DRDOର ଡ୍ରୋନ କ୍ରାସ୍, ଟ୍ରାଏଲ ସମୟରେ ହେଲା କ୍ରାସ
କର୍ଣ୍ଣାଟକ: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନର ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କର୍ଣ୍ଣାଟକର ଚିତ୍ରାଦୁର୍ଗା ଗ୍ରାମ ନିକଟରେ ଥିବା ଏକ କ୍ଷେତରେ ୟୁଏଭି ତାପଶ ନାମକ ଡ୍ରୋନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ଏନେଇ ଡିଆରଡିଓର ଜଣେ ଅଧିକାରୀ…