ବଦଳିବ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲର ନାଁ: ଯଜାତି କେଶରୀଙ୍କ ନାମରେ ହେବ ନାମିତ
ଭୁବନେଶ୍ୱର: ବଦଳିବ ଯାଜପୁର ମେଡିକାଲ କଲେଜର ନାଁ । ଯାଜପୁର ମେଡିକାଲ କଲେଜ ଓ ଡାକ୍ତରଖାନା ନାମରେ ପରିଚିତ ଏହି ଅନୁଷ୍ଠାନ ଏଣିକି ଯଜାତି କେଶରୀଙ୍କ ନାମରେ ପରିଚିତ ହେବ । ନାମ ପରିବର୍ତ୍ତନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
ନିକଟରେ ୫ ଟି ସଚିବ…