Latest Odisha News

BREAKING NEWS

ମାଓବାଦୀ ଷଡ଼ଯନ୍ତ୍ର ପଣ୍ଡ: ରେଳ ଧାରଣାରୁ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ

ସୁନ୍ଦରଗଡ଼: ଥମୁନି ମାଓ ହିଂସା। ନକ୍ସଲମାନଙ୍କ ହିଂସାକାଣ୍ଡ ଯୋଜନା ଯବାନମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ଏହି ଯୋଜନାକୁ ପଣ୍ଡ କରିଛନ୍ତି ଯବାନ।…

ବିଲକିସ୍ ବାନୋ ମାମଲା: ଦୋଷୀଙ୍କୁ କାହିଁକି ଛଡ଼ାଗଲା ? ଗୁଜୁରାଟ ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଦୋଷୀଙ୍କୁ ମିଳିଥିବା ସ୍ୱତନ୍ତ୍ର କ୍ଷମା ଘଟଣାକୁ ନେଇ ଗୁଜୁରାଟ ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ। ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲକିସ୍ ବାନୋଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ…

କର୍କଟ ବିରୋଧରେ ଲଢିପାରେ ଏହି ଫଳ: ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ

ମୁମ୍ବାଇ: ଫଳ ଖାଇଲେ ଶରୀର ସୁସ୍ଥ ରହିଥାଏ,  ଏହା ସମସ୍ତେ ଜାଣନ୍ତି। ଫଳ ଭିତରେ କମଳା ହେଉଛି ଅନ୍ୟତମ ଉତ୍ତମ ଫଳ ।  ଯାହାକୁ ଖାଇଲେ ଅନେକ ସୁଫଳ ମିଳିଥାଏ। ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ। ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର…

ଶରୀର ପାଇଁ କେତେ ଉପଯୋଗୀ କାଙ୍କଡ: ଆସନ୍ତୁ ଜାଣିବା

ମୁମ୍ବାଇ: କାଙ୍କଡରେ କାରୋଟିନୋଏଡ୍ , ଲ୍ୟୁଟିନ୍ ଭଳି ଅନେକ ଉପାଦାନ ରହିଥାଏ  । ଯାହା ଆମକୁ ଚକ୍ଷୁ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ  । ଆମ ଶରୀରରେ କର୍କଟ ରୋଗ ହେବାର ଆଶଙ୍କାକୁ ହ୍ରାସ କରିଥାଏ  । କାଙ୍କଡ଼ରେ ଭିଟାମିନ୍ ସି ଏବଂ ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ ଥାଏ  । ଯାହା…

ବନ୍ଦ ଘରୁ ମିଳିଲା ୨ ଯୁବକଙ୍କ ମୃତ ଦେହ; ପୋଲିସର ତନାଘନା

ବାଲିଅନ୍ତା: ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ଗାଁରେ ଖେଳି ଯାଇଛି ଚାଞ୍ଚଲ୍ୟ । ଏକ ବନ୍ଦ ଘରୁ ମିଳିଛି ଦୁଇ ଦୁଇଟି ମୃତ ଦେହ । ସକାଳୁ ସକାଳୁ ଗାଁରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଭୁବନେଶ୍ୱର ଉପକଣ୍ଠ…

ଆକାଶରୁ ଖସିଲା ମୃତ୍ୟୁ : ରାସ୍ତା ଉପରେ ଖସିପଡି ଜଳିଗଲା ବିମାନ

ମାଲେସିଆ: ମାଲେସିଆର ସେଣ୍ଟ୍ରାଲ ସେଲାଙ୍ଗୋର ରାଜ୍ୟରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଗତକାଲି ଅପରାହ୍ନରେ ଗୋଟିଏ ବିମାନ ଲ୍ୟାଣ୍ଡିଂ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଖସିପଡିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ଜଣ ବିମାନ ଯାତ୍ରୀଙ୍କ ସହ…

ବିଶ୍ବବ୍ୟାପି କଲେକ୍ସନ: ଜେଲର,ଗଦର-୨ ନା ଓଏମଜି-୨, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି

ମୁମ୍ବାଇ: ଚଳିତ ମାସରେ ରିଲିଜ ହୋଇଛି ତିନି ତିନୋଟି ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର । ବକ୍ସ ଅଫିସରେ କରୁଛନ୍ତି ଧମାଲ । ସାଉଥ ସୁପରଷ୍ଟାର ରଜନିକାନ୍ତଙ୍କ ଜେଲର ରିଲିଜର କିଛି ଦିନ ପରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ସନ୍ନି ଦେଓଲଙ୍କ ଗଦର-୨ ଓ ଅକ୍ଷୟ କୁମାରଙ୍କ ଓଏମଜି-୨ । ଭାରତୀୟ…

ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

ପଞ୍ଜାବ: ଦେଶର ଅନେକାଂଶରେ ଜାରି ଲଗାଣ ବାର୍ଷା । ସେପଟେ ଭୀଷଣ ବନ୍ୟାରେ ପଞ୍ଜାବର ସ୍ଥିତି ବେହାଲ ହୋଇଛି । ଚାରିଆଡେ କେବଳ ପାଣି ହିଁ ପାଣି । ତଳିଆ ଅଞ୍ଚଳ ସହ ସହରର ରାଜପଥରେ ଚାଲିଛି ଆଣ୍ଠୁଏ ଲେଖାଏଁ ପାଣି । ଆଉ ଏପରି ପରିସ୍ଥିତିରେ ମାନବିକତା ଦେଖାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ…

ଯୁଦ୍ଧପୋତ ବିନ୍ଧ୍ୟଗିରିର ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଇଏନଏସ ବିନ୍ଧ୍ୟଗିରି ଯୁଦ୍ଧପୋତ ଉଦ୍‌ଘାଟନ କରିଛନ୍ତି। ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଆଲଫା’ ଅଧୀନରେ ଥିବା ଏହି ଅତ୍ୟାଧୁନିକ ଯୁଦ୍ଧପୋତର ଆଜି ଜଳାବତରଣ ହୋଇଛି। ଉକ୍ତ ପ୍ରୋଜେକ୍ଟ ଅଧୀନରେ ମୋଟ୍‌ ୭ଟି ଯୁଦ୍ଧପୋତ ନିର୍ମାଣ…

ଗୋପନୀୟ ତଥ୍ୟ ଲିକ୍ ହେବା ଭୟରେ ଲାପଟପ୍ ଆମଦାନୀ ବନ୍ଦ: ପିୟୁଷ ଗୋଏଲ

ନୂଆଦିଲ୍ଲୀ: ଗୋପନୀୟତା ଉଲ୍ଲଂଘନ ବର୍ତ୍ତମାନ ବିଶ୍ୱର ଚିନ୍ତାର ବିଷୟ ପାଲଟିଛି। ଆମେରିକା ସମେତ ବିଶ୍ୱର ସମସ୍ତ ବିକଶିତ ଦେଶ ମଧ୍ୟ ଏଥିରେ ନିଜର ଚିନ୍ତା ପ୍ରକଟ କରିଛନ୍ତି। ସେପଟେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଏ ବିଷୟରେ ସଚେତନ ଅଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…