Latest Odisha News

BREAKING NEWS

ଅଯୋଦ୍ଧା ଯିବା ପରେ ମୋଦିଙ୍କ ପ୍ରଶଂସା କଲେ ଦୀପିକା

ମୁମ୍ବାଇ: ରମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକରେ ସୀତା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ଚିଖାଲିଆ ନିକଟରେ ଅଯୋଧ୍ୟା ଗସ୍ତ କରିଛନ୍ତି । ସେଠାରେ ସେ ରାମଲଲାଙ୍କ ଦର୍ଶନ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି କି…

ଉତ୍ତରାଖଣ୍ଡରେ କଂଗ୍ରେସକୁ ରୋକିବାକୁ ଦିଲ୍ଲୀରେ ଅଙ୍କ କଷିବ ବିଜେପି!

ଭୁବନେଶ୍ୱର: ଉତ୍ତରାଖଣ୍ଡ ଉପରେ ଏବେ ଉଭୟ ଜାତୀୟ ଦଳ ଫୋକସ କରିବା ଆରମ୍ଭ କରିଛନ୍ତି। କିଛି ଦିନ ତଳେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଉତ୍ତରାଖଣ୍ଡ କଂଗ୍ରେସ ନେତୃତ୍ୱ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓଲ୍ହାଇଵାକୁ ପରାମର୍ଶ ଦେଇଥିଲେ।…

ରାଜସ୍ଥାନରେ କଂଗ୍ରେସକୁ ଖେଳାଉଛନ୍ତି ପାଇଲଟ!

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଏବେ ରାଜନୈତିକ ସ୍ଥିତି ଉଷ୍ମ ହେବାରେ ଲାଗିଛି। ଅଶୋକ ଗେହଲଟଙ୍କୁ ଖୋଦ ନିଜ ଦଳର ବିଧାୟକ ଓ ମନ୍ତ୍ରୀ ମାନେ ଟାର୍ଗେଟ କରି ସରକାରର ଅଡୁଆ ବଢ଼ାଇ ଦେଇଛନ୍ତି। ଗୋଟିଏ ପଟେ ପାଇଲଟଙ୍କୁ ଦଳ ଚୁପ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ରାଜ୍ୟରେ ନାରୀ…

ଦୁଇଟି ଗୋଲାପୀ ଡଲ୍‌ଫିନ୍ ଠାବ, ଲୋକେ କରିପାରୁ ନାହାନ୍ତି ବିଶ୍ୱାସ

ମେକ୍ସିକୋ: ଲୁଧିଆନା ଉପକୂଳବର୍ତ୍ତୀ ମେକ୍ସିକୋ ଗଲ୍ଫରେ ଦେଖିବାକୁ ମିଳିଛି ଗୋଲାପୀ ଡଲ୍‌ଫିନ୍ । ସମ୍ପୂର୍ଣ୍ଣ ଗୋଲାପୀ ରଙ୍ଗର ଏହି ଡ଼ଲଫିନ୍‌ଟି ସମୁଦ୍ର ପହଁରୁଥିବା ଠାବ କରାଯାଇଥିଲା । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି,ଯାହାକୁ ଦେଖି ଲୋକମାନେ ବିଶ୍ୱାସ…

ରଙ୍ଗ୍ ରୁଟ୍ ଡ଼୍ରାଇଭିଂ ପାଇଁ ଦଣ୍ଡିତ ହେଲେ ଡ଼୍ରାଇଭର; ଚାଲାଣ ନେଲା ବେଳେ ଦେଲେ ଫଟୋ ପୋଜ

ବେଙ୍ଗାଲୁରୁ: ପ୍ରତ୍ୟେକ ରାଜ୍ୟରେ ଆଜିକାଲି ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଯାଇଛି । ଯଦି କେହି ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରନ୍ତି, ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯେମିତି କି ଘରକୁ ଚାଲାଣ ପଠାଯାଇ ଜରିମାନା ଆଦାୟ କରାଯାଉଛି । ଯଦି କାହାର ପୋଲିସ ବା…

