ସ୍ୱାମୀଙ୍କୁ ଡନ୍ ଭୂମିକାରେ ଦେଖି ଖୁସିବ୍ୟକ୍ତ କରିଛନ୍ତି ଦୀପିକା
ମୁମ୍ବାଇ: ଫିଲ୍ମ ‘ଡନ୍-୩’କୁ ନେଇ ଅଭିନେତା ରଣବୀର ସିଂ ଖୁବ୍ ଚର୍ଚ୍ଚାରେ ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି । ଏଥିରେ ରଣବୀର ଡନ୍? ଭୂମିକାରେ ନଜର ଆସିଛନ୍ତି । ‘ଡନ୍-୩’ରେ ରଣବୀରଙ୍କୁ ଦେଖି ଦୀପିକା ପାଦୁକୋନ ଖୁସି ବ୍ୟକ୍ତ କରିବା ସହ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା…