Latest Odisha News

BREAKING NEWS

ମନ ଜିଣୁଛି ଜେଜେମା ହାଣ୍ଡିଶାଳ: କାଠ ଚୁଲା, ଲୁହା କଡେଇ ଆଉ ଶିଳ ବଟା ମସଲାରେ ଯାଦୁ ଦେଖଉଛନ୍ତି ଜେଜେମାଆ

ଶିଖିବା କିମ୍ବା ଶିଖାଇବାର କିଛି ବୟସ ନ ଥାଏ। ଏହାର ଏକ ବଡ଼ ଉଦାହରଣ ହେଲେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଦେଉଳକଣ ଗାଁର କୋକଳି ନାୟକ। ବୟସ ୯୦ ପହଞ୍ଚିଲାଣି, ହେଲେ ହାତର ଯାଦୁ କିନ୍ତୁ ଚମତ୍କାର। ଏ ବୟସରେ ବି ସେ ଭଳି କି ଭଳି ରୋଷେଇ କରୁଛନ୍ତି। ୟୁଟ୍ୟୁବରେ ଏକଦମ ଛାଇଗଲେଣି ଜେଜେମାଆ ଆମର।

କେଦାରନାଥରେ ମୋବାଇଲ ବ୍ୟାନ: ରିଲ୍ସ ଓ ଫଟୋ ଉଠାଇବା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: କେଦାରନାଥ ଧାମରେ ମୋବାଇଲ୍‌ ମନା । ଶ୍ରଦ୍ଧାଳୁଙ୍କ ଧର୍ମୀୟ ଭାବନାକୁ ଆଘାତ ହେଉଥିବା ଦର୍ଶାଇ ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାରକୁ ମନା କରାଯାଇଛି । ବାବାଙ୍କ ଧାମରେ ୟୁଟ୍ୟୁବର ଓ ଇନଫ୍ଲୁଏନ୍ସରମାନେ ବିଭିନ୍ନ ପ୍ରକାର ରିଲ୍ପ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି,…

ବଙ୍ଗଳାରେ ଅସ୍ତ୍ରଶସ୍ତ୍ର ସହଜରେ ଉପଲବ୍ଧ, ଶସ୍ତାରେ ମିଳେ ବୋମା: ଟିଏମସି ସାଂସଦ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ​​ହୋଇଥିବା ହିଂସା ମଧ୍ୟରେ ଟିଏମସି ସାଂସଦ ଅର୍ଜୁନ ସିଂଙ୍କ ଆଶ୍ଚର୍ଯ୍ୟଜନକ ବୟାନ ସାମ୍ନାକୁ ଆସିଛି। ଅର୍ଜୁନ ସିଂ କହିଛନ୍ତି ଯେ ଯେହେତୁ ବଙ୍ଗଳାରେ ବୋମା ଶସ୍ତାରେ ଉପଲବ୍ଧ, ସେଥିପାଇଁ ଏହା ଏଠାରେ ଅଧିକ ବ୍ୟବହୃତ ହୁଏ। ଏହା ସହ ଅର୍ଜୁନ ସିଂ…

ସ୍ପେନ ସେନସେଶନ ଆଲକାରାଜ ସାଜିଲେ ନୂତନ ଜେନେରେଶନର ଷ୍ଟାର

ଲଣ୍ଡନ: ଫିଟନେସ, ଫର୍ମ, ଦକ୍ଷତା ଓ ସ୍ପିଡ ଆଗରେ ହାର ମାନିଲା ଅଭିଜ୍ଞତା । ୱିମ୍ବେଲଡନ ଟେନିସ ଫାଇନାଲରେ ସ୍ପେନର କାର୍ଲୋସ ଆଲକାରଜର ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ପରାସ୍ତ କରି ଏହା ପ୍ରମାଣିତ କରିଛନ୍ତି । ଜୋକୋଭିଚଙ୍କ ସମତେ ସାରା ଷ୍ଟାଡିୟମ ତାଙ୍କ ପ୍ରଦର୍ଶନରେ ଆଶ୍ଚର୍ଯ୍ୟଚକିତ ହୋଇ…

ବଢୁଛି ହୀରାକୁଦ ଜଳସ୍ତର; ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ

ସମ୍ବଲପୁର : ସାରା ରାଜ୍ୟରେ ପ୍ରବଳ ବର୍ଷା । ଉପରମୁଣ୍ଡରେ ଲଗାଣ ବର୍ଷା । ଫଳରେ ହୀରାକୁଦରେ ବଢୁଛି ଜଳସ୍ତର । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛନ୍ତି ୩୯ ହଜାର କ୍ୟୁସେକ ଜଳ । ଏବେ…

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଅଚାନକ କିଭ ଗସ୍ତ: ୟୁକ୍ରେନ ପାଇଁ ଖୋଲିଦେଲେ ଭଣ୍ଡାର

ନୂôଆଦିଲ୍ଲୀ:ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁ ସୁକ ୟୋଲ ଶନିବାର ଅଚାନକ ୟୁକ୍ରେନ ଗସ୍ତ କରିଥିଲେ । ରୁଷ ଆକ୍ରମଣର ଶିକାର ହୋଇଥିବା ଦେଶକୁ ନିଜର ସୟାହତାର ହାତ ବଢାଇବେ ବୋଲି ସେଠାରେ ଘୋଷଣା କରିଥିଲେ । ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରେ ଏହା ୟୋଲଙ୍କର ପ୍ରଥମ କିଭ ଗସ୍ତ । ଗସ୍ତ…

ରାଜ୍ୟରେ ବିସ୍ତୃତି ବର୍ଷା ଅନୁଭୂତ: ଗତ ୨୪ ଘଣ୍ଟାରେ ସୋନପୁର ବିନିକାଠାରେ ସର୍ବାଧିକ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ଅନୁଭୂତ ହୋଇଥିବା ବେଳେ ସୋନପୁର ଜିଲ୍ଲାର ବିନିକାଠାରେ ସର୍ବାଧିକ ୧୬୫.୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ସମ୍ବଲପୁର ଧାନକୌଡାଠାରେ ୧୫୫ ମିମି ବର୍ଷା ରେକର୍ଡ ହୋଇଛି। ରାଜ୍ୟର ୬ଟି…

ବନ୍ଦେ ଭାରତ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଭୟଭୀତ ଯାତ୍ରୀ

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଭୋପାଳରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ବଡ଼ ଦୁର୍ଘଟଣାର ଶିକାର ହୋଇଛି। ସୋମବାର ରାନୀ କମଲାପତି ଷ୍ଟେସନରୁ ଯିବା ବେଳେ ଟ୍ରେନର ୧୪ତମ କୋଚରୁ ପ୍ରଥମେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ…

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ମଧ୍ୟରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।

ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର : ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ । ସକାଳୁ ସକାଳୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ । ଧାଡିରେ ଯାଇ ଶିବଲିଙ୍ଗରେ ଜଳାଭିଶେକ କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଦେବଦେବ…