କେରଳରେ ନିପା ଭାଇରସ୍ ଆତଙ୍କ : କୋଝିକୋଡିରୁ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ,୨୪ ଯାଏଁ ସ୍କୁଲ ଛୁଟି ଘାେଷଣା
ଦିଲ୍ଲୀ: ଥମୁନି ନିପା ଭାଇରସ୍ ଆତଙ୍କ । କେରଳରେ ଭୟ ବଢାଉଛି ନିପା ଭାଇରସ୍ । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । କୋଝିକୋଡି ଗାଁରେ ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଫଳରେ ସରକାର ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ…