ଏମିତି ବି ଆସେ ମୃତ୍ୟୁ : ଟ୍ରେଡମିଲରେ ଦୌଡୁଥିବାବେଳେ ହୃଦଘାତରେ ମୃତ୍ୟୁ, ସିସିଟିଭିରେ ଭିଜୁଆଲ କଏଦ
ଗାଜିଆବାଦ: ଏମିତି ବି ଆସେ ମୃତ୍ୟୁ । ଜିମରେ ଓ୍ବାର୍କ ଆଉଟ୍ କରିବାବେଳେ ଉଡିଗଲା ପ୍ରାଣବାୟୁ । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।ଏମିତି କିଛି ଘଟଣା ଘଟିଛି ଗାଜିଆବାଦର ସରସ୍ବତୀ ବିହାରରେ । ଜଣେ ଯୁବକ ଟ୍ରେଡମିଲରେ ଦୌଡୁଥିବାବେଳେ ହୃଦଘାତର ଶିକାର ହୋଇଛନ୍ତି । ଫଳରେ ସେ ତଳେ…