Latest Odisha News

BREAKING NEWS

ମୋଦିଙ୍କୁ ‘ଟର୍ମିନେଟର’ କହିଲା ବିଜେପି,ପୋଷ୍ଟର ସେୟାର କରି ବିରୋଧୀଙ୍କୁ ଦେଲା ପରାମର୍ଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବିଜେପିକୁ ହରାଇବା ପାଇଁ ଅଣ୍ଟା ଭିଡିଛନ୍ତି ବିପକ୍ଷ । ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ମୁମ୍ବାଇରେ ୩୧ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ହେବ  ।ଇତି ମଧ୍ୟରେ ଭାରତୀୟ ଜନତାପାର୍ଟି ଟୁଇଟ କରି ବିପକ୍ଷକୁ ଟାର୍ଗେଟ କରିଛି । ବିଜେପି…

ଅନନ୍ୟ ପରିବାର : ଚାଲନ୍ତି ଚାରି ହାତ ଗୋଡରେ, ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ

ତୁର୍କୀ: ତୁର୍କୀରେ ରହୁଥିବା ଏକ ପରିବାର ଏବେ ଚର୍ଚ୍ଚାରେ । କାରଣ ଏହି ପରିବାରର ସଦସ୍ୟମାନେ ଚାରି ହାତ ଗୋଡରେ ଚାଲନ୍ତି । ଏହି ପରିବାରର ନାମ ହେଉଛି ‘ଉଲ୍ଲାସ ପରିବାର' । ଏପରି ଚାଲି କରି ଏହି ପରିବାର ଦୁନିଆକୁ ଚକିତ କରିଦେଇଛନ୍ତିି । ଏମାନଙ୍କୁ ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ…

ବଢ଼ିବ ଭାରତୀୟ ନୌସେନାର କ୍ଷମତା, ସେପ୍ଟେମ୍ବର ୧ ରେ ଲଞ୍ଚ ହେବ ଯୁଦ୍ଧ ଜାହାଜ ‘ମହେନ୍ଦ୍ରଗିରି’

ମୁମ୍ବାଇ: ସେପ୍ଟେମ୍ବର ୧ ରେ ଲଞ୍ଚ ହେବ ଭାରତୀୟ ନୌସେନାର ସର୍ବଶେଷ ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି। ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ପତ୍ନୀ ସୁଦେଶ ଧନଖର ଏହାକୁ ମଜାଗନ୍ ଡକ୍ ସିପବିଲ୍ଡର୍ସ ଲିମିଟେଡରେ ଲଞ୍ଚ କରିବେ। ଏହା ନୌସେନାର ସାମର୍ଥ୍ୟ ବୃଦ୍ଧି କରିବ। ସରକାରୀ ବିବୃତ୍ତିରେ ଏହି ସୂଚନା…

ଏସିଆ କପ କ୍ରିକେଟ: ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ

ମୁଲତାନ: ଚଳିତ ଏସିଆ କପ କ୍ରିକେଟର ପ୍ରଥମ ମ୍ୟାଚରେ ପାକିସ୍ତାନ ୨୩୮ ବୃହତ ବ୍ୟବଧାନରେ ନେପାଳକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ଟୁର୍ଣ୍ଣାମେଂଟରେ ପାକିସ୍ତାନର ଏହା ଦ୍ୱିତୀୟ ବୃହତ ବିଜୟ । ଭାରତ ୨୦୦୮ରେ ହ ଂକଂ ବିପକ୍ଷରେ ୨୫୬ ରନର ବିଜୟ ହାସଲ କରିଥିଲା । ପାକିସ୍ତାନ…

ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ବିକ୍ରମ୍‌ର ଫଟୋ ପଠାଇଲା ‘ପ୍ରଜ୍ଞାନ’

ନୁଆଦିଲ୍ଲୀ: ଇସ୍ରୋର ସୂଚନା ଅନୁଯାୟୀ ଚନ୍ଦ୍ରଯାନ-୩ର ରୋଭର ‘ପ୍ରଜ୍ଞାନ’ ପ୍ରଥମ କରି ଆଜି ସକାଳ ସମୟରେ ତା’ର ନେଭିଗେସନ୍ କ୍ୟାମେରା ଦ୍ୱାରା ଚନ୍ଦ୍ରପୃଷ୍ଠରେ ଥିବା ଲ୍ୟାଣ୍ଡର ‘ବିକ୍ରମ୍‌’ର ଫଟୋ ଉଠାଇ ସେୟାର୍ କରିଛି । ଆଜି ସକାଳ ୭ଟା ୩୫ ମିନିଟ୍ ସମୟରେ ରୋଭରରେ ଲାଗିଥିବା ନେଭିଗେସନ୍…

