ପାହାଡରୁ ଖସିଲା ମୃତ୍ୟୁ: ବିରାଟ ପଥର ତଳେ ଚାପି ହୋଇଗଲା ୩ କାର
ନୂଆଦିଲ୍ଲୀ: ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ । ଦିମାପୁର ଜିଲ୍ଲାର ଚୁମୁକେଦିମାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଯାଇଛି । ପାହାଡ ଧସି ବଡ ବଡ ପଥର ଖସି ରାସ୍ତା ଉପରେ ପଡି ରହିଛି । ବଡ ପଥର ଖଣ୍ଡ ଧସି ୨ଟି କାରକୁ ଚାପି ଦେଇଛି । ଫଳରେ କାର ଭିତରେ ଥିବା ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।…