Latest Odisha News

BREAKING NEWS

ତମାଖୁ ସେବନ ଓ ଜଳବାୟୁ ପରିବର୍ତ୍ତନ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ତମାଖୁ ଉଦ୍ଭିଦ ଜାତ ଜିନିଷ ଅଟେ। ତମାଖୁରେ ନିକୋଟିନ୍ ରହିଥାଏ । ଯାହାକି, ଉଭୟ ଉତ୍ସାହକାରୀ ଏବଂ ଉଦାସୀନ ପ୍ରଭାବକାରୀ ନିଶାର ପ୍ରକାରରେ ଅନ୍ତର୍ଭୁକ୍ତ। ତମାଖୁ ପତ୍ର, ତମାଖୁ ଉତ୍ପାଦ ତିଆରି ପାଇଁ ବ୍ୟବହୃତ ହୁଏ ; ଯାହା ମୁଖ୍ୟତଃ ତିନୋଟି ଉପାୟରେ ସେବନ…

ଭାଷା ଭାଗବତ : ‘ଅଂତର୍ଜାଲ’ରେ ସ୍ଥାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଅଂତର୍ଜାଲ ' ରେ ଯେତେ ସ୍ଥାନ ଓଡ଼ିଆ ଏଯାଏଁ ଗ୍ରହଣ କରିଛି, ତା'ର ପରିମାଣ ସତରେ ଅଟଇ ନଗଣ୍ୟ ମିଳୁଛି ବହୁ ଯଂତ୍ରାବଳି ତେବେ ବି ଭାଷାକୁ ସଂଭାଳି ପାରୁନାହାଂତି ଗୁଣୀଜନ କେହି ତ ଖୋଜୁନି କାରଣ ସ୍ଥିତି ନୁହଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପଣା ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବର୍ଣ୍ଣନା ଅବସରରେ ଆମେ ବିଭିନ୍ନ ଭୋଗ ବିଷୟରେ ଅଳ୍ପ ବହୁତ ଜାଣିଲେ। ଶ୍ରୀଜୀଉମାନଙ୍କୁ ସମର୍ପିତ ହେଉଥିବା ଅନ୍ନ ବ୍ୟଞ୍ଜନ ବିଷୟରେ ମଧ୍ଯ…

୬ ମାସ ଭିତରେ ଶେଷ ହେବ ସମସ୍ତ କଲେଜଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ: ୫ଟି ସଚିବ

ପୁରୀ: ପୁରୀର ସମସ୍ତ +୨ଏବଂ +୩ କଲେଜଗୁଡ଼ିକ ୫ଟି ରୂପାନ୍ତିକରଣରେ ସାମିଲ କରାଯାଇଛି । ଏଥିସହ ସମସ୍ତ କଲେଜଗୁଡିକ ଉନ୍ନତି ନିମନ୍ତେ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯିବ । ଏକ ମାସ ମଧ୍ୟରେ ସମସ୍ତ କଲେଜଗୁଡିକରେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇ ୬ ମାସ ମଧ୍ୟରେ ଶେଷ କରିବା ଲାଗି…

ଗାଁକୁ ରାସ୍ତା ନ ଥିବାରୁ ଷ୍ଟେଚରରେ ନଦୀ ପାର ହେଲେ ଗର୍ଭବତୀ ମହିଳା

ରାୟଗଡା: ଥମିବାର ନା ଧରୁନି ଜନନୀ ଯନ୍ତ୍ରଣା । ସପ୍ତାହ ନ ବିତୁଣୁ ପୁଣି ଥରେ ଦେଖା ଦେଇଛି ରାୟଗଡା ଜିଲ୍ଲାରେ ଜନନୀ ଯନ୍ତ୍ରଣା । ରାସ୍ତା ଘାଟର ସୁବିଧା ନ ଥିବାରୁ ରୋଗୀ ଓ ଗର୍ଭବତୀ ମହିଳାମାନଙ୍କୁ ଷ୍ଟେଚର ସାହାଯ୍ୟରେ ନଦୀ ପାର ହେବାକୁ ପଡ଼ୁଛି । ଏବେ କଲ୍ୟାଣସିଂହପୁର ବ୍ଲକ ସିକରପାଇ…

