ଅନ୍ୟମନସ୍କ କିମ୍ବା ଦ୍ରୁତ ଗତିରେ ଗାଡ଼ି ଚଳାଇବାରୁ ୨୦୨୨ରେ ୧୯ ହଜାର ଦୁର୍ଘଟଣା ଘଟିଛି
ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତ ଉତ୍ତରାଖଣ୍ଡର ଦିଲ୍ଲୀ-ଡେରାଡୁନ ରାଜପଥରେ ନିଜ କାର ସହ ଏକ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଦେଶରେ ଏଭଳି ଘଟଣା ଅନେକ ସମୟରେ ଦୁଃଖର କାରଣ ପାଲଟିଥାଏ।
ଦୁଇ ଦିନ ତଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି…