Latest Odisha News

BREAKING NEWS

୨୨ ବର୍ଷ ଧରି ସରପଞ୍ଚ… ତଥାପି ନାହିଁ ଖଣ୍ଡିଏ ପକ୍କା ଘର, ଚାଳ ଛପର ତଳେ ଗୁଞ୍ଜିଛନ୍ତି ମୁଣ୍ଡ

ନବରଙ୍ଗପୁର: ନାଁ ପୁଷ୍ପଲତା… ନାଁ ଭଳି ତାଙ୍କ ହୃଦୟ ବି ବେଶ୍ କୋମଳ । ୨୨ ବର୍ଷ ଧରି ସରପଞ୍ଚ ହେଉଥିଲେ ବି ତାଙ୍କ ପାଖରେ ଖଣ୍ଡିଏ କୁଡ଼ିଆ ଛଡ଼ା ଆଉ କିଛି ନାହିଁ । ଗରିବ ଗୁରୁବାଙ୍କ ସମସ୍ୟା ସହ ଛିଡ଼ା ହୋଇ ଦୁଃଖ ସୁଖ ବାଣ୍ଟୁଥିବା ଏ ମହିଳା ଜଣଙ୍କ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ…

ବିଗ୍ ବସ୍ ଓଟିଟି-୨: ସୋ’ର ପ୍ରଥମ ଦିନରୁ ଚର୍ଚ୍ଚାରେ ଜିଆ ଓ ଅଭିଷେକ

ମୁମ୍ବାଇ: ଜୁନ ୧୭ ତାରିଖ ଶନିବାର ଆରମ୍ଭ ହୋଇଯାଇଛି 'ବିଗ୍ ବସ୍ ଓଟିଟି-୨'। ଏହି ସୋ'ରେ ଜିଆ ଶଙ୍କର ଏବଂ 'ଫୁକ୍ରା ଇନସାନ୍' ତଥା ଅଭିଷେକ ମାଲହାନ୍ ପ୍ରଥମ ଦୁଇ ପ୍ରତିଯୋଗୀ ଭାବରେ ବିଗ୍ ବସ୍ ଘରେ ପହଞ୍ଚିଥିଲେ। ତେବେ ବିଗ୍ ବସ୍‌ଙ୍କ ଘରେ ପ୍ରବେଶ କରିବା ପୂର୍ବରୁ ହିଁ ଉଭୟଙ୍କ ମଧ୍ୟରେ…

ରଥଯାତ୍ରା ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା; କେଉଁଠି ରଖିବେ ୨ ଚକିଆ, ୪ ଚକିଆ, ଜାଣନ୍ତୁ ପୂରା ବିବରଣୀ

ପୁରୀ:ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ହୋଇ ତିନି ଠାକୁର  ଶ୍ରୀମନ୍ଦିରରୁ ଯିବେ ଗୁଣ୍ଡିଚାଘର । ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ । ଗହଳଚହଳ ହେଇ ପଡିଲାଣି ବଡଦାଣ୍ଡ ।  ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…

ବିରୋଧ… ବିବାଦ… ବଦଳିବ ‘ଆଦିପୁରୁଷ’ ଫିଲ୍ମର ଡାଇଲଗ୍

ମୁମ୍ବାଇ: ରିଲିଜ୍ ପୂର୍ବରୁ ‘ଆଦିପୁରୁଷ’ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଥିବା କ୍ରେଜ୍ ଆଉ ନାହିଁ । ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ପରେ ଦର୍ଶକ ବେଶ୍ ସମାଲୋଚନା କରୁଛନ୍ତି । କିଏ ଲୁକକୁ ନେଇ ତ ଆଉ କିଏ ଡାଇଲଗକୁ ନେଇ । ଜୋରଦାର ବିରୋଧ ଭିତରେ ‘ଆଦିପୁରୁଷ’ ଫିଲ୍ମ ନିର୍ମାତା ନେଇଛନ୍ତି ବଡ଼…

ଏଣିକି ଟ୍ୱିଟରର ସମସ୍ତ ଭିଡିଓ ଦେଖିପାରିବେ ଟିଭିରେ, ସ୍ମାର୍ଟ ଟିଭି ୟୁଜର୍ସଙ୍କ ପାଇଁ ଆସୁଛି ନୂଆ ଆପ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ୱିଟରର ନୂତନ ମାଲିକ ଏଲୋନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରର ପୁନଃ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ୟାକ୍ ଟୁ ବ୍ୟାକ୍ ୟୁଜର୍ସଙ୍କ ପାଇଁ ନୂତନ ଫିଚର ଆଣୁଛନ୍ତି। ବର୍ତ୍ତମାନ ଏଲୋନ୍ ମସ୍କ ଆଉ ଏକ ନୂତନ ଫିଚର ଲଞ୍ଚ କରିବାକୁ ଯାଉଛନ୍ତି। ସ୍ମାର୍ଟ ଟିଭି…

‘ମନ କୀ ବାତ’ରେ ରଥଯାତ୍ରା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ; କହିଲେ, ଏହା ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯକ୍ରମ ମନ କୀ ବାତର ୧୦୨ ତମ ସଂସ୍କରଣ ଆଜି ପ୍ରସାରିତ ହୋଇଛି । ପ୍ରଥମ ଥର ପାଇଁ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କର ଆମେରକା ଗସ୍ତ କାର୍ଯ୍ୟକ୍ରମ…

ବରିଷ୍ଠ ରାଜସ୍ୱ ସହାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ, ଆୟଠୁ ଅଧିକ ୨୦୧ ପ୍ରତିଶତ ସମ୍ପତ୍ତି ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ମିଳିବା ପରେ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟରତ ରାମଚନ୍ଦ୍ର ସେନଙ୍କୁ ଭିଜିଲାନ୍ସ ଗିରଫ କରିଛି । ରାମଚନ୍ଦ୍ରଙ୍କ ଠାରୁ ଭିଜିଲାନ୍ସ ଆୟଠୁ ଅଧିକ…

ଭୟଙ୍କର ଗ୍ରୀଷ୍ମପ୍ରବାହ; ୭୨ ଘଣ୍ଟା ମଧ୍ୟରେ ୫୪ ମୃତ, ୪୦୦ ଡାକ୍ତରଖାନାରେ ଭର୍ତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରେଦଶର ବଲିୟା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ ୩ ଦିନ ମଧ୍ୟରେ ଅତିକମରେ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦୦ ଅସୁସ୍ଥଙ୍କର ଚିକିିତ୍ସା ଚାଲିଛି ।   ମାତ୍ରାଧିକ ତାତି ଓ   ଭୀଷଣ ଗ୍ରୀଷ୍ମ ପ୍ରବାହ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।  ଡାକ୍ତରଙ୍କ କହିବା…

୧୮୦ ରୁ ଅଧିକ ଦେଶ ସହ ଯୋଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଜୁନ୍ ୨୧ ହେଉଛି ବିଶ୍ୱ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘର ମୁଖ୍ୟାଳୟରେ ରହିବେ। ଯୋଗ ଦିବସରେ ଏଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।…