Latest Odisha News

BREAKING NEWS

କେନ୍ଦ୍ରାପଡା ତରାସ ପଞ୍ଚାୟତରେ ପିଡିଏସ ଚାଉଳ ଯୋଗାଣରେ ଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡା: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ତରାସ ପଞ୍ଚାୟତରେ ଥିବା ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କଲେ 6ଟି ଓ୍ୱାର୍ଡର ଶତାଧିକ ହିତାଧିକାରୀ। ସମ୍ପୃକ୍ତ ଡିଲର ଦୁଇ ମାସର ପିଡିଏସ୍ ଚାଉଳ…

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ସବୁ ଦର ହୁହୁ ହୋଇ ବଢ଼ୁଛି

ନୂଆଦିଲ୍ଲୀ: ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପର ୨୦୨୩ ସଂସ୍କରଣ ଚଳିତ ବର୍ଷ ଆୟୋଜିତ ହେବ । ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ମ୍ୟାଚ ଦେଖିବା ପାଇଁ ଏବେଠାରୁ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ୧୪ ଅକ୍ଟୋବରରୁ ୧୬ ପର୍ଯ୍ୟନ୍ତ ଅହମ୍ମଦାବାଦ ଯାଉଥିବା…

୨୯ ବର୍ଷ ପରେ ‘ନୋ କିସ୍ ପଲିସି’ ଭାଙ୍ଗିଲେ କାଜଲ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କାଜଲ ଏବେ ଖୁବ୍ ଚର୍ଚ୍ଚାରେ । ସେ ଡିଜନି ପ୍ଲସ ହଟ ଷ୍ଟାରର ୱେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି । ନିକଟରେ ଏହି ୱେବ ସିରିଜ୍ ରିଲିଜ୍ ହୋଇଛି । ଏହାକୁ ଲୋକେ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥିରେ କାଜଲ ଜଣେ ଓକିଲ…

ଶିକ୍ଷକ ନିଯୁକ୍ତି ଦାବି କରି ୪ କିଲୋମିଟର ଚାଲି ଚାଲି ଗଲେ ଛାତ୍ରଛାତ୍ରୀ

ବାରିପଦା: ୩୦୦ ପିଲାଙ୍କ ପାଇଁ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ । ଯାହାର ପ୍ରତିବାଦ କରି ଛାତ୍ରଛାତ୍ରୀ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି । ସୁବର୍ଣ୍ଣରେଖା ପ୍ରକଳ୍ପ ହାଇସ୍କୁଲର ଛାତ୍ରଛାତ୍ରୀ ବହୁ…

ଫାଂଉଟେନ ଅଫ ୟୁଥ ଔଷଧ ମନୁଷ୍ୟର ବୟସ କମାଇଦେବ !

ନୂଆଦିଲ୍ଲୀ: ହାୱାର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଗବେଷଣା କରି ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେମାନେ କହିଛନ୍ତି ଆଗାମୀ ଦିନରେ ମନୁଷ୍ୟର ବୟସ କମା ଏବଂ ବଢ଼ା ଯାଇପାରିବ । ଏଜିଂ ଜର୍ଣ୍ଣାଲରେ ପ୍ରକାଶିତ କେମିକାଲି ଇଣ୍ଡ୍ୟୁଷ୍ଟ ରି ପ୍ରୋଗ୍ରାମିଂ ଟୁ ରିଭର୍ସ ସେଲ୍ୟୁଲାର ଏଜିଂରେ ଏହି…

ଲକ୍ଷ ଲକ୍ଷ ଟଙ୍କା ରାସ୍ତାରେ ଉଡ଼ାଇଲେ ବ୍ୟକ୍ତି : ଟଙ୍କା ନେବାକୁ ହେଲା ଭିଡ଼,କାରଣ ଜାଣିଲେ ହେବେ ଚକିତ

