Latest Odisha News

BREAKING NEWS

ରାଜୀବ ଗାନ୍ଧୀ ଜନ୍ମ ଜୟନ୍ତୀ; ୧୪ ହଜାର ଫୁଟ ଉଚ୍ଚରୁ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ଭାରତ ରତ୍ନର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ଲଦାଖରେ ବାପାଙ୍କ ଜନ୍ମଜୟନ୍ତୀ ପାଳନ କରୁଛନ୍ତି ରାହୁଲ ଗାନ୍ଧୀ। ୧୪ ହଜାର ଫୁଟ ଉଚ୍ଚରୁ ପିତା ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି।…

ଶିଶୁ କବିତା: ପରଜାପତି

ତରୁଣ କୁମାର ମିଶ୍ର ପରଜାପତିରେ ପରଜାପତି , ହେଉଅଛୁ କିଆଁ ତରକା ଅତି , ଫୁଲରୁ ଫୁଲକୁ ଯାଉ ଉଡ଼ି ବେଗେ , ମନ କଥା କେବେ ନଶୁଣି କିଛି । କେଡ଼େ ଶରଧାରେ ପରାଗେ ତା'ର , ରଖିଛି ତୋ ପାଇଁ ମଧୁ ଆଧାର , ଦେବ ବୋଳି ଦେହେ ତା'ରଙ୍ଗୀନ ରେଣୁ ରଙ୍ଗରଙ୍ଗିଆ ଡେଣାରେ ତୋର । ପରାଗ…

ବାରିପଦାରେ ହେବ କ୍ୟାନସର ହସ୍ପିଟାଲ : ଜାନୁଆରୀ ମାସ ସୁଦ୍ଧା କାମ ଆରମ୍ଭ ଲକ୍ଷ୍ୟ

ବାରିପଦା: ପୁରା ହେବ ମୟୁରଭଞ୍ଜବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ  ।  ବାରିପଦାରେ ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ  । ଖୁବଶୀଘ୍ର ଖୋଲିବ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ଏ ନେଇ ଗତକାଲି ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ମୁମ୍ବାଇରୁ ଏକ ୫ ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ମୟୂରଭଞ୍ଜ…

କୁନି ଝିଅ ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁ ପହଞ୍ଚିଲା ଦଶମନ୍ତପୁର ବ୍ଲକ୍ ପ୍ରଶାସନ

କୋରାପୁଟ: ସଫଳ ହେଲା କୁନି ଝିଅର ନିଆରା ଢଙ୍ଗରେ କରିଥିବା ଅଭିଯୋଗ। କୁନିଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁରେ ପହଞ୍ଚିଛି ଦଶମନ୍ତପୁର ବ୍ଲକ୍ ପ୍ରଶାସନ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଅଞ୍ଚଳବାସୀଙ୍କ ସମସ୍ୟାକୁ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ…

ଚଳନ୍ତା ବସରେ ଲାଗିଲା ନିଆଁ : ୨୦ ଜୀବନ୍ତ ଦଗ୍ଧ, ୭ ଯାତ୍ରୀ ଗୁରୁତର

ଇସଲାମାବାଦ: ଚାହୁଁ ଚାହୁଁ ଜଳିଗଲା ବସ୍‌ । ପାକିସ୍ଥାନ ପଞ୍ଜାବ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି  । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଛି  । ଫଳରେ ୨୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି  ।  ବସ୍‌ରେ…

ଭାଷା ଭାଗବତ : ଳ : ଲ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ରଡ଼ିଛାଡ଼ିଲେ କ୍ରୂର କାଳ ଶୁଣିପାରେନି ଜଣେ କାଲ ହାତରେ ରଖନାହିଁ ଗାଲ ଚଂଚଳ ଯାଇ ଭାତ ଗାଳ ନାନା କୌଶଳେ, ବଳେ କଳେ ସଭିଏଁ ମିଶି କାମ କଲେ ପୁରୁଣା କଟକକୁ ଗଲି ଦେଖିଲି ସରୁ ଲଂବା ଗଳି କରିଲ ନିଜେ ଏତେ ହେଳା ସତରେ କ'ଣ…

ମଶା ଘଉଡାଇବା ମେସିନ୍ ନେଲା ଆଈ ସମେତ ତିନି ନାତୁଣୀଙ୍କ ଜୀବନ

ଚେନ୍ନାଇ: ଘର ଭିତରୁ ମଶା ଘଉଡାଇବାକୁ ଶୋଇବା ବେଳେ ଲଗାଇଥିବା ମେସିନ ସାଜିଲା କାଳ। କୌଣସି କାରଣରୁ ରାତିରେ ନିଆଁ ଲାଗିଯିବାରୁ ଶ୍ବାସରୁଦ୍ଧ ହୋଇ ତିନି ଜଣଙ୍କର ମୃତ୍ୟୁ।  ତାମିଲନାଡୁର ମନାଲି ନିକଟସ୍ଥ ମାଥୁର ଏମଏମଡିଏରେ ଥିବା ଏକ ଘରେ ଏହି ଅଘଟଣ ଘଟିଛି। ଏଥିରେ ଜଣେ ବୃଦ୍ଧା ସମେତ ତିନି…

ପାକିସ୍ତାନରେ ପୁଣି ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ

ଇସ୍‌ଲାମାବାଦ: ପାକିସ୍ତାନର ଉତ୍ତର ୱାଜିରିସ୍ତାନର ଗୁଲମିର କୋଟ ଅଞ୍ଚଳରେ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପୋଲିସର ମୁଖପାତ୍ର କହିଛନ୍ତି ଯେ ଶନିବାର ଉତ୍ତର ୱାଜିରିସ୍ତାନର ଏକ ଭ୍ୟାନରେ ଏହି ବୋମା ବିସ୍ଫୋରଣ…

ଇଡକୋକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଝାରସୁଗୁଡାରେ ଦୁଇଟି ବର୍ଜ୍ୟବସ୍ତୁ ବିଶୋଧନ ବ୍ୟବସ୍ଥା ଆବଶ୍ୟକ ଅଛି କି ନାହିଁ…

କଟକ: ଝାରସୁଗୁଡ଼ା ଜିଲ୍ଲାରେ ବର୍ଜ୍ୟବସ୍ତୁ ବିଶୋଧନ, ସଂରକ୍ଷଣ ଓ ନିଷ୍କାସନ ବ୍ୟବସ୍ଥାକୁ ନେଇ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟ୍ରକଚର୍ ଡେଭଲପମେଣ୍ଟ୍ କର୍ପୋରେସନ୍ (ଆଇଡିସିଓ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଏହି ନିର୍ଦ୍ଦେଶନାମା ଜାରି କରିବା ବେଳେ ମୁଖ୍ୟ ବିଚାରପତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପଣା ଭୋଗର ପ୍ରକାର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଣା ଭୋଗର ଆଲୋଚନା କରିବା ଅବସରରେ ଆମେ ଜାଣିଲେ ସାଧାରଣତଃ ତିନି ପ୍ରକାର ପଣା ଭୋଗ ଲାଗି ହୋଇଥାଏ। ଯଥା ଦୈନଦିନ ପଣା ଭୋଗ, ଅଣସର ପଣା ଭୋଗ ଓ ଅଧର ପଣା ଭୋଗ। ଦୈନଦିନ…