Latest Odisha News

BREAKING NEWS

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଜିତିଲେ ତାଜିନ୍ଦରପାଲ, ପାରୂଲ ଚୌଧୁରୀ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପର ତୃତୀୟ ଦିନ ଭାରତକୁ ୨ ସ୍ୱର୍ଣ୍ଣ ପଦକ ମିଳିଛି । ପୁରଷ ଶଟପୁଟରେ ତାଜିନ୍ଦରପାଲ ସିଂ ତୁର ୨୦.୨୩ ମିଟର ଦୂରତାକୁ ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । ଇରାନର ମହେଦି ସବରୀ(୧୯.୯୮) ଓ କାଜକାସ୍ତାନର ଇଭାନ ଇଭନୋଭା…

ବାଘ ସହିତ ମଜା କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ହାତକୁ କାମୁଡ଼ି କ୍ଷତାକ୍ତ କଲା

ଆଜିକାଲି ସୋସିଆଲ ମିଡ଼ିଆରେ ଭିଡ଼ିଓ କରିବା ପାଇଁ ସମସ୍ତେ ପାଗଳ । ଏଥିଲାଗି ସେମାନେ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଛନ୍ତି । ଏବେ ସେମିତି ଜଣେ ଯୁବକ ଭିଡ଼ିଓ ବନାଇବା ପାଇଁ ବାଘ ସହିତ ମଜା କରିବା ତାଙ୍କୁ ମହଙ୍ଗା ପଡ଼ିଛି । ଆଉ ବାଘଟି ତାଙ୍କର କ’ଣ କରିଛି ଦେଖିଲେ ଆପଣ ଚକିତ ହୋଇଯିବେ । ଏହି…

‘ଛତିଶଗଡ଼ ରାଜନୀତି’, ପିସିସି ସଭାପତିରୁ ବିଦା ହେଲେ, ମନ୍ତ୍ରୀ ଭାବେ ଏଣ୍ଟ୍ରି ମାରିଲେ ମୋହନ

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ପ୍ରତିଦିନ ନୂଆ ନୂଆ ଏକ୍ସପେରିମେଣ୍ଟ କରୁଛି। ଟି ଏସ ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବା ହେଉ କିମ୍ବା ଦୀପକ ବୈଜଙ୍କୁ ନୂଆ ପିସିସି ସଭାପତି କରିବା। ନିର୍ବାଚନ ପୂର୍ବରୁ କଂଗ୍ରେସ ଛତିଶଗଡ଼ରେ ଏମିତି ଅନେକ ପରିବର୍ତ୍ତନ କରିଛି। ଏହି କ୍ରମରେ…

ବାହାନଗା ଟ୍ରେନ ଦୁର୍ଘଟଣା, ରିମାଣ୍ଡ ସରିବା ପରେ ତିନି ଅଭିଯୁକ୍ତ ଗଲେ ଜେଲ୍

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଶୁକ୍ରବାର ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ଯ…

ପାଦରେ ଚାଲିବେ, ବସରେ ଗଡ଼ିବେ, କଂଗ୍ରେସକୁ ୨୪ ରେ ଜିତାଇଦେବେ!

ଭୁବନେଶ୍ୱର: କଂଗ୍ରେସର ଫୋକସରେ ଏବେ ପଦଯାତ୍ରା ଓ ବସଯାତ୍ରା। ଭାରତ ଯୋଡୋ ଯାତ୍ରାର ସଫଳତା ପରେ ପ୍ରତି ରାଜ୍ୟରେ ପଦଯାତ୍ରା ଓ ବସଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଂଚି ମାହୋଲ ତିଆରି କରିବାକୁ ଯୋଜନା କରିଛି କଂଗ୍ରେସ। ଉତ୍ତରାଖଣ୍ଡରୁ ଆରମ୍ଭ ହେବ କଂଗ୍ରେସର ପଦଯାତ୍ରା। କେନ୍ଦ୍ର…

ବେଆଇନ ବନ୍ଧୁକ ଚାଲାଣ ଉପରେ ଚଢାଉ, ତିନି ବନ୍ଧୁକ ସହ ତିନି ଅଭିଯୁକ୍ତ ଗିରଫ

ବାରିପଦା: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ବଡସାହି ଥାନା ଅନ୍ତର୍ଗତ ଯଦୁନାଥପୁର ଗ୍ରାମର ଯଦୁନାଥ ହାଁସଦାଙ୍କ ଘରେ ଚଢାଉ କରିଥିଲା। ଚଢ଼ଉ ବେଳେ ଏହି ଟିମ୍ ଲାଇସେନ୍ସ ନଥିବା ଦୁଇଟି ଦେଶୀ ବନ୍ଧୁକ ଠାବ କରିବା ସହ ହାଁସଦାଙ୍କୁ ଗିରଫ…

ରାଜଧାନୀରେ ତିଆରି ହେବ ଆହୁରି ଦୁଇଟି ଫୁଟ ଓଭର ବ୍ରିଜ

ଭୁବନେଶ୍ୱର: ରାଜଧାନୀରେ ଖୁବଶୀଘ୍ର ଆଉ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ ପାଇବ। ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ନିର୍ମାଣ କରାଯିବ। ପଳାଶୁଣୀଠାରେ ଥିବା ଫ୍ଲାଏ ଓଭର ବ୍ରିଜ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଏବଂ ସତସଙ୍ଗ ବିହାରଠାରେ ଥିବା ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ…

ଭାରତୀୟ କ୍ରିକେଟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଟିମ ଚଳିତ ବର୍ଷ ଶେଷ ଭାଗରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହି ଗସ୍ତର କାର୍ଯ୍ୟସୂଚୀ ଶୁକ୍ରବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଟିମ ଇଣ୍ଡିଆ ୩ଟି ଟି୨୦ ମ୍ୟାଚ, ୩ଟି ଦିନିକିଆ ମ୍ୟାଚ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଡିସେମ୍ବର ୧୦ରୁ ଏହି…

ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଲେ ଆଲିଆ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଛନ୍ତି ଆଲିଆ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ଅନେକ ପ୍ରଶଂସକ ତାଙ୍କର ପ୍ରଶଂସା କରିଛନ୍ତି । ବଲିଉଡ଼ର ଲୋକପ୍ରିୟ…

ଆଇସିସି ବଢ଼ାଇଲା ରେଭିନ୍ୟୁ ଶେୟାର, ବିସିସିଆଇକୁ ଏଥର ମିଳିବ ବର୍ଷକୁ ୨୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ରେଭିନ୍ୟୁ ଶେୟାର ବୃଦ୍ଧି କରିଛି । ପୂର୍ବ ରେଭିନ୍ୟୁ ତୁଳନାରେ ବିସିସିଆଇର ୭୨ ପ୍ରତିଶତ ଶେୟାର ବୃଦ୍ଧି କରାଯାଇଛି । ପୂର୍ବରୁ ବିସିସିଆଇକୁ ୨୨.୪ ପ୍ରତିଶତ ଶେୟାର ମିଳୁଥିବା ବେଳେ ଏଥର ୩୮.୫ ପ୍ରତିଶତ…