ପୋଷାକ ପରିଧାନକୁ ନେଇ ବିମାନବନ୍ଦରରେ ଉର୍ଫିଙ୍କୁ ଗାଳିକଲେ ବ୍ୟକ୍ତି

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ ତିନି ଦିନ ତଳେ ବିମାନରେ ଅସଦାଚରଣର ଶିକାର ହୋଇଥିବା ବେଳେ ସୋମବାର ପୁଣି ବିମାନବନ୍ଦରରେ ଆକ୍ରୋଶର ଶୀକାର ହୋଇଛନ୍ତି । ବିମାନବନ୍ଦରରେ ତାଙ୍କ ପୋଷାକକୁ ନେଇ ସମସ୍ତଙ୍କ ଆଗରେ ଜଣେ…

ଅଜବ ରେଷ୍ଟୁରାଣ୍ଟ: ଏଠାରେ ଖାଇବା ପରେ ଶୋଇବା ପାଇଁ ରହିଛି ବ୍ୟବସ୍ଥା

ଜୋର୍ଡାନ: ଅଧିକାଂଶ ଲୋକ ପରିବାର ସଦସ୍ୟଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ଖାଇବା ପାଇଁ ରେଷ୍ଟୁରା ଯାଇଥାନ୍ତି । ଲୋକମାନେ କେବଳ ଖାଦ୍ୟ ଖାଇବା ପାଇଁ ଯାଇଥାନ୍ତି । କିନ୍ତୁ ଜୋର୍ଡାନରେଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଖାଦ୍ୟ ସହିତ ଶୋଇବା ବା ବିଶ୍ରାମ ନେବା ପାଇଁ ବ୍ୟବସ୍ଥା ରହିଛି ।…

ଉତ୍ତରପ୍ରଦେଶ ପାଇଁ ଭୟଙ୍କର ଦିନ; ସଡକ ଦୁର୍ଘଟଣାରେ ଦିନକରେ ବିଜେପି ନେତାଙ୍କ ସହ ୨୨ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପାଇଁ ସୋମବାର ଥିଲା ଏକ  ଭୟଙ୍କର ଦିନ । ଗୋଟିଏ ଦିନରେ ଏକାଧିକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଜେପି ନେତାଙ୍କ ସମେତ  ୨୨ ଜଣଙ୍କ ମୃତ୍ୟୁ  ଘଟିଛି ଗୋଟିଏ ଦିନରେ। ସୂଚନାଯୋଗ୍ୟ ଆଲୀଗଢ଼ ସ୍ଥିତ ଯମୁନା ଏକ୍ସପ୍ରେସ-ୱେ ରେ ବସ୍ ସହ କାର୍ ଧକ୍କା ହେବାରୁ ୪ ଜଣ…

ବେଦାନ୍ତ ଉପରେ ବର୍ଷିଲା କଂଗ୍ରେସ: ବିସ୍ଥାପିତଙ୍କୁ ଥଇଥାନ କରୁନି ତଥାପି ଚାଲିଛି ଖନନ

ଭୁବନେଶ୍ୱର: ନିୟମ ଉଲ୍ଲଘଂନ କରୁଛି ବେଦାନ୍ତ କମ୍ପାନୀ  । ପରିବେଶ ମଞ୍ଜୁରୀ ବିନା ଚାଲିଛି ଖନନ  । ଜମି ଅଧିଗ୍ରହଣ ନିୟମ ଖିଲାପ ପାଇଁ ହକ୍ରୁ ବଞ୍ଚିତ ହେଉଛନ୍ତି ବିସ୍ଥାପିତ  । ଏମିତି କହି ବେଦାନ୍ତ ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ରାଇରଙ୍ଗପୁର…

ଏହି ରାଜ୍ୟ ପ୍ରଂଶସାର ପାତ୍ର; ପ୍ରତି ପିଲା ଜନ୍ମ ହେଲେ ଲାଗୁଛି ୧୦୦ ଗଛ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରକୃତି ଏବଂ ମଣିଷ ପରସ୍ପର ପରିପୂରକ ଓ ନିର୍ଭରଶୀଳ। ପ୍ରକୃତି ବିନା ସୃଷ୍ଟି ଅସମ୍ଭବ। ଜୀବଜଗତ ଓ ପ୍ରାଣୀଜଗତ ମଧ୍ୟରେ ପୁଣି ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି କରିବାକୁ ସିକିମରେ ଏକ ନିଆରା ପଦକ୍ଷେପ ଆରମ୍ଭ ହୋଇଛି । ସିକିମ୍ ଏକ କାର୍ବନ-ନ୍ୟୁଟ୍ରାଲ ରାଜ୍ୟ…