Latest Odisha News

BREAKING NEWS

ଭେଲୋରରେ ଦୁଇ ତୀର୍ଥଯାତ୍ରୀ ବସ ଦୁର୍ଘଟଣାର ଶିକାର

ଭେଲୋର: ଦୁଇ ତୀର୍ଥଯାତ୍ରୀ ବସ ମଧ୍ୟରେ ଦୁର୍ଘଟଣା। ୬୦ ନମ୍ବର ଜାତୀୟ ରାଜପଥ ଭେଲୋର ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୦ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ବିହାର ଅନ୍ୟଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଭେଲୋର ନିକଟରେ ଦୁର୍ଘଟଣା ଘଟିଛି। ଦୁଇଟି ବସରେ ୬୦ରୁ…

ରାଜ୍ୟରେ ନାହିଁ ଲଘୁଚାପର ପ୍ରଭାବ, ଆସନ୍ତା ୩ ଦିନ ରହିବ ଶୁଖିଲା ପାଗ

ଭୁବନେଶ୍ୱର: ରାଜ୍ୟରେ ଆଉ ନାହିଁ ଲଘୁଚାପର ପ୍ରଭାବ। ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ଫଳରେ ଆସନ୍ତା ୩ ଦିନ ଯାଏ ରାଜ୍ୟରେ ରହିବ ଶୁଖିଲା ପାଗ। ଦକ୍ଷିଣ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ…

ଭାସ୍କରଙ୍କୁ ଛାଡିଦେଲା ପୋଲିସ, ପାଣ୍ଡିଆନଙ୍କ ଉପରକୁ କରିଥିଲେ କାଳିମାଡ

ପୁରୀ: ଫାଇଭ ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳି ମାଡ କରି ଗିରଫ ହୋଇଥିବା ଭାସ୍କର ସାହୁଙ୍କୁ ଛାଡିଦେଲା ପୋଲିସ। ସଚିବଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଛାଡି ଦେଇଥିବା ସୂଚନା ରହିଛି। ଗତକାଲି ସତ୍ୟବାଦୀ ଉକ୍ରଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ…

ସରକାରଙ୍କୁ ଘାରିଲା ପିଆଜ ଦର ବୃଦ୍ଧି ଚିନ୍ତା, ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ

ନୂଆଦିଲ୍ଲୀ: ସରକାରଙ୍କୁ ଘାରିଲା ପିଆଜ ଦର ବୃଦ୍ଧି ଚିନ୍ତା। ଦର ବୃଦ୍ଧିକୁ ରୋକିବା ଏବଂ ଘରୋଇ ବଜାରରେ ଯୋଗାଣରେ ସୁଧାର ଆଣିବା ପାଇଁ ଭାରତ ସରକାର ଶନିବାର ପିଆଜ ରପ୍ତାନି ଉପରେ ୪୦% ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରାଳୟର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ରପ୍ତାନି ଶୁଳ୍କ ତୁରନ୍ତ…

ପୂର୍ବ ପ୍ରେମିକ ଘର ଆଗରେ ବିଷ ପିଇ ଝିଅର ଆତ୍ମହତ୍ୟା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗଙ୍ଗପୁର ଥାନା ଅନ୍ତର୍ଗତ ଏକ ଗାଁରେ ଶନିବାର ପୂର୍ବ ପ୍ରେମିକଙ୍କ ଘର ସମ୍ମୁଖରେ ବିଷ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, ମୃତକ ଜଣକ ମୁଜାଗଡା ଗ୍ରାମର ହୋଇଥିବା ବେଳେ ସେ ନିକଟସ୍ଥ ଗଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବାରପୁରରେ ଥିବା…

ଗୁଣାତ୍ମକ ଓ ବିଶ୍ୱସନୀୟ ଶକ୍ତିର ଉପଲବ୍ଧତା ପ୍ରତ୍ୟେକ ନାଗରିକର ଅପରିହାର୍ଯ୍ୟ ଅଧିକାର: ନବୀନ

ଭୁବନେଶ୍ୱର: ରାଜ୍ୟର ଶକ୍ତି ଭିତ୍ତିଭୂମି କମ୍ପାନୀ ଓଡ଼ିଶା ପାଓ୍ୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ)ରେ ଶନିବାର ମୋଟ ୪୧୨ ଜଣ କର୍ମଚାରୀ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୧ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ୫୪ ଜଣ ଅଫିସ ଆସିଷ୍ଟାଣ୍ଟ ଏବଂ ୧୯୭ ଜଣ ଇଲେକ୍ଟ୍ରିକାଲ…

