ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦେବଯାନ ଦର୍ଶନ କ୍ରମରେ ଆମେ ଦର୍ଶନ କରିଲେ ଶ୍ରୀ ଐଶାନେଶ୍ୱର ମହାଦେବଙ୍କୁ, ଜାଣିଲେ ତାଙ୍କ ଦୈନିକ ରୀତିନୀତି ସମ୍ପର୍କରେ। ଯେହେତୁ ଏହି ମନ୍ଦିର ଶ୍ରୀମନ୍ଦିର…