୍‌ରେ ରଙ୍ଗୀନ ପଟିର ରହସ୍ୟ

ଟୁଥ୍‌ପେଷ୍ଟ ଟ୍ୟୁବ୍‌ରେ ଥିବା ରଙ୍ଗୀନ ଚିହ୍ନକୁ ନେଇ ଭିନ୍ନ ଭିନ୍ନ ମତ । ଅନେକଙ୍କ ମତରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟୁଥପେଷ୍ଟର ଠିକ ତଳପଟେ ବିଭିନ୍ନ ରଙ୍ଗର ଛୋଟ ଛୋଟ ପଟି ଆକାରରେ ଚିହ୍ନ ଥାଏ । ଏହି ଚିହ୍ନ ସୂଚିତ କରେ ଯେ ଟୁଥପେଷ୍ଟକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର…

ରୋଗ ପୂର୍ବାନୁମାନ ଏବଂ ତ୍ବରିତ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଉପଯୋଗୀ ସାଜିବ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ

ଭୁବନେଶ୍ୱର: ଜରୁରୀକାଳୀନ କ୍ଷେତ୍ରରେ ତ୍ବରିତ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ରୋଗର ଶୀଘ୍ର ଚିହ୍ନଟ କରିବା ବେଶ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ କର୍କଟ କିମ୍ବା ପକ୍ଷାଘାତ (ପାରାଲିସିସ୍‌/ବ୍ରେନ୍‌ ଷ୍ଟ୍ରୋକ୍) ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ରୋଗୀଙ୍କୁ…

ଓଡ଼ିଶା ପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନରେ ପିନାକୀ ମିଶ୍ର ଅସହିଷ୍ଣୁ କାହିଁକି ? : ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର: ବରିଷ୍ଠ ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ପ୍ରତି ଅବଦାନରେ ଅସହିଷ୍ଣୁ ହୋଇ ଯାଇଛନ୍ତି । ତେଣୁ ସେ ଲୋକସଭାରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି ବୋଲି ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…