ଏସିଆ କପ କ୍ରିକେଟ: ଭାରତ-ପାକ ମ୍ୟାଚରେ ୯୦ ପ୍ରତିଶତ ବର୍ଷା ଆଶଙ୍କା

ନୂଆଦିଲ୍ଲୀ: ଚଳିତ ଏସିଆ କପ କ୍ରିକେଟରେ ସେପ୍ଟମ୍ବର ୨ରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଖେଳାଯିବାକୁ ଅଛି । ଏହି ମ୍ୟାଚକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଯାହାକି…

ବ୍ରାଣ୍ଡେଡ୍‌ ବିଶ୍ୱାସରେ ବିଷ: ୪୩ ଲକ୍ଷ ଟଙ୍କାର ନକଲି ପୋଷାକ ଜବତ, ମାଲିକ ଗିରଫ

ବଲାଙ୍ଗୀର: ନାମୀଦାମୀ କମ୍ପାନୀ ନାଁରେ ତିଆରି ହେଉଛି ନକଲି ପୋଷାକ। ବଲାଙ୍ଗିର ଟାଉନ୍‌ରୁ ଆଜି ଏପରି ରାକେଟ୍‌ ଠାବ ହୋଇଛି। ଯେଉଁମାନେ Armour Track, Levis ଓ Calvin Klein ପରି ନାମୀଦାମୀ କମ୍ପାନୀ ନାଁରେ ନକଲି ପ୍ୟାଣ୍ଟ ଓ ସାର୍ଟ ତିଆର କରି ବିକ୍ରି କରୁଥିଲେ। ଆଜି ବଲାଙ୍ଗୀର ଟାଉନ…

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମିଳିଲା ନୂଆ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାଓ୍ୱାର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମିଳିଛି ନୂଆ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାଓ୍ୱାର। ୪୪.୨ ମିଟର ଉଚ୍ଚତା ବିଶିଷ୍ଟ ଏହି ଏଟିସି ଟାଓ୍ୱାରଙ୍କୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ଭାରତ ହେଭି ଇଲେକ୍ଟ୍ରିକାଲ୍ ଲିମିଟେଡ୍ (ଭେଲ୍) ସହଯୋଗରେ ନିର୍ମାଣ କରିଛି।…

ଶରଦ ପାୱାରଙ୍କୁ ଅବସର ନେବା ପାଇଁ କହିଲେ ବନ୍ଧୁ ସାଇରସ ପୁନାୱାଲା

ମୁମ୍ବାଇ: ଏନସିପି ମୂଖ୍ୟ ଶରଦ ପାୱାର ୨୦୨୪ ନିର୍ବାଚନ ପାଇଁ ଅଂଟା ଭିଡିଛନ୍ତି । ବିଜେପିକୁ ରୋକିବା ପାଇଁ ସେ ଇଣ୍ଡିଆ ଗଠବନ୍ଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ତେବେ ତାଙ୍କର ଘନିଷ୍ଠ ମିତ୍ର ଓ ଶିଳ୍ପପତି ତଥଶ ସୀରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ତାଙ୍କୁ…

ରାକ୍ଷୀ ବାନ୍ଧିବାକୁ ବିଗ୍- ବି’ଙ୍କ ଘରେ ପହଞ୍ଚିଲେ ମମତା ବାନାର୍ଜୀ

ମୁମ୍ବାଇ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାକ୍ଷୀ ବାନ୍ଧିବା ପାଇଁ ଅମିତାଭ ବଚ୍ଚନଙ୍କ ଘର ଜଲସା ପହଞ୍ଚିଛନ୍ତି। ଏଠାକୁ ପହଞ୍ଚି ବଚ୍ଚନ ପରିବାରକୁ ଭେଟିଲେ ମମତା ବାନାର୍ଜୀ। ଏହାପୂର୍ବରୁ ଅମିତାଭ ମମତାଙ୍କୁ ତାଙ୍କ ଘରକୁ ଚା ’ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଆଜି ସକାଳେ…