ଶାଢ଼ି ପିନ୍ଧି ସ୍କେଟିଂ କଲେ କୁନି ଝିଅ, ସମସ୍ତଙ୍କୁ ଚମକାଇ ଦେଲେ
କେରଳ: ଖେଳିବା କୁଦିବା ବୟସରେ ଏପରି କିଛି କରି ଦେଖାଇଛି କୁନି ଝିଅଟିଏ, ଯାହା ଏବେ ଖୁବ୍ ଚର୍ଚ୍ଚାରେ । ଶାଢି ପିନ୍ଧି କରିଛନ୍ତି ଚମତ୍କାର ସ୍କେଟିଂ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।
କେରଳରେ ମଙ୍ଗଳବାର ଧୁମ୍ଧାମ୍ରେ ଆୟୋଜିତ ହୋଇଥିଲା ଓନମ ପର୍ବ । ଏହି…