Latest Odisha News

BREAKING NEWS

ସସ୍ମିତ ପାତ୍ରଙ୍କ ଦସ୍ତଖତ ନକଲ ଅଭିଯୋଗ, ବଡ଼ ଅଡ଼ୁଆରେ ଆପ୍ ସାଂସଦ ରାଘବ; ହରାଇପାରନ୍ତି ପଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ା ସୋମବାର ଦିନ ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିବା ପରେ ଏକ ବଡ଼ ବିବାଦରେ ଫସିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଏହି ପ୍ରସ୍ତାବରେ ଚଢାଙ୍କ ବିରୋଧରେ ଦସ୍ତଖତ ଜାଲିଆତି ଅଭିଯୋଗ…

ଅନାସ୍ଥା ପ୍ରସ୍ତାବ: କାହିଁକି ପ୍ରଥମ ଦିନରେ ଅଭିଭାଷଣ ରଖିଲେନି ରାହୁଲ ଗାନ୍ଧୀ, କଂଗ୍ରେସ ଦେଲା ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ମଙ୍ଗଳବାରଠୁ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ବିତର୍କ ଗୁରୁବାର ଯାଏ ଚାଲିବ। କିନ୍ତୁ ପ୍ରଥମ ଦିନରେ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଥମେ ରାହୁଲ ଗାନ୍ଧୀ ଉଭିଭାଷଣ ରଖିବେ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଥିଲା।…

କୁକୁର ପାଇଁ ଚାକିରି ଛାଡ଼ିଲେ ଯୁବତୀ

ଅଷ୍ଟ୍ରେଲିଆ: ଆମ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଘରେ ପଶୁ ପକ୍ଷୀ ରଖିବାକୁ ପସନ୍ଦ କରନ୍ତି । ସେମାନଙ୍କ ଭିତରେ ଏମିତି ବି କିଛ ଲୋକ ଅଛନ୍ତି, ଯେଉଁମାନେ ନିଜ ଜୀବନଠାରୁ ପାଳିତ ପଶୁପକ୍ଷୀଙ୍କୁ ବେଶୀ ଭଲ ପାଇଥାନ୍ତି । ଏପରିକି ଏହି ପଶୁପକ୍ଷୀ ପ୍ରେମ ପାଇଁ ଅନେକ ନିଜ କ୍ୟାରିୟର…

“ଫିଲ୍ମ ଅପରେସନ ୧୨/୧୭’ର ଶୁଭ ମହୁରତ

ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ "ଅପରେସନ ୧୨/୧୭’ । ଏଥିରେ ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏହି ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଶିରିଡି ସାଇ…

ଶିକ୍ଷୟିତ୍ରୀ ବର୍ଷକୁ ରୋଜଗାର କରନ୍ତି ୧୦ କୋଟି , ଶିକ୍ଷାଦାନ କରି ନୁହେଁ, ଭିନ୍ନ ଉପାୟରେ

ଆମ ଦେଶରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ଦରମା ଘରୋଇ ଶିକ୍ଷକଙ୍କଠାରୁ ବହୁତ ଅଧିକ । ଏତେ ବଡ ଦାୟିତ୍ୱ ତୁଲାଉଥିବା ଶିକ୍ଷକମାନେ ଯେତେ ରୋଜଗାର କରନ୍ତୁ ନା କାହିଁକି, ସେମାନେ ଗୋଟିଏ ବର୍ଷରେ ଅତି କମରେ ଏକ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ ନାହିିଁ । ଭାବନ୍ତୁ, ଏପରି…

ଆମେରିକାର ପରମାଣୁ ମିସାଇଲ ବେସରେ କାମ କରୁଥିବା ୨୬୮ ବ୍ୟକ୍ତିଙ୍କୁ କ୍ୟାନ୍ସର

ନ୍ୟୁୟର୍କ: ଆମେରିକାର ପରମାଣୁ ମିସାଇଲ ବେସରେ କାର୍ଯ୍ୟ କରଥିବା ୨୬୮ ବ୍ୟକ୍ତି କ୍ୟାନ୍ସର ଆକ୍ରାନ୍ତ ଜଣାପଡିବା ପରେ ଚିନ୍ତାର ବାତାବରଣ ଖେଳି ଯାଇଛି । ଆମେରିକା ଏୟାରଫୋର୍ସ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ମୋଟେଂନା ବେସରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସାମ୍ପୁଲରୁ କ୍ୟାନ୍ସର…

୨୭ ବର୍ଷ ପରେ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଥାଇଲାଣ୍ଡ ରାଜାଙ୍କ ପୁତ୍ର, ଦେଶ ଉତ୍ସବ ମୁଖରିତ

ବ୍ୟାଙ୍କକ: ଥାଇଲାଣ୍ଡ ରାଜାଙ୍କ ଦ୍ୱିତୀୟ ପୁତ୍ର ୱାଚରସୋର୍ଣ୍ଣ ବିବାଚରାଭୋଙ୍ଗେସମ ୨୭ ବର୍ଷ ପରେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଫଳରେ ଦେଶ ଉତ୍ସବ ମୁଖରିତ ହୋଇ ପଡିଛି । ସେ ଆମରେିକାରେ ରହି ପାଠ ପଢ଼ୁଥିଲେ । ସୁବର୍ଣ୍ଣଭୂମି ଆନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲରୁ ସେ ବାହାରକୁ…

ସିନେମା ହଲରେ ଧମାଲ କରୁଛି ‘ରକି ଔର ରାନି କି ପ୍ରେମ କାହାନୀ’, ୧୦ ଦିନରେ ୧୦୦ କୋଟି ଡେଇଁଲା

ମୁମ୍ବାଇ: ସିନେମା ହଲରେ ଧମାଲ କରୁଛି କରନ ଜୋହରଙ୍କ ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାନୀ’ । ଏହି ଫିଲ୍ମରେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହା ବକ୍ସ ଅଫିସରେ ଏବେ ଭଲ ବ୍ୟବସାୟରେ କରୁ଼ୁଛି । ଏହା ରିଲିଜ ପ୍ରଥମ ସପ୍ତାହରେ ଭଲ ରୋଜଗାର…

ଯବାନଙ୍କ ପାରା ସଉକ: ୩୫ ବର୍ଷ ହେଲାଣି ପାଳୁଛନ୍ତି ପାରା, ରଖିଛନ୍ତି ୮୦ ପ୍ରଜାତିର

ରାଜସ୍ଥାନ: ପ୍ରତ୍ୟେକ ବ୍ୟକ୍ତିଙ୍କର ସଉକ ଭିନ୍ନ ଭିନ୍ନ ହୋଇଥାଏ । କେହି କୁକୁର, ବିଲେଇ, ଠେକୁଆ ବା ଶୁଆ ରଖିବାକୁ ଭଲ ପାଇଥାନ୍ତି । ସେମାନେ ତାଙ୍କର ପ୍ରିୟ ପଶୁ-ପକ୍ଷୀଙ୍କ ପାଇଁ ସବୁକିଛି କରିଥାନ୍ତି । ସେମାନେ ନିଜ ପିଲାଙ୍କ ପରି ଯତ୍ନ ନେଇଥାନ୍ତି । ସେମିତି ରାଜସ୍ଥାନର ଜଣେ ଯବାନ ୩୫…

ଜୁଲାଇରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ୬୨ ନାବାଳକ, ନାବାଳିକା ଉଦ୍ଧାର

ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି । ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ…