Latest Odisha News

BREAKING NEWS

ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟା ବର୍ମା ସିହ୍ନା

ନୂଆଦିଲ୍ଲୀ: ଜୟା ବର୍ମା ସିହ୍ନା ଆଜି ରେଳ ଭବନରେ ରେଲୱେ ବୋର୍ଡ଼ (ରେଳ ମନ୍ତ୍ରଣାଳୟ) ର ନୂଆ ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବରେ ଦାୟୀତ୍ବ ଗ୍ରହଣ କରିଛନ୍ତି। ଭାରତୀୟ ରେଳର ଏହି ଶୀର୍ଷ ପଦରେ ନିଯୁକ୍ତ ହୋଇଥିବା ସେ ପ୍ରଥମ ମହିଳା ଅଟନ୍ତି। କ୍ୟାବିନେଟର ନିଯୁକ୍ତି…

କର୍ଣ୍ଣାଟକରେ ବିଜେପିକୁ ଭାଙ୍ଗୁଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବଡ଼ ପରାଜୟ ପରେ ବିଜେପି ଏବେ ଆଗାମୀ ଲୋକସଭା ନିର୍ବାଚନ ଉପରେ ଫୋକସ କରୁଛି। କର୍ଣ୍ଣାଟକର ୨୮ ଟି ଲୋକସଭା ସିଟ ମଧ୍ୟରୁ ବିଜେପି ୨୫ ଟି ସିଟ ଏକାକୀ ଜିତିଥିଲା। ତେଣୁ ଏଥର ବିଧାନସଭା ନିର୍ବାଚନ ଝଟକା ପରେ ମଧ୍ୟ ଦଳ କିଭଳି ଲୋକସଭା…

ଏସିଆନ ଗେମ୍ସ ହକି ପାଇଁ ଘୋଷିତ ହେଲା ଭାରତୀୟ ଦଳ: ଦୀପଗ୍ରେସ, ଅମିତଙ୍କ ଉପରେ ଗୁରୁ ଦାୟିତ୍ୱ

ଭୁବନେଶ୍ୱର:ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତର ପୁରୁଷ ଓ ମହିଳା ହକି ଦଳ ଘୋଷଣା କରାଯାଇଛି । ମହିଳା ଟିମରେ ଓଡିଶାର ଦୀପ ଗ୍ରେସ ଏକ୍କାଙ୍କୁ ଉପଅଧିନାୟିକା କରାଯାଇଥିବା ବେଳେ ପୁରୁଷରେ ଅମିତ ରୋହିଦାସ ରକ୍ଷାପନ୍ଥୀ ଦାୟିତ୍ୱ ପ୍ରଦାନ କରାଯାଇଛି । ଟୋକିଓ…

ମିଳିଲା ଗ୍ରୀନ ସିଗନାଲ, ଏଥର ରାହୁଲଙ୍କ ହାତ ଧରିବେ ଶର୍ମିଳା !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ସମୀକରଣକୁ ରୂପ ଦେବାରେ ଲାଗି ପଡିଛନ୍ତି। ତେଲେଙ୍ଗାନା ଶାସକ ଦଳ ବିଆରଏସ ନିଜର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଓ ବିଜେପି ଏ ଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି।…

ଭାରତ ସରକାରଙ୍କ ତରଫରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କ ପାଇଁ ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ସେଣ୍ଟର (NCSCDA), ଭୁବନେଶ୍ୱର, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖ ୨୦୨୩ ରେ ଜୋମାଟୋ ଏବଂ ନିଓ ମିସନ ସହଯୋଗରେ ଏକ ନିଯୁକ୍ତି ମେଳାର ଆୟୋଜନ କରିବାକୁ ଯାଉଛି। ଏହି…

ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲକୁ ‘ଲିଡିଂ ରେସିଡେନ୍ସିଆଲ ସ୍କୁଲ ଅଫ ଇଣ୍ଡିଆ’ ସମ୍ମାନ

ଭୁବନେଶ୍ୱର: ସମ୍ମାନଜନକ ବିଡବ୍ଲ୍ୟୁ ଟପ୍ ଏଜୁକେସନ୍ ବ୍ରାଣ୍ଡ୍ସ ସମିଟ୍ ଆଣ୍ଡ୍ ଆଓ୍ୱାର୍ଡସ ୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ ସ୍କୁଲ୍ (ଏସ୍ଆଇଆରସ)କୁ 'ଲିଡିଂ ରେସିଡେନ୍ସିଆଲ ସ୍କୁଲ୍ ଅଫ୍ ଇଣ୍ଡିଆ' ଉପାଧି ପ୍ରଦାନ କରାଯାଇଛି। ୨୦୨୩ ମସିହା ଅଗଷ୍ଟ ୨୯ ତାରିଖରେ ଦିଲ୍ଲୀରେ ଆୟୋଜିତ…

ପ୍ରଥମ ମହିଳା ଭାବେ ୨ ଦେଶ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳି ଇତିହାସ ରଚିଲେ ମାହିକା

ନୂଆଦିଲ୍ଲୀ: ୧୨ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ମାହିକା ଗୌର ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ପ୍ରଥମ ମହିଳା ଖେଳାଳି ଭାବେ ୨ଟି ଦେଶ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେ ପ୍ରଥମେ ୟୁଏଇ ପକ୍ଷରୁ ଖେଳିବା ପରେ ଏବେ ଇଂଲଣ୍ଡ ତରଫରୁ…

ମାଆ ହେବେ ରୁବିନା, ବେବି ବମ୍ପର ଫଟୋ କଲେ ସେୟାର

ମୁମ୍ବାଇ: ମାଆ ହେବେ ବଲିଉଡ଼ ଅଭିନେତ୍ରୀ ରୁବିନା ଦଲେକ । ଏହାକୁ ନେଇ ସେ ଓ ତାଙ୍କ ପରିବାର ଲୋକ ବହୁତ ଖୁସି ଅଛନ୍ତି । ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏଥିସହିତ ସେ ବେବି ବମ୍ପର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଖବର ପାଇବା…

ନୟାଗଡ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ଦେଲା କେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ନୟାଗଡ କଣ୍ଟେଇମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ବା ଜିଆଇ ଟ୍ୟାଗ ପ୍ରଦାନ କରିଛି । ନୀଳମାଧବ କୃଷି ସଙ୍ଗଠନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସହାୟତାରେ ୨୦୨୧ରେ ଟ୍ୟାଗ୍ ପାଇଁ ଆବେଦନ କରିଥିଲା। ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ…

ସବୁଜ ରଙ୍ଗର ଅଣ୍ଡା, ଗୋଟେ ଶିଝାଇଲେ ଖାଇବେ ପୁରା ପରିବାର

ସାଧାରଣତଃ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ନିୟମିତ ଅଣ୍ଡା ଖାଇବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ଏହା ଏକ ପୁଷ୍ଟିକର ଖାଦ୍ୟ ଅଟେ । ଅଣ୍ଡା ପ୍ରାୟତଃ ଧଳା ରଙ୍ଗର ହୋଇଥାଏ । କିନ୍ତୁ ବଜାର ବ୍ରାଉନ୍ କଲର ଅଣ୍ଡା ମଧ୍ୟ ମିଳିଥାଏ, ଯାହାକୁ ଆମେ ଦେଶୀ ଅଣ୍ଡା ବୋଲି କହିଥାଉ ।…