Latest Odisha News

BREAKING NEWS

କେ.ଏଲ ରାହୁଲ ଓ ଆଥିଆ ଶେଟ୍ଟିଙ୍କ ବିବାହରେ ମୋବାଇଲ ବାରଣ

ନୂଆଦିଲ୍ଲୀ : ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି । ସାତ ଘେରା ବୁଲି ସାରା ଜୀବନ ପାଇଁ ସାଥି ହୋଇ ରହିବେ କେ.ଏଲ ରାହୁଲ  ଓ ଆଥିଆ  । ଖଣ୍ଡାଲା ସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ବିବାହ…

ମନ୍ଦିରରେ ଉତ୍ସବ ଚାଲିଥିବାବେଳେ ଖସି ପଡିଲା କ୍ରେନ; ୪ ମୃତ

ଚେନ୍ନାଇ: ତାମିଲନାଡୁର ଅରାକୋଣମରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । କ୍ରେନର ଏକ ଅଂଶ ଛିଣ୍ଡି ପଡିବା କାରଣରୁ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଘଟିବା ସମୟରେ ମନ୍ଦିରରେ ଏକ ସମାରୋହ ଚାଲିଥିଲା ଏବଂ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା…

କେଉଁଠୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ? ଲୋକସଭା ନା ବିଧାନସଭା ପ୍ରାର୍ଥୀ ହେବେ ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଯେତିକି ପାଖଉଛି, ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି । ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେ ଏଥର ନିର୍ବଚାନ ଲଢ଼ିବେ । ଦୈନିକ ଇଂରାଜୀ ସମ୍ବାଦପତ୍ର ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ…

କୁମ୍ଭୀର ପିଠିରେ ବସି ଚଲାଇଲେ ବାଇକ୍, ଭିଡିଓ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ | ସେଥିରୁ  କିଛି ଭିଡିଓ ଭଲ ହୋଇଥିବାବେଳେ କିଛି ଭିଡିଓ ବେଶ୍ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ।  ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି।  ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି କୁମ୍ଭୀର ଉପରେ ବସି ବାଇକ୍…

ଖୋଲିବ କି ନେତାଜୀଙ୍କ ଜୀବନ ରହସ୍ୟ, ସାମ୍ନାକୁ ଆସିଲା ୭୪ ବର୍ଷ ପୁରୁଣା ଅପ୍ରକାଶିତ ପୁସ୍ତକ

'ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି', ଯେତେବେଳେ ବି ଏହି ସ୍ଲୋଗାନ କାନରେ ବାଜେ, ସେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁ ମନରେ ଆସିଥାଏ ।  ଜାନୁୟାରୀ ୨୩, ୧୮୯୭ରେ ଜନ୍ମ ନେତାଜୀ । ତାଙ୍କ ଜୀବନ ଥିଲା ଏକ ଖୋଲା ବହି । ତାଙ୍କ ଜୀବନରେ ଯାହା ଘଟିଥିଲା ସେ ବିଷୟରେ…

ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ଆଣ୍ଡାମାନ ନିକୋବରର ୨୧ ଦ୍ୱୀପ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଣ୍ଡାମାନ ନିକୋବରର ୨୧ ଦ୍ୱୀପର ନାମକରଣ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦ୍ୱୀପକୁ ନେତାଜୀଙ୍କ ସ୍ମୃତିରେ ସମର୍ପିତ  କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମତିଥିରେ ନେତାଜୀ ନାଶନାଲ…

ହସ୍ପିଟାଲରେ ଭର୍ତ୍ତି ହେଲେ ଶିଜାନଙ୍କ ଭଉଣୀ, ସୋସିଆଲ ମିଡିଆରେ ମା’ଙ୍କ ପୋଷ୍ଟ

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିବା ଘଟଣାକୁ ପ୍ରାୟ ଏକ ମାସ ବିତିଛି । ଆତ୍ମହତ୍ୟା ଘଟଣାରେ ତାଙ୍କ ପ୍ରେମିକ ଶିଜାନ ଖାନଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିନାହିଁ। ଏସବୁ ମଧ୍ୟରେ ଏବେ ଶିଜାନଙ୍କ ଭଉଣୀ ଫଲକ ନାଜଙ୍କ…

୩୦ରେ ଥାନାରେ ହାଜର ହୋଇ ପକ୍ଷ ରଖିବେ ହ୍ୟୁମାନ-ଶ୍ରେୟା

ଭୁବନେଶ୍ୱର : ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲା । ଆସନ୍ତା ୩୦ରେ ଥାନାରେ ହାଜର ହେବେ ହ୍ୟୁମାନ-ଶ୍ରେୟା । ପୂର୍ବରୁ ୨ ଦିନ ନେଇଥିଲେ ଉଭୟ । ଗତ ୧୯ ତାରିଖରେ ପୋଲିସ ଉଭୟଙ୍କୁ କାଉନସେଲିଂ କରିଥିବା ବେଳେ ଗତକାଲି ଶ୍ରେୟା ପ୍ରେସମିଟ୍‌ କରି ଗଣମାଧ୍ୟମକୁ ସମସ୍ତ କଥା ଜଣାଇଛନ୍ତି  ।…

ଅଟା, ଗ୍ୟାସ ପରେ ପାକିସ୍ତାନରେ ବିଜୁଳି ସଙ୍କଟ; ଅନ୍ଧାରରେ ଇସଲାମବାଦ, କରାଚି ସହ ଅନେକ ସହର

ଇସଲାମବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନାର ସମସ୍ୟା ପୁଣି ବଢିଯାଇଛି । ଦରଦାମ ବୃଦ୍ଧି ସାଙ୍ଗକୁ ବିଜୁଳି ସମସ୍ୟା ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି ।  ପ୍ରଥମେ ଅଟା, ତା ପରେ ଗ୍ୟାସ, ପେଟ୍ରୋଲ ସଙ୍କଟ ପରେ ଏବେ ଦେଶରେ ବିଦ୍ୟୁତ ସମସ୍ୟା ଭୟଙ୍କର ହୋଇଛି ।  ଦେଶର…

ବିଶ୍ୱକପରେ ଭାରତର ସ୍ୱପ୍ନ ବାରମ୍ବାର ଭାଙ୍ଗୁଛି ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ହକି ବିଶ୍ୱକପ କ୍ରସ ଓଭର ମ୍ୟାଚରେ ଭାରତ ପେନାଲ୍ଟି ଶୁଟ ଆଉଟରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଛି । ଏଥିସହ ୧୯୭୫ ପରେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ତେବେ ସବୁଠାରୁ ମଜା କଥା ସେ ହକି ହେଉ କିମ୍ବା କ୍ରିକେଟ ଭାରତ ବିଶ୍ୱକପ ଜିତିବା ପଥରେ ନ୍ୟୁଜିଲାଣ୍ଡ…