Latest Odisha News

BREAKING NEWS

ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ୧ଲକ୍ଷ ଭକ୍ତଙ୍କୁ ଅନୁମତି, ଦର୍ଶନ ପାଇଁ ମିଳିବ ୩ ସେକେଣ୍ଡ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ୧ ଲକ୍ଷ ଭକ୍ତ ଅଯୋଧ୍ୟା ଆସିବେ ବୋଲି ଆକଳନ କରିଛନ୍ତି । ମନ୍ଦିର ଉଦଘାଟନ ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ । ଜଣେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅତି ବେଶୀରେ ୩ ସେକେଣ୍ଡର…

ଫେବୃୟାରୀ ୧୪ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର:  ଆସନ୍ତାବର୍ଷ ଫେବୃୟାରୀ ୧୪ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା  । ଉଭୟ କଳା,ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ପରୀକ୍ଷା ୨୦୨୪  ଫେବୃଆରୀ  ୧ ୪ ତାରିଖରୁ ଆରମ୍ଭ ହେବ । ଏହା  ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ ।  ଏନେଇ ଆଜି  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

୬ ମାସ ବିରତି ନେବେ ପ୍ରଭାସ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଏବେ ଚର୍ଚ୍ଚାରେ । ସେ ଅଭିନୟରୁ ୬ ମାସ ବିରତି ନେବେ ବୋଲି ଜଣାଯାଇଛି । ଆଣ୍ଠୁ ସର୍ଜରୀ ପାଇଁ ସେ ଏହି ବିରତି ନେବେ । ନଭେମ୍ବର ସୁଦ୍ଧା ନିଜର ସମସ୍ତ ଶୁଟିଂ ଶେଷ କରି ଡିସେମ୍ବରରେ ବିରତି ନେବେ ବୋଲି କୁହାଯାଉଛି । ଟଲିଉଡ ଇଣ୍ଡଷ୍ଟ୍ରିର ପ୍ରଭାବଶାଳୀ…

ଅଗଷ୍ଟ ୧୮ରେ ୩୧୪ ବ୍ଲକ ଘେରିବ କଂଗ୍ରେସ

ଭୁବନେଶ୍ୱର:ବ୍ଲକ ସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାର ବନ୍ଦ କର  ।  ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କର ।  ପଂଚାୟତ ମାଧ୍ୟମରେଏହି ଅର୍ଥ ଖର୍ଚ୍ଚ କର । ବଢ଼ିଚାଲିଥିବା ନାରୀ…

ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ ନିକ୍ ଜୋନସ

ମୁମ୍ବାଇ:ନ୍ୟୁୟର୍କର ୟାଙ୍କି ଷ୍ଟାଡିୟମରେ ଜୋନସ୍ ବ୍ରଦର୍ସ କନସର୍ଟ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଗାୟକ ତଥା ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍ ଜୋନସ ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ । ଫଳରେ ସେ ସାମାନ୍ୟ…

ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳିତ: ପଶୁପତିନାଥ ମନ୍ଦିରରେ କରାଗଲା ଦୁବ ଅଭିଷେକ

ମଧ୍ୟପ୍ରଦେଶ: ନିଆରା ଢଙ୍ଗରେ ପାଳିତ ହେଲା ସ୍ୱାଧୀନତା ଦିବସ । ମଧ୍ୟପ୍ରଦେଶରେ ଥିବା ପଶୁପତିନାଥ ମନ୍ଦିରରେ ଦୁବ ଅଭିଷେକ କରାଯାଇ ମଙ୍ଗଳବାର ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏହି ସମୟରେ ଭକ୍ତମାନେ ଦେଶର ସମୃଦ୍ଧି ଏବଂ ସୁଖଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଏଠାରେ ଦୁବ ଅଭିଷେକଏକ…

ଦୁର୍ଗମ ପାହାଡିଆ ଅଂଚଳରେ ଛାତ୍ରଙ୍କ ପାଇଁ ବରଦାନ ସାଜିଛି ଘୋଡା ଲାଇବ୍ରେରୀ

ଡେରାଡୁନ: ଉତରାଖଣ୍ଡର ଦୁର୍ଗମ ଅଂଚଳରେ ଏବେ ବି ସମସ୍ତ ସୁବିଧା ସୁଯୋଗ ପଂହଚିପାରି ନାହିଁ । ପାହାଡିଆ ଅଂଚଳରେ ଛାତ୍ରଛାତ୍ରୀମାନେ ସ୍କୁଲ ଯିବା ଏବଂ ପାଠ ପଢ଼ିବା ପାଇଁ ଅନେକ ପରିଶ୍ରମ କରୁଛନ୍ତି । ଏହା ଦେଖି ସ୍ଥାନୀୟ ବାସିନ୍ଦା ଏକ ଅଭିନବ ଉପାୟ ବାହାର କରିଛନ୍ତି । ସେମାନେ ଘୋଡା ଲାଇବ୍ରେରୀ…

ମହିଳା ବିଶ୍ୱକପ ଫୁଟବଲ: ସ୍ପେନ-ଇଂଲଣ୍ଡ ଫାଇନାଲ

ସିଡନୀ: ଇଂଲଣ୍ଡ ଚଳିତ ଫିଫା ମହିଳା ବିଶ୍ୱକପ ଫୁଟବଲର ଫାଇନାଲରେ ପ୍ରବେଶ କରିଛି । ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ୩-୧ ଗୋଲରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଫାଇନାଲରେ ସ୍ପେନ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ଉଭୟ ଟିମ ପ୍ରଥମ ଥର ପାଇଁ ଏହି ମେଗା…

ପଡିଆକୁ ଫେରିଲେ ରିଷଭ ପନ୍ତ:ପ୍ରଦର୍ଶନୀ ମ୍ୟାଚରେ ମାରିଲେ ଚୌକା, ଛକା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସୁସ୍ଥ ହେବା ସହ ପଡିଆକୁ ଫେରିଛନ୍ତି । ସ୍ଥାନୀୟ ଏକ ପ୍ରଦର୍ଶନୀ ମ୍ୟାଚରେ ପନ୍ତ ବ୍ୟାଟିଂ କରିଥିଲେ । ସେ ଯେତେବେଳେ ପଡିଆରେ ପ୍ରବେଶ କଲେ ଉପସ୍ଥିତ ଦର୍ଶକ ତାଙ୍କୁ କରତାଳି ଦେଇ…

‘୨୫ ବିଧାୟକ ଦଳ ଛାଡିବେ, କର୍ଣ୍ଣାଟକରେ ଭାଙ୍ଗିଯିବ କଂଗ୍ରେସ ସରକାର’

ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନ ପୁର୍ବରୁ କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିଯିବ। ଏଭଳି ଦାବି ରଖିଛନ୍ତି କର୍ଣ୍ଣାଟକର ବରିଷ୍ଠ ବିଜେପି ବିଧାୟକ ବାସନାଗୌଡା ପାଟିଲ ୟାତନାଲ। ଶାସକ ଦଳ କଂଗ୍ରେସର ୨୫ ରୁ ଅଧିକ ବିଧାୟକ ଦଳ ଛାଡିବାକୁ ପ୍ରସ୍ତୁତ ହୋଇ ରହିଥିବା ସେ କହିଛନ୍ତି।…