ପତ୍ନୀଙ୍କୁ ଉପହାର ଦେଲେ ବାର୍ବୀ ଡଲ୍ ଓ ଚିଠି : କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ
ନ୍ୟୁୟର୍କ : ସାଧାରଣତଃ ବାର୍ବି ଡଲ୍କୁ୍ ଛୋଟ ଝିଅମାନେ ବେଶୀ ପସନ୍ଦ କରିଥାନ୍ତି । ଛୋଟ ଛୋଟ ଝିଅମାନେ ତାକୁ ପୋଷାକ ପରିଧାନ କରାନ୍ତି, ପୋଷାକ ବଦଳାନ୍ତି, କେଶକୁ ସାଇଜ କରି ଖେଳୁଥିବା ସମସ୍ତେ ଦେଖିଥିବେ । କିନ୍ତୁ ବୟସ୍କା ମହିଳା ହୁଅନ୍ତୁ ବା ପତ୍ନୀଙ୍କୁ କେହି ବାର୍ବି ଡଲ୍ ଉପହାର ଦେବା…