ଦଇତାପତି ନିଯୋଗର ଦାବି, ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ ହେଉ
ପୁରୀ: ଶ୍ରୀମନ୍ଦିରରେ ସେବାୟତଙ୍କ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସ୍ କୋଡ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଅନେକ ଭକ୍ତ ଠିକ୍ ଭାବେ ପୋଷାକ ପିନ୍ଧିନଥାନ୍ତି, ଯାହା ଜଗନ୍ନାଥ ସଂସ୍କୃତି ଓ ଅନ୍ୟ ଭକ୍ତଙ୍କ…