Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନିତ୍ୟ -ବିଧିକୁ ଉପସ୍ଥାପନା କଲା ବେଳେ ଲାଗୁଛି ଆମେ କେଉଁ ରାଜାଧିରାଜ ମଣିଷ ମାନଙ୍କ ଦୈନଦିନ କର୍ମଗୁଡିକ ହିଁ ଆଲୋଚନା କରୁଛେ । ସବୁତ ଠିକ ମଣିଷ ପରି…

ମନ୍ତ୍ରୀ ବାଲାଜୀଙ୍କ ବରଖାସ୍ତ ନିଷ୍ପତ୍ତି ଉପରେ ସାମୟିକ ରୋକ୍

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିବା ତାମିଲନାଡୁର ମନ୍ତ୍ରୀ ଭି ବାଲାଜୀଙ୍କୁ ବିଳମ୍ବିତ ରାତିରେ ରାଜ୍ୟପାଳ ଆର.ଏନ୍ ରବିଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ପରିଷଦରୁ ବାଦ୍ ଦିଆଯାଇଥିଲା। ଏବେ କିନ୍ତୁ ବିଳମ୍ବିତ ରାତିରେ ରାଜ୍ୟପାଳ ଏକ ଚିଠି ଜାରି କରିଛନ୍ତି ଯେଉଁଥିରେ…

ଦେଶରେ ବଢୁଥିବା ସାମ୍ପ୍ରଦାୟିକ ହିଂସା ପାଇଁ ବିଜେପିକୁ ଦାୟୀ କଲେ ଶରଦ ପାୱାର

ମୁମ୍ବାଇ: ଦେଶରେ ବଢୁଥିବା ଧାର୍ମିକ ଅଶନ୍ତୋଷ ପାଇଁ ବିଜେପିକୁ ମୋଦୀଙ୍କୁ ଦାୟୀ କଲେ ଏନ୍‌ନସିପି ମୁଖ୍ୟ ଶରଦ ପାୱାର। ଗୁରୁବାର ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ପାୱାରଙ୍କୁ ମୀରା ରୋଡସ୍ଥିତ ସୋସାଇଟିକୁ ବୋଦା ନେଇ ଆସିବା ଘଟଣାରେ ପ୍ରଶ୍ନ କରିବାରୁ ପାୱର ବିଜପିକୁ ଟାର୍ଗେଟ୍ କରିଥିଲେ।…

ମଣିପୁରରେ ପୁଣି ହିଂସା: ରାହୁଲ ଗାନ୍ଧୀଙ୍କ ଗସ୍ତ ବେଳେ ବିଜେପି ଅଫିସ୍ ଉପରେ ଟାର୍ଗେଟ୍

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନି। ରାହୁଲ ଗାନ୍ଧୀ ମଣିପୁର ଗସ୍ତରେ ଥିବା ବେଳେ ପୁଣି ହିଂସା ତେଜିଛି। ଇମ୍ଫାଲ୍ ହାର୍ଟ୍‌ କୁହାଯାଉଥିବା ଖୱାରିବନ୍ଦ ବଜାରରେ ଲୋକଙ୍କ ଭିଡ଼ ଜମିଛି। ଭିଡ଼ ଘୌଡ଼ାଇବାକୁ ପୁଲିସ ଲୁହ ବୁହା ଗ୍ୟାସ୍ ମାଡ଼ କରିଛି। ବର୍ତ୍ତମାନ ସ୍ଥିତି ଉତ୍ତେଜନପୂର୍ଣ୍ଣ…

ଜୁଲାଇ ୩ରେ ଗୁରୁତ୍ବପୂର୍ଣ୍ଣ ବୈଠକ, ମୋଦୀ ମନ୍ତ୍ରିମଣ୍ଡଳର ହେବ ଅଦଳବଦଳ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩ରେ କେନ୍ଦ୍ରମନ୍ତ୍ରୀ ପରିଷଦର ବୈଠକ ଡାକିଛନ୍ତି। ଏହି ବୈଠକ ଦିଲ୍ଲୀର ପ୍ରଗତି ମଇଦାନର ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହେବ। ଯେଉଁଠାରେ ସେପ୍ଟେମ୍ବରରେ ଜି -୨୦ ଶିଖର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବୁଧବାର…

ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ଲକ୍ଷ୍ନୌ: ଆଜାଦ ସମାଜ ପାର୍ଟି-କାଂଶିରାମର ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁରୁବାର (ଜୁନ୍ ୨୯) ସାହାରନପୁରର ଏସବିଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଆଜାଦ ବୁଧବାର ସାହାରନପୁରର ଦେଓବନ୍ଧଧରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲେ। ଏଥିରେ ସେ ସାମାନ୍ୟ ଆହତ ହେବାରୁ ତାଙ୍କୁ ଡାକ୍ତରଖାନାରେ…

ଘାସ କାଟିବାକୁ ବିଲକୁ ଯାଇଥିବା ବେଳେ ନାଳରୁ ନବଜାତ ଶିଶୁ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଏକ ଗାଁ ନିକଟରୁ ଗୁରୁବାର ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟସ୍ଥ ଭଗବାନପୁରର ପବିତ୍ର କୁମାର ଦାସ ରଘୁନାଥପୁର ନିକଟସ୍ଥ ଏକ କ୍ଷେତକୁ ଘାସ କାଟିବାକୁ ଯାଇଥିବା ବେଳେ ନବଜାତ ଶିଶୁର କାନ୍ଦ ଶୁଣିଥିଲେ।…

ବିଆଇପିଏଫ୍ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତି ୨୦୨୨ର ବିଜେତା ସମ୍ମାନିତ

ଭୁବନେଶ୍ୱର: ବଂଶୀଧର ଓ ଇଲା ଫାଉଣ୍ଡେସନ୍ ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ପ୍ରଦାନ କରାଯାଉଥିବା ପ୍ରଫେସର ଘନଶ୍ୟାମ ଦାଶ ବୃତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଛି । ଇଞ୍ଜିନିୟରିଂ, ମେଡିସିନ୍ ଏବଂ ଉଦାରବାଦୀ କଳା କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ…

ଅଗଷ୍ଟ ୧୫ ପୂର୍ବରୁ ଦେଶର ସମସ୍ତ ପଞ୍ଚାୟତରେ ୟୁପିଆଇ ବ୍ୟବସ୍ଥା ଆପଣାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ସମସ୍ତ ପଞ୍ଚାୟତ ୟୁପିଆଇ ସେବା ପ୍ରଦାନ କରିବେ। ସ୍ବାଧୀନତା ଦିବସ ପୂର୍ବରୁ ଏହି ବ୍ଯବସ୍ଥା ଆପଣାଇ ପଞ୍ଚାୟତରେ ହେଉଥିବା ଆର୍ଥିକ କାରବାରକୁ ଦୁର୍ନୀତି ମୁକ୍ତି ରଖିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଜାରି…

ରୂପାରେ ଆଚ୍ଛାଦିତ ହେଲା ସିଂହଦ୍ୱାର

ପୁରୀ: ଶ୍ରୀମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ରୂପା ଛାଉଣୀରେ ଆଚ୍ଛାଦିତ ହେବା କାମ ଶେଷ ହୋଇଛି। ଭାଇ-ଭଉଣୀ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ଶେଷ ହୋଇଛି କାମ। ମୁମ୍ବାଇରୁ ଆସିଥିବା କାରିଗରମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିଥିଲେ। ପ୍ରାଚୀନ ଉତ୍କଳୀୟ…