ମିଷ୍ଟ୍ରି ଗର୍ଲଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଉର୍ଫି ଜାଭେଦ

ବମ୍ବେ: ନିଜର ପୋଷାକ ପରିଧାନ ଓ ବୋଲ୍ଡ ବୟାନକୁ ନେଇ ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ ବେଶ୍ ଜଣାଶୁଣା । ସେ କଦାପି କାହାକୁ ଭୟ କରନ୍ତି ନାହିଁ । ଯାହା କରିବାକୁ ସେ ଠିକ୍ ଭାବନ୍ତି, ତାହା ହିଁ କରିଥାନ୍ତି । ଏବେ ନିଜର ପୋଷାକ ପରିଧାନକୁ ନେଇ ନୁହେଁ ବରଂ ଚୁମ୍ବନ କରି ଚର୍ଚ୍ଚାରେ ଉର୍ଫି…

କ୍ରୀଡ଼ାର ବିକାଶରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ: ରାଣୀ ରାମପାଲ

ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ ଯେଉଁ ଭଳି କାର୍ଯ୍ୟ କରୁଛନ୍ତି ତାହା ଅତି ପ୍ରଶଂସନୀୟ । କେବଳ ହକି ନୁହେଁ, ଅନ୍ୟ ସମସ୍ତ କ୍ରୀଡ଼ାକୁ ସମାନ ଭାବରେ ପୁଷ୍ଠପୋଷକତା କରୁଛନ୍ତି ରାଜ୍ୟ ସରକାର । କ୍ରୀଡ଼ାର ବିକାଶ ହେଉ କିମ୍ବା କ୍ରୀଡ଼ାବିତ୍‌ଙ୍କୁ…

ବାରାଣସୀରେ ଆରମ୍ଭ ହେଲା ୱାଇ-୨୦ ଶିଖର ସମ୍ମିଳନୀ

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ କନଭେନ୍‌ସନ ସେଣ୍ଟରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୱାଇ-୨୦ ଶିଖର ସମ୍ମିଳନୀ । ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ…

ମହିଳାଙ୍କୁ ମୃତ ଭାବି କବର ଦେଇଦେଲେ ଲୋକେ, ୧୧ ଦିନ ପରେ ହେଲେ ଉଦ୍ଧାର

ବ୍ରାଜିଲ୍‌: ଜୀବନ୍ତ ମହିଳାଙ୍କୁ କବର ଦେଇଦେଲେ ଲୋକେ । ଦିନେ କି ଦୁଇ ଦିନ ନୁହେଁ ୧୧ ଦିନ  ଧରି ସେ କଫିନ ଭିତରେ ଜୀବିତ ଥିଲେ । କଫିନ ଭିତରୁ ବାହାରକୁ ବାହାରିବା ପାଇଁ ସେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ୍‌ଥିଲେ । ଶେଷରେ ତାଙ୍କର କାନ୍ଦ ଶୁଣି ଲୋକମାନେ ତାଙ୍କୁ ୧୧ଦିନ ପରେ କବର…

ଆଇପିଏଲର ଗତ ସଂସ୍କରଣରେ ବିସିସିଆଇ ଆୟ କରିଛି ୨୪୦୦ କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗତ ବର୍ଷ ଆଇପିଏଲ ଆୟୋଜନ ମାଧ୍ୟମରେ ୨୪୦୦ କୋଟି ଟଙ୍କା ଆୟ କରିଛି । ବିସିସିଆଇ ୱେବସାଇଟରେ ୫ ବର୍ଷର ବାର୍ଷିକ ରିପୋର୍ଟ ଜାରୀ କରାଯାଇଛି । ୨୦୧୭ରୁ୨୨ ମଧ୍ୟରେ ବିସିସିଆଇ ୨୨ ହଜାର କୋଟି ଟଙ୍କା ଆୟ କରିଛି । ୨୦୨୨ ଆଇପିଏଲରେ ଓଭରାଲ ୬ ହଜାର…