Latest Odisha News

BREAKING NEWS

ଆଜି ଜାତୀୟ ହସ୍ତତନ୍ତ ଦିବସ, ଅନ୍ତର୍ଜାତୀୟ ବଜାରରେ ବଢୁଛି ଓଡ଼ିଶା ହସ୍ତତନ୍ତର ଚାହିଦା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଜାତୀୟ ହସ୍ତତନ୍ତ ଦିବସ। ସ୍ୱଦେଶୀକୁ ଆପଣାଇ ବିଦେଶୀର ବ୍ୟବହାର କମ୍ କରିବା ଏବଂ ହସ୍ତତନ୍ତର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ପାଳିତ ହେଉଛି ଏ ଦିବସ। ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ ଆନ୍ଦୋଳନ ଶକ୍ତି ବୃଦ୍ଧି ହୋଇଥିଲା। ସର୍ବପ୍ରଥମେ ୧୯୦୫…

ଟ୍ୟୁନିସିଆରେ ଡଙ୍ଗା ବୁଡ଼ି ୪ ପ୍ରବାସୀ ମୃତ, ୫୧ ନିଖୋଜ

ଟ୍ୟୁନିସିଆ: ଉତ୍ତର ଆଫ୍ରିକା ଦେଶ ଟ୍ୟୁନିସିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଟ୍ୟୁନିସିଆର କେର୍କେନା ଦ୍ୱୀପରୁ ଏକ ପ୍ରବାସୀ ଡଙ୍ଗା ବୁଡ଼ି ଯାଇଥିବାର ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୪ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୧ ଜଣ ଯାତ୍ରୀ ନିଖୋଜ ହୋଇଥିବା ସୂଚନା ରହିଛି।…

ନନ୍ଦନକାନନରେ ଅସୁସ୍ଥ ନୀଳଗାଈର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ନଂ ଖୁଆଡରେ ରହୁଥିବା ଏକ ଅସୁସ୍ଥ ମାଈ ନୀଳଗାଈର ରବିବାର ମଧ୍ୟାହ୍ନରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ ହୋଇ ଲାବରେଟୋରିକୁ ପଠାଯାଇଛି। କିଛିଦିନ ହେବ ନୀଳଗାଈଟି ଅସୁସ୍ଥ ହୋଇପଡିଥିଲା।…

ଗଳ୍ପ : ନୀଳ ଇନଲାଣ୍ଡ ଲେଟର

ଲକ୍ଷ୍ମୀପ୍ରିୟା ଓଝା  ବାପା ନୀଳ ଇନଲାଣ୍ଡ ଲେଟରଟିଏ ଧରି ଠିଆ ହେଇଥିଲେ ମଝି ଦୁଆରେ । ଜେଜେ ବସିଥିଲେ ପିଣ୍ଡ|ରେ ତାଙ୍କ ନିର୍ଦ୍ଧାରିତ କାଠ ଚୌକି ଉପରେ । ମା ସେଇଠି ତଳେ । ବୋଉ ରୋଷେଇଘର ଦୁଆର ମୁହଁରେ ଆଉ ଦେଈ ଠିଆ ହେଇଥିଲେ ତାଙ୍କ ନୁଆଁଣିଆ ଚାଳ ଘର କବାଟକୁ ଆଉଜି । ମୁଁ ସେଇ ପିଣ୍ଡ|…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମୁଁ ଅଲବତ୍ କରିପାରିବି । ତୁ ଭୁଲିଯାଆନା ଯେ ମୋ ସମ୍ମତି ଦେଇ କୌଣସି ବି ଫର୍ମରେ ମୁଁ ଦସ୍ତଖତ ଦେଇନି । ଏବେ ତୁ ସ୍ଥିର କର ।” “ମମ୍‌...” “ତୁ ଏବେ ହିଁ ସ୍ଥିର କର । ଜଲ୍‌ଦି ସ୍ଥିର କର ।”…

ଭାଷା ଭାଗବତ : ଉପହାସ୍ୟ ଚିଂତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏବେ କେତେକ ପ୍ରଭୁଭକ୍ତ ବିଚିତ୍ର ବ୍ୟାଧିରେ ପୀଡ଼ିତ ' ଧର୍ମୀୟ ଭାବନା ଆହତ ' ନାମରେ ତାହା ପରିଚିତ ପଢ଼ି ବାକ୍ୟ ଓ ଶୁଣି ବାଣୀ ସତରେ କାହିଁକି କେଜାଣି ମନେ ହୁଅଂତି ମିଛେ ଗୁଣି ହୋଇଗଲା ବିଶ୍ବାସ ହାନି ଏ ଧର୍ମ ଅଟେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ରୋଷଶାଳ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବର୍ଣ୍ଣନା ଅବସରରେ ଏହା ପାକ ହେଉଥିବା ରୋଷଶାଳ ବିଷୟରେ ଆଲୋଚନା ଜାରି ରହିଛି। ସାଧାରଣ ଗୃହଟିଏ ନିର୍ମାଣ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି…

ବଜାରରେ ବିକ୍ରି ହେଉଥିବା ପକ୍ଷୀକୁ କିଣି ମୁକ୍ତ କରନ୍ତି କନଷ୍ଟେବଳ

ଉତ୍ତରପ୍ରଦେଶ: ମୁକ୍ତିର ଆନନ୍ଦ କ’ଣ ଏକଥା ଅନୁଭବି ହିଁ ଜାଣେ । ବିଭିନ୍ନ ସମୟରେ ଏମିତି ଘଟଣାର ନଜିର ଅଛି, ଯେଉଁଥିରେ ମୁକ୍ତି ପାଇଥିବା ଚରିତ୍ର ଓ ମୁକ୍ତି ଦେଇଥିବା ଚରିତ୍ରକୁ ନେଇ ଚର୍ଚ୍ଚା ଲାଗି ରହେ । ଏ କଥାକୁ ମର୍ମେ ମର୍ମେ ଅନୁଭବ କରିଥିବା ଜଣେ ଚରିତ୍ର ହେଉଛନ୍ତି ପୋଲିସ କନଷ୍ଟେବଳ ।…

ଧର୍ମେନ୍ଦ୍ର ଓ ଶବାନାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ହେମାମାଳିନୀ

ମୁମ୍ବାଇ: ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ନିକଟରେ ମୁକ୍ତିଲାଭ କରିଛି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।…

ସୂର୍ଯ୍ୟୋଦୟ ସମୟରେ ଗୋଲାପୀ ହୋଇଗଲା ଆକାଶ, ଭିଡ଼ିଓ ଭାଇରାଲ

ଭିଏତନାମ: ସାଧାରଣତଃ ସୂର୍ଯ୍ୟୋଦୟ ସମୟରେ ଆକାଶର ମନୋରମ ଦୃଶ୍ୟ ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ । ଏହି ସମୟରେ ଆକାଶ ନାଲି କିମ୍ବା କମଳା ରଙ୍ଗର ଦେଖାଯାଇଥାଏ । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସୂର୍ଯ୍ୟୋଦୟ ସମୟରେ ଆକାଶ ସମ୍ପୂର୍ଣ୍ଣ ଗୋଲାପୀ…