ଆସନ୍ତା ଦୁଇ ଘଣ୍ଟା କଟକ, ଭୁବନେଶ୍ୱରରେ ପ୍ରବଳ ବର୍ଷା; ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି
ଭୁବନେଶ୍ୱର: ଆସନ୍ତା ତିନି ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଗୁରୁବାର ମଧ୍ୟାହ୍ନରୁ ଅପରାହ୍ନ ୩ ଭିତରେ ଟ୍ୱିନ ସିଟି ଭୁବନେଶ୍ୱର, କଟକ ସମେତ ୧୫ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବା ସମ୍ଭବନା ରହିଛି । ଏହି ସବୁ…