Latest Odisha News

BREAKING NEWS

ସନେଟ : ଅଷ୍ଟପ୍ରହରୀ

କାମଦେବ ମହାରଣା ଲିଭିଗଲା ନିଆଁ ଧମକାଏ ଧୁଆଁ ଦାନ୍ତ କାଢ଼ି ଆସେ ରାତି ବିଞ୍ଚିଗଲା ଜହ୍ନ ବାଉଁଶ ବାରିରେ କେମିତି ସହିବ ଛାତି ଧୂଳି ହୋଇ ଉଡେ ସପନ ସବୁ ହେ ସ୍ମୃତି ହୋଇଯାଏ ମେଘ ଭୟ ମାଡ଼ିଯାଏ ଜୁଆର ପରାୟେ ପତ୍ର ବି ଛାଇ ବାଘ। ନିଆଁ ହୋଇ ଜଳେ ଜୀବନ ଏଇଠି ପାଉଁଶ ପାଲଟେ ପ୍ରେମ…

ଆସନ୍ତା ତିନି ଘଣ୍ଟା ପାଇଁ କଟକ, ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ତିନି ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ ଆଇଏମଡି। ଘଡ଼ଘଡ଼ି ସହ ବର୍ଷା ନେଇ ଟ୍ୱିନ୍‌ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ପ୍ରବଳ ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବା ସମ୍ଭବନା ରହିଛି। ଏହି ସବୁ ଅଞ୍ଚଳ ପାଇଁ ୟେଲୋ…

ଡାକେ ବିପ୍ଳବୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ "ଯେଉଁମାନେ ସ୍ୱାଧୀନତା ଚାହୁଁଛନ୍ତି ସେମାନେ ନିଜେ ଉଦ୍ୟମ କରିବା ଉଚିତ୍ । କୌଣସି ଦୃଶ୍ୟମାନ କିମ୍ବା ଅଦୃଶ୍ୟ ଶକ୍ତି ସ୍ୱାଧୀନତା ଆଣି ଦେବ ନାହିଁ । କେବଳ ଆମ ଦେଶର ଯୁବକଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରିବ ବୋଲି ଭଗତ ସିଂ ଓ ତାଙ୍କ…

ଭାଷା ଭାଗବତ : ‘ବିଶ୍ବ’ ଭାବନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ବିଶ୍ବ ' ଶବ୍ଦଟି ବାଂରବାର କରଂତି ଯିଏ ବ୍ୟବହାର ତାଂକର ଭାବନା ବିଚାର କେବଳ କଳ୍ପିତ ପ୍ରଚାର ବିଶ୍ବ ଯେହେତୁ ଖୁବ୍‌ ବଡ଼ ହେଲେ ବି ଏକଡ଼, ସେକଡ଼ ଲୋକଂକୁ ପଡ଼େନାହିଁ ଜଣା ପ୍ରଚାର କରେ ବାଟବଣା ସ୍ବସ୍ଥାନେ ସ୍ବଖାଦ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଉପାଧି ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ପ୍ରସଙ୍ଗର ପ୍ରାଞ୍ଜଳ ଆଲୋଚନା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ତଥା ପ୍ରବାଚକ ଶ୍ରୀଯୁକ୍ତ ସଦାଶିବ ରଥଶର୍ମାଙ୍କ ଦ୍ୱାରା…

୨୦ତମ ‘ଜାତୀୟ ସିଏ ସମ୍ମିଳନୀ’ରେ ଯୋଗଦେଲେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଭାରତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗ୍ଲୋବାଲ୍ ଲିଡର ବନାଇବା ପାଇଁ ଭାରତ ସରକାର ସକ୍ରିୟତାର ସହ କାର୍ଯ୍ୟ କରିବା ସହ ଏହାକୁ ସୁନିଶ୍ଚିତ କରୁଛନ୍ତି ବୋଲି ଗୁରୁବାର ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ…

କୁଇ ଏବଂ ଦେଶିଆ ଭାଷା ଶିକ୍ଷା ପୁସ୍ତକ ଏବଂ ଡାକ ଲଫାପା ଉନ୍ମୋଚିତ

ଭୁବନେଶ୍ୱର: ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ଏକ ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) - ୨୦୨୦ ପ୍ରସ୍ତୁତ କରାଯାଇଛି । ନୂଆ ଶିକ୍ଷା ନୀତିର ବିଶେଷତ୍ୱ ହେଉଛି ଏହା ନମନୀୟ। ଏହା ଏକ ବ୍ୟାପକ ନୀତି କୌଣସି ରାଜ୍ୟ ଉପରେ ଏନଇପିକୁ ଲଦି ଦିଆଯାଇନାହିଁ । ବିଭିନ୍ନ ରାଜ୍ୟ ସେମାନଙ୍କର ଆବଶ୍ୟକତା…

ଭାଇରାଲ: ନାଚି ନାଚି ବଡ ବଡ଼ିଆଙ୍କ ଆଗରେ ସୋନାଲି ଜଣାଇଲେ ଗାଁର ସମସ୍ଯା

ରାୟଗଡା: କୋରାପୁଟରେ ସ୍ୱାଧୀନତା ଦିବସ ପାଳନ ବେଳେ ଜଣେ ଚାରି ବର୍ଷର ଶିଶୁ କନ୍ୟା ପାରମ୍ପରିକ ଆଦିବାସୀ ପୋଷାକରେ ନିଜ ସାଥୀ ଗ୍ରାମବାସୀଙ୍କ ସମସ୍ୟାକୁ ମଞ୍ଚରେ ବଖାଣୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କଥିତ ଭିଡିଓରେ ଦେଖିବାକୁ ମିଳିଛି ଯେ ସରକାରୀ…

ରାଜସ୍ଥାନ ଉଦୟପୁର ବିଶ୍ବବିଦ୍ୟାଳୟର କୁଳପତି ହେଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସୁନୀତା ମିଶ୍ର ରାଜସ୍ଥାନର ଉଦୟପୁରସ୍ଥିତ ମୋହନଲାଲ ସୁଖାଡିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ପ୍ରଫେସର ମିଶ୍ର ଲକ୍ଷ୍ନୌସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ଡିନ୍ ଥିବା ବେଳେ ରାଜସ୍ଥାନ…

ହାଇକୋର୍ଟ ବିଚାରପତି ପାଇଁ ଦୁଇ ଓଡ଼ିଆଙ୍କ ନାମ ସୁପାରିସ କଲା କଲେଜିୟମ

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଣେ ଆଇନଜୀବୀ ଓ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଆଉ ଏହି ଦୁଇ ଜଣ ହେଉଛନ୍ତି ଓଡ଼ିଆ। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ ପକ୍ଷରୁ ଆଇନଜୀବୀ ଶିବ ଶଙ୍କର…