ପ୍ରଥମଥର ପାଇଁ ୩ ମହିଳା ହେବେ ମନ୍ଦିର ପୂଜାରୀ, ସହକାରୀ ପୁରୋହିତ ଭାବେ ପାଇବେ ନିଯୁକ୍ତି
ଚେନ୍ନାଇ: ଦେଶର ପ୍ରଥମଥର ପାଇଁ ମହିଳାମାନେ ସହକାରୀ ପୁରୋହିତ ଭାବେ ନିଯୁକ୍ତ ହେବେ। ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ମନ୍ଦିର ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ହେଲେ କ୍ରିଷ୍ଣାଭେନୀ, ଏସ୍ ରମ୍ୟା ଏବଂ ଏନ୍ ରଞ୍ଜିତା। ଏହି ତିନି ମହିଳା ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ…