ଭାଷା ଭାଗବତ : ଣ : ନ ଭେଦ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଲେଖୁଁ ପୁଣ୍ୟ ଓ କହୁଁ ପୁନ୍ୟ
ଦିଶେ ବଣ୍ୟ ଓ ଶୁଭେ ବନ୍ୟ
ଆମର ଭାଷାର ଲକ୍ଷଣ
ବୁଝଂତି ସର୍ବସାଧାରଣ
ଆଖି ଦେଖେ ଓ ଶୁଣେ କାନ
ଲିପି ଓ ଧ୍ବନି ଭିନ୍ନ ଭିନ୍ନ
ହେଲେ ବି ଆମ ଭାଷା ଜ୍ଞାନ
ପାଆଂତି ସାଧାରଣ ଜନ
ଆଣ : ଆନ ଓ…