Latest Odisha News

BREAKING NEWS

କବିତା : ଡିମିରି ଫୁଲ

ରତ୍ନାକର ରାଉତ ଜୀଇଁ ରହିବା କ'ଣ ଜୀବନ ? ନନ୍ଦ ଦାସ ଭାବୁଛି ସମସ୍ତେ ଦେଖୁଛନ୍ତି ସେ ଜୀଇଁଛି ଜୀଇଁବା ଅର୍ଥ କଣ ଜୀବନକୁ ବଞ୍ଚିବା? ସେ ନିଜେ ଜାଣେ ସେ ମରି ସାରିଛି ଅନେକ ଆଗରୁ ଯେଉଁଦିନ ସେ ତାର ସ୍ବାଧୀନ ଅଭିବ୍ୟକ୍ତି ଓ ସ୍ଵାଧୀନ ଚେତା ମନକୁ ବନ୍ଧା ପକେଇ ପ୍ରତିଦାନରେ…

ଭାଷା ଭାଗବତ : ଶବ୍ଦ ସୂତ୍ରାବଳି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦଗଠନ ସୂତ୍ରାବଳି ମନରେ ରଖିଲେ ସଂଭାଳି ଶିକ୍ଷାର୍ଥୀ ସହିତ ଶିକ୍ଷକ ହୁଅଂତି ଜ୍ଞାନ ଉପାସକ ଆକାଶ, ପ୍ରକାଶ, ବିକାଶ ' କାଶ ' ହିଁ ଶବ୍ଦର ଶେଷାଂଶ ଉତ୍କଟ, ପ୍ରକଟ, ବିକଟ ' କଟ ' ହିଁ ଉତ୍‌, ପ୍ର, ବି ନିକଟ ଏହା ତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଷଡ଼ଙ୍ଗ ସଂସ୍କାର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ  ଶ୍ରୀମହାପ୍ରସାଦଙ୍କ ମହିମା ବା ମାହାତ୍ମ୍ୟ ବର୍ଣ୍ଣନା କରୁଥିଲେ ସରିବନି କାରଣ ସ୍ୱୟଂ ଶ୍ରୀଜଗନ୍ନାଥ ମଧ୍ଯ ଏହି ଅନ୍ନବ୍ରହ୍ମଙ୍କ ମହନୀୟତାକୁ ସ୍ୱୀକାର କରିଛନ୍ତି ଯାହା…

ସ୍ପାଇଡରମ୍ୟାନ୍ ଭଳି ଛାତ ଓ କାନ୍ଥରେ ଚଢିଯାଉଛି କୁନି ଝିଅ, ପରିବାର ଲୋକେ ଚିନ୍ତିତ

ଚୀନ୍‌: କୁନି କୁନି ପିଲାମାନଙ୍କର ଅନେକ ପ୍ରତିଭା ଦେଖିଥିବେ । କିନ୍ତୁ କେବେ କେବେ ଏହି ପିଲାମାନେ ଏମିତି କିଛି କରି ଦେଖାନ୍ତି, ଯାହାକୁ ଆଖିରେ ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ । ଏବେ ଚୀନର ସେମିତି ଜଣେ କୁନି ଝିଅ ଭିନ୍ନ କୌଶଳ ଦେଖାଇ ନିଜକୁ ସ୍ପାଇଡ଼ର ଗାର୍ଲ ବୋଲି ପ୍ରମାଣିତ…

ଓଡ଼ିଶା ସାହିତ୍ୟ ଏକାଡେମୀର ୬୬ତମ ସ୍ୱନକ୍ଷତ୍ର ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ୬୬ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟକ,…

ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ସମ୍ମାନରେ ସମ୍ମାନିତ ହେବେ କାର୍ତ୍ତିକ

ମୁମ୍ବାଇ: ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ସମ୍ମାନରେ ସମ୍ମାନିତ ହେବେ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ମେଲବର୍ଣ୍ଣର ୧୪ତମ ବାର୍ଷିକ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ସେ ଏହି ସମ୍ମାନରେ ସମ୍ମାନିତ ହେବେ । ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ସଫଳତାକୁ ନେଇ ଭିକ୍ଟୋରିଆର ରାଜ୍ୟପାଳ…

ମାସକର ପୁଅକୁ ଧରି ଭିଡ଼ିଓ ବନାଇଲେ ଦୀପିକା; ସେୟାର କଲେ ସୋଏବ

ମୁମ୍ବାଇ: ମାସକର ପୁଅକୁ ଧରି ଭିଡ଼ିଓ ବନାଇଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର । ଏହି ଭିଡ଼ିଓକୁ ତାଙ୍କ ସ୍ୱାମୀ ସୋଏବ ଇବ୍ରାହିମ୍ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ…

ଅଟୋ ଡ୍ରାଇଭରଙ୍କ ଅଜବ ଅଫର: ଅଟୋରେ ଯାଆନ୍ତୁ, ମାଗଣାରେ ଟମାଟୋ ନିଅନ୍ତୁ

ଚଣ୍ଡିଗଡ଼: ଏବେ ଟମାଟୋ ଦର ଆକାଶ ଛୁଆଁ । ଅନେକ ସ୍ଥାନରେ ଏହାର ଦାମ ୩୦୦ ଟଙ୍କାରୁ ଅଧିକ ରହିଛି । ଏଭଳିସ୍ଥିତିରେ ଚଣ୍ଡିଗଡ଼ର ଜଣେ ଅଟୋ ଡ଼୍ରାଇଭର ଅଜବ ଅଫର ଘୋଷଣା କରିଛନ୍ତି । ତାଙ୍କ ଅଟୋରେ ଗଲେ ସେ ମାଗଣାରେ ଏକ କିଲୋ ଟମାଟୋ ଦେବେ ବୋଲି କହିଛନ୍ତି । ଏହାକୁ ନେଇ ସେ ଏବେ ସୋସିଆଲ ମିଡ଼ିଆରେ…

ସିଂଘମ ଏଗେନ ଫିଲ୍ମ ଛାଡିବା କାରଣ କହିଲେ ଭିକ୍କି କୌଶଲ

ମୁମ୍ବାଇ: ଜରା ହଟକେ ଫିଲ୍ମର ସଫଳତା ଉପଭୋଗ କରୁଥିବା ଭିକ୍କି କୌଶଲ ଏବେ ସିଂଘମ ଏଗେନ ଫିଲ୍ମ କାହିଁକି ଛାଡିଲେ ସ୍ପଷ୍ଟ କରିଛନ୍ତି । ରୋହିତ ଶେଟ୍ଟୀଙ୍କ ଏହି ଫିଲ୍ମରେ ସେ ଅଜୟ ଦେବଗାନଙ୍କ ଛୋଟ ଭାଇ ଭୂମିକା କରିବା ଏକ ପ୍ରକାର ସ୍ଥିର ହୋଇଥିଲା । ଭିକ୍କି ମଧ୍ୟ ଏହି ଭୂମିକା ନେଇ ବେଶ ଆଗ୍ରହୀ…

ଦିଲ୍ଲୀ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ, ଶୀଘ୍ର ସଂସଦରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଅଧ୍ୟାଦେଶ ସମ୍ପର୍କିତ ବିଲକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏବେ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହି ବିଲକୁ ଉପସ୍ଥାପନ କରି ପାରନ୍ତି । ଗତ ମେ ୧୯ରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ ।…