ଚନ୍ଦ୍ରଠାରୁ ୨୫ କିଲୋମିଟର ଦୂରରେ ଭାରତର ଚନ୍ଦ୍ରଯାନ, ଦ୍ବିତୀୟ ଡିବୋଷ୍ଟିଂ ଅପରେସନ ସଫଳ

ବେଙ୍ଗାଲୁରୁ: ଭାରତର ମିଶନ ଚନ୍ଦ୍ରଯାନ -୩ ଚନ୍ଦ୍ରର ଅତି ନିକଟତର ହୋଇଛି। ଇସ୍ରୋ ସଫଳତାର ସହିତ ଦ୍ୱିତୀୟ ଏବଂ ଶେଷ ଡିବୋଷ୍ଟିଂ ଅପରେସନ୍ ସମାପ୍ତ କରିଛି। ଏହି ଅପରେସନ୍ ପରେ ଚନ୍ଦ୍ରଯାନ -୩ ର ଚନ୍ଦ୍ରଠାରୁ ଦୂରତା ଆହୁରି କମିଛି। ଲ୍ୟାଣ୍ଡର୍ ମଡ୍ୟୁଲ୍ ବର୍ତ୍ତମାନ ୨୫ କିଲୋମିଟର x ୧୩୪…

ଆଗକୁ ଆସୁଛି ଆଉ ଏକ ଧାରାବାହିକ ‘ଶ୍ରୀମଦ୍ ରାମାୟଣ’

ମୁମ୍ବାଇ: ଓମ୍ ରାଉତଙ୍କ ରାମାୟଣକୁ ନେଇ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଫ୍ଲପ୍ ହୋଇଥିଲା । ଏବେ ପୁଣି ରାମାୟଣକୁ ନେଇ ଆଉ ଏକ ଧାରାବାହିକ ‘ଶ୍ରୀମଦ୍ ରାମାୟଣ’ ସୋନି ଟିଭିରେ ପ୍ରସାରଣ ହେବ । ୨୦୨୪ ମସିହା ଜାନୁୟାରୀରେ ଏହା ରିଲିଜ୍ ହେବ । ଏହି ଧାରାବାହିକ ପୌରାଣିକ ମହାକାବ୍ୟ ରାମାୟଣର ସଦ୍ୟତମ…

ମନ୍ତ୍ରୀଠୁ ତହସିଲଦାର ସରକାରୀ କାମ ପାଇଁ ଭଡ଼ାରେ ନେଇ ପାରିବେ ଘରୋଇ ଗାଡ଼ି, ଧାର୍ଯ୍ୟ ହେଲା ପଇସା

ଭୁବନେଶ୍ୱର: ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ଅଧିକାରୀଙ୍କ ଦ୍ୱାରା ଭଡାରେ ନିଆଯାଇଥିବା ଗାଡ଼ି ବ୍ୟବହାର ଉପରେ କଡ଼ାକଡ଼ି କଟକଣା ଜାରି କରାଯାଇଛି। ବିଭାଗର ସଚିବମାନେ, ଜିଲ୍ଲାପାଳ ଓ ଜିଲ୍ଲା ବିଚାରପତି, ସରକାରୀ କାମରେ ବ୍ୟବହୃତ ହେଉଥିବା ଘରୋଇ ଗାଡ଼ିର ଭଡ଼ା ଓ ମାଇଲେଜକୁ ନେଇ ଅର୍ଥ ବିଭାଗ ପକ୍ଷରୁ…

ସ୍ୱାଧୀନତା ଦିବସକୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ କାହିଁକି ଛଡ଼ାଗଲା ନାହିଁ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆ ଭିତରେ ପାଳନ କରିଥିଲେ ରାଜ୍ୟ ସରକାର । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାତ୍ର ୧୦ ମିନିଟ୍ ମଧ୍ୟରେ ଏହାକୁ ସମାପନ କରି ଚାଲିଯାଇଥିଲେ । ପ୍ରଶାସନିକ ଅଧିକାରୀମାନେ ପ୍ରଦର୍ଶନୀ…