Latest Odisha News

BREAKING NEWS

ବାସହୀନଙ୍କୁ ସାହାଯ୍ୟ କରିବାକୁ ବର୍ଷେ ହେଲାଣି ଟେଣ୍ଟରେ

ଇଂଲଣ୍ଡ: ଆଜିକାଲି ପିଲା ମୋବାଇଲ,ଟିଭି ଓ କମ୍ପ୍ୟୁଟର ଗେମ୍ ରେ ବ୍ୟସ୍ତ ରହୁଥିବା ବେଳେ ଇଂଲଣ୍ଡର ମାତ୍ର ୧୩ ବର୍ଷର ଜଣେ ବାଳକଙ୍କ ଇଛା ଗରିବ ଲୋକଙ୍କୁ ସାହାଯ୍ୟ କରିବା । ଆଉ ତାହା ପୂରଣ କରିବାକୁ ସେ ବର୍ଷେ ହେଲାଣି ଝଡ଼ ବର୍ଷା,ଖରା ଓ ଶୀତରେ ବାହାରେ ଟେଣ୍ଡ ବାନ୍ଧି ରହୁଛନ୍ତି । ଦାନରେ…

ଗଡ଼କରୀଙ୍କ ୱାର୍ଣ୍ଣିଂ; ନେତା ହୁଅନ୍ତୁ କି ଠିକାଦାର, ଖରାପ କାମ କଲେ ଚାଲିବ ବୁଲଡୋଜର

ନାଗପୁର: ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସବୁବେଳେ କେନ୍ଦ୍ର ସରକାରଙ୍କ ବିକାଶ କାର୍ଯ୍ୟ କରି ଚର୍ଚ୍ଚାରେ ରହିଆସୁଛନ୍ତି। ସଡ଼କ ନିର୍ମାଣ ହେଉ କିମ୍ବା ରାଜପଥ ନିର୍ମାଣ, କିଛି ନବସୃଜନ ହେଉ କିମ୍ବା ଅଧିକାରୀଙ୍କୁ ଚେତାଇବା, ନିଜ କାମ ସଠିକ ଭାବେ ତୁଲାଇ ଆସିଛନ୍ତି ଗାଡ଼କରୀ। ବେଳେ ବେଳେ…

ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା, ୨୨ ମୃତ

କରାଚି: ରବିବାର ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ରାବଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ୍ ହୋଇଥିବା ବେଳେ ଏବେ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଛି । ୮୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଶହଜାଦପୁର ଓ ନବାବଶାହ ମଝିରେ ଥିବା ସହାରା…

ଭଦ୍ରକରୁ ୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ: ଗ୍ରାମାଞ୍ଚଳ ପୋଲିସକୁ ବଡ଼ ସଫଳତା। ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ୧୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରି ଜଣଙ୍କୁ ଗିରଫ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ପାଟ୍ରୋଲିଂ ବେଳେ ବ୍ରାଉନ…

ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପରଲୋକ

ସମ୍ବଲପୁର: ୬୫ ବର୍ଷ ବୟସରେ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ରବିବାର ହୃଦଘାତରେ ଆଖି ବୁଜିଛନ୍ତି ପ୍ରମୋଦ ପଟ୍ଟନାୟକ । ରବିବାର ଭୋର୍ ସମୟରେ ପ୍ରମୋଦ ଅସୁସ୍ଥ ଅନୁଭବ କରିଥିଲେ । ପ୍ରଥମେ ଜିଲ୍ଲା ଚିକିତ୍ସାଳୟ ପରେ ଘରୋଇ ମେଡିକାଲରେ ଭର୍ତ୍ତି…

ଘରେ ରଖନ୍ତୁ ଲକି ବାମ୍ବୋପ୍ଲାଣ୍ଟ, ମିଳିବ ସୁଫଳ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଗଛ ଭାବେ ଲକି ବାମ୍ବୋପ୍ଲାଣ୍ଟ ପରିଚିତ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଏହି ଗଛକୁ କେଉଁ ସ୍ଥାନରେ ରଖିଲେ କି ଫଳ ମିଳିଥାଏ ଜାଣନ୍ତୁ ସେ…

ନୁହ ହିଂସା; ଆପ୍ ନେତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଚଣ୍ଡିଗଡ଼: ନହୁ ହିଂସା ମାମଲାରେ ହରିୟାଣା ପୋଲିସ ଗ୍ରହଣ କରିଛି କାର୍ଯ୍ୟାନୁଷ୍ଠାନ। ଗୋଟିଏ ପଟେ ଅଭିଯୁକ୍ତଙ୍କ ବେଆଇନ ସମ୍ପତ୍ତି ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଚାଲିଥିବାବେଳେ ଅନ୍ୟପଟେ କଟକଣା ଜାରି କରାଯାଇଛି। ପୋଲିସ ପ୍ରତ୍ୟେକ ସିସିଟିଭି ଯାଞ୍ଚ କରୁଛି ଏବଂ ସାକ୍ଷୀଙ୍କ ବିବୃତ୍ତି…

ବଜାରରୁ ୨ ଜଣଙ୍କୁ ଉଠାଇ ନେଲା ପୋଲିସ, ଥାନା ଘେରିଲେ ଡଙ୍ଗରିଆ କନ୍ଧ

ରାୟଗଡ଼ା: ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ । ଏକାଠି ହେଲେ ଡଙ୍ଗରିଆ କନ୍ଧ । ଶନିବାର ମାଓ ଇନଫର୍ମର ସନ୍ଦେହରେ ପୋଲିସ ଲାଞ୍ଜିଗଡ଼ ବଜାରରୁ ୨ ଜଣଙ୍କୁ ଉଠାଇ ନେଇଥିଲା । ଯାହାର ପ୍ରତିବାଦରେ  ରବିବାର କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ନିୟମଗିରି ସୁରକ୍ଷା କମିଟି ଓ ଡଙ୍ଗରିଆ…

ଆଲମଣ୍ଡ ଖାଇବାକୁ ଭଲପାଆନ୍ତି କି? ଜାଣନ୍ତୁ ଏହାର ଫାଇଦା..

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଧାରଣତଃ ଭାବରେ ଆଲମଣ୍ଡ ସମସ୍ତେ ଖାଇ ଥାଆନ୍ତି ଏବଂ ଏହା ସସମସ୍ତଙ୍କୁ ଭଲ ମଧ୍ୟ ଲାଗିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଲମଣ୍ଡ ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳିଥାଏ ? ମିନେରାଲ, ଭିଟାମିନ୍‌ ଏବଂ ଫାଇବରରେ ଭରପୁର ଥିବା ବାଦାମ ଦିନକୁ ୪-୫ଟି ଖାଇବା…

୮ କୋଟିର ବ୍ୟାଙ୍କ ଋଣ ଜାଲିଆତି ମାମଲା, ଆଉ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ବ୍ୟାଙ୍କ ଋଣ ଘୋଟାଲା ମାମଲାରେ ରବିବାର ଅର୍ଥନୈତିକ ଅପରାଧ ଶାଖା (EOW) ଆଉ ୨ ଜଣଙ୍କୁ ଗିରଫ କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଫୁଲବାଣୀ ଶାଖାରେ ପ୍ରାୟ ୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଓଡବ୍ଲୁ । ଗିରଫ ଅଭିଯୁକ୍ତ ହେଲେ…