ଯୁଦ୍ଧପୋତ ବିନ୍ଧ୍ୟଗିରିର ଉଦଘାଟନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଇଏନଏସ ବିନ୍ଧ୍ୟଗିରି ଯୁଦ୍ଧପୋତ ଉଦ୍ଘାଟନ କରିଛନ୍ତି। ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଆଲଫା’ ଅଧୀନରେ ଥିବା ଏହି ଅତ୍ୟାଧୁନିକ ଯୁଦ୍ଧପୋତର ଆଜି ଜଳାବତରଣ ହୋଇଛି। ଉକ୍ତ ପ୍ରୋଜେକ୍ଟ ଅଧୀନରେ ମୋଟ୍ ୭ଟି ଯୁଦ୍ଧପୋତ ନିର୍ମାଣ…