ଅଭୁଲା ଗୀତ : ବାରି ଝରେ
ଗାୟନ : ଉଦୟନାଥ ସାହୁ
ସଙ୍ଗୀତ : କାଳୀଚରଣ ଉଦୟନାଥ
ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ଚଳଚ୍ଚିତ୍ର : ନାରୀ, ୧୯୬୩
ବାରି ଝରେ
ନାୟକ:ବାରି ଝରେ
ବାରି ଝରେ
ବାରି ଝରେ
ଅଦିନ ଘୋର ଘନ
ଘେରି ନୀଳାମ୍ବରେ
ନାୟିକା:କେ’ ପିଆସୀ
ମୋରେ ଡାକେରେ
କେ’ ପିଆସୀ
ମୋରେ ଡାକେରେ…