Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡଲାଇନ: ପୂର୍ବାହ୍ନ ସାଢ଼େ ୯ଟା ପୂର୍ବରୁ ଉଡ଼ିବ ଜାତୀୟ ପତାକା

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ୍ଲାଇନ । ଜାନୁଆରୀ ୨୬ ତାରିଖ ଦିନ ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଜାତୀୟ ପତାକା ଉଡ଼ିବ। କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ ନ ହେଲେ ଫିଜିକାଲ ମୋଡ୍‌ରେ ପତାକା ଉତ୍ତୋଳନ କରିବେ ଶିକ୍ଷାନୁଷ୍ଠାନର…

କବିତା : ଅନ୍ଧକାର

ଜଗନ ପାଳ  କେବେ ଅନ୍ଧକାରକୁ ବି ଖୋଜି ଦେଖ ଏ ବନ୍ଦ୍ ଆଖି କି ବିନା ଆଲୋକରେ ନୁହେଁ ବରଂ ଅମାନବିକତାର ମୁଖାତଳେ ବରଂ ଛଦ୍ମହସର ବିକଟାଳ ରହସ୍ୟରେ ଆଉ ତୁମ ଆମ ଅଜ୍ଞାନତା ଭିତରେ.... ଛାଇର ଛଳନାରେ ଆଭାସର ଛୁଆଁରେ ପୁଣି ପାଣିର ଗଭୀରତା ଆଉ ନିଆଁର ଜ୍ୱାଳାରେ ବାସ୍ନାର ବିଭୋରତାରେ…

ଭାଷା ଭାଗବତ : ସଭିଏଁ ଅନନ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ନିଜକୁ କରି ଆବିଷ୍କାର ହୋଇପାରିଲେ ଅଗ୍ରସର ସୁଂଦର ଲାଗେ ଏ ସଂସାର ଜୀବନ ହୁଏ ମନୋହର ନିଜର ଅନନ୍ୟତା ଜଗି ହୋଇଲେ ଜୀବନାନୁରାଗୀ ଅଲୋଡ଼ା ଅଯଥା ସଂଘର୍ଷ ସୁଖରେ ବିତେ ମାସ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନାଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର କ୍ଷେତ୍ରେଶ୍ୱରୀ ମା ବିମଳାଙ୍କ ବିଷୟରେ ଆଲୋଚନା ଜାରି ରହିଛି । ଶ୍ରୀଜଗନ୍ନାଥଙ୍କ ଅବା ଶ୍ରୀକ୍ଷେତ୍ରର ବିଶେଷ ଆଲୋଚନା

ଆନ୍ଦୋଳନରୁ ଓହରିଲେ, କୁସ୍ତିଯୋଦ୍ଧା ସଂଘ ସଭାପତିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ହେବ। ଏଥିପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ଏହି କମିଟି ଗଠନ କରାଯାଇଛି। କମିଟିର ସଦସ୍ୟମାନେ…

ବେଆଇନ ଖଣି ଖନନ ମାମଲା, ବିଜେଡି ବିଧାୟକଙ୍କୁ ଇଡିର ୭ ଘଣ୍ଟା ଜେରା

ଭୁବନେଶ୍ୱର: ବେଆଇନ ଖଣି ଖନନ ମାମଲାରେ ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କୁ ଜେରା। ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଜେରା କରିଛି। ହେଲେ ଜେରା ବେଳେ ଶାସକ ଦଳର ଏହି ବିଧାୟକ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବୋଲି ସୂଚନା ରହିଛି। ତେଣୁ ପୁଣିଥରେ ବିଧାୟକ ଇଡି ଜେରାର…

ଯୋଡା ଡାକ୍ତର ଶୁଭଶ୍ରୀ ମୃତ୍ୟୁ ଘଟଣା, ଆସିଲା ଭିସେରା ରିପୋର୍ଟ; ୭ ଜଣଙ୍କ ନାଁରେ ଏତଲା

କେନ୍ଦୁଝର: ଯୋଡା ଡାକ୍ତର ଶୁଭଶ୍ରୀ କର ମାମଲାରେ ନୂଆ ଟ୍ବିଷ୍ଟ। ଝିଅର ମୃତ୍ୟର ୨୦ ଦିନ ପରେ ଯୋଡା ଥାନାରେ ଏତଲା ଦେଲେ ମୃତକଙ୍କ ବାପା। ମୋଟ୍ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା। ସେହିପରି ପୋଲିସ ହାତରେ ଲାଗିଛି ଶୁଭଶ୍ରୀଙ୍କ ଭିସୋରେ ରିପୋର୍ଟ। ଯେଉଁଥିରେ ଅତ୍ୟଧିକ…

ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ସରକାର ପ୍ରୟାସ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପର୍ଯ୍ୟଟନର ହଟସ୍ପଟ ବା କେନ୍ଦ୍ର ହେବ ଓଡ଼ିଶା। ସାରା ବିଶ୍ୱରୁ କିଭଳି ଲୋକମାନେ ପର୍ଯ୍ୟଟନ ପାଇଁ ଓଡ଼ିଶା ଆସିବେ ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଏପରି କରି ରାଜ୍ୟ ସରକାର ପୁଞ୍ଜି ନିବେଶ ଉପରେ…

ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜଗାର ମେଳାର ତୃତୀୟ ସଂସ୍କରଣର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୨୮ ଜଣ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ନିଯୁକ୍ତି…

ତେଜୁଛି ବାବୁ-ନେତା କଳି, ବୁକ୍ ସର୍କୁଲାର ୪୭ ଉଲ୍ଲଂଘନ କରୁଛନ୍ତି ପ୍ରଶାସନିକ ଅଧିକାରୀ?

ଭୁବନେଶ୍ୱର: ମାସକ ଭିତରେ ବଲାଙ୍ଗୀରରେ ଦେଖିବାକୁ ମିଳିଛି ବାବୁ-ନେତାଙ୍କ କଳି। ନୂଆବର୍ଷ ଆରମ୍ଭରୁ ତିନି ନିର୍ବାଚିତ ପ୍ରତିନିଧି ଏବଂ ବାବୁଙ୍କ କଳିକୁ ନେଇ ଏବେ ପୁଣିଥରେ ଉଷ୍ମ ହୋଇଛି ରାଜ୍ୟରେ ବାବୁ-ନେତା କଳି। ପ୍ରଥମେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ବଲାଙ୍ଗୀର…