ଚୀନ: କୁହାଯାଏ, ମଣିଷ ଜୀବନ ତୁଳନାରେ ଅର୍ଥ ମୂଲ୍ୟହୀନ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଚୀନରେ । କିଛି ଦିନ ତଳେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଟଙ୍କା ଉଡ଼ାଇଥିଲେ । ହଜାରେ କି ଦୁଇ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଥିଲେ । ଏହି ଟଙ୍କାକୁ ନେବାକୁ ରାସ୍ତାରେ…

ଅଷ୍ଟ୍ରେଲିଆ ଆକାଶରେ ଚାନ୍ଦ ପରି ଚମକୁଛି ଚନ୍ଦ୍ରଯାନ; ଫଟୋ ଭାଇରାଲ

ନୂଆଦିଲ୍ଲୀ: ଇସ୍ରୋ ଚନ୍ଦ୍ରଯାନ ଜହ୍ନ ରାଇଜର ଯାତ୍ରାରେ ବାହାରି ଯାଇଛି । କେତେବେଳେ କୁଆଡେ ଯାଉଛି ଚନ୍ଦ୍ରଯାନ ତାହାକୁ ଦେଖିବାପାଇଁ ଭାରତୀୟ ମହାକାଶ ବିଜ୍ଞାନୀ ଚାହିଁ ରହିଛନ୍ତି । ଖାଲି ଭାରତ ନୁହେଁ, ଏହି ମିଶନ ମୁନ-୩ ଉପରେ ସାରା ବିଶ୍‌:ର ଆଖି । ସମସ୍ତେ ଚନ୍ଦ୍ରଯାନର ସଫଳତା କାମନା…

ପ୍ରଶାନ୍ତ ମହାସାଗରରେ ୨ମାସ ଧରି ଫସି ରହିବା ପରେ ଜୀବିତ ଫେରିଲେ ନାବିକ

ମେଲବୋର୍ଣ୍ଣ: ଭଗବାନ ଯାହାକୁ ବଂଚାଇବାକୁ ଚାହିଁବେ ତାକୁ କିଏ ବା ମାରିପାରିବ । ପ୍ରଶାନ୍ତ ମହାସାଗରରେ ୨ମାସ ଧରି ଜଣେ ଅଷ୍ଟ୍ରେଲୀୟ ନାବିକ ଫସି ଯାଇଥିଲେ । ସେ ଜୀବିତ ଫେରିବେ ବୋଲି କେହି ଆଶା କରି ନ ଥିଲେ । ୫୧ ବର୍ଷୀୟ ଟିମ ଶେଡାକ ତାଙ୍କ କୁକୁର ବେଲା ସହ ମେକ୍ସିକୋରୁ ଫ୍ରେଂଚ ପୋଲିନେଶିଆ…

ଜି .ଉଦୟଗିରି ଏନଏସି ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି .ଉଦୟଗିରି ଏନଏସିର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ । ମାତ୍ର ୫୧ବର୍ଷ ବୟସରେ ଚାଲିଗଲେ ଏନଏସିର ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର । ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି। ଭାନୁପ୍ରଭା ଗତବର୍ଷ ଏନଏସି ନିର୍ବାଚନରେ…

ନିଲମ୍ବନ ନେଇ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ୱାଳ, କହିଲେ ‘କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ’

ଭୁବନେଶ୍ୱର: ମୁଁ ଦଳ ବିରୋଧୀ କୌଣସି କାମ କରିନି, ବରଂ କଂଗ୍ରେସର ହାତମୁଠାକୁ ସୁଦୃଢ଼ କରିବାକୁ କାମ କରୁଥିଲି । ଏଆଇସିସି ଦ୍ୱାରା ଦଳରୁ ନିଲମ୍ବିତ ହେବା ପରେ ପ୍ରେସମିଟରେ ଏଭଳି କହିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି, ମୋତେ ଦଳ ଠାରୁ ଦୂରେଇ ଦେବା ପାଇଁ…