Latest Odisha News

BREAKING NEWS

ସମସ୍ତ ହସ୍ପିଟାଲ୍‍ ଓ ମେଡିକାଲ୍‍ କଲେଜରେ ଶିଶୁରୋଗ ଆଇସିୟୁ ଖୋଲିବାକୁ ଆହ୍ୱାନ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଇଣ୍ଡିଆନ୍‍ ଏକାଡେମୀ ଅଫ୍‍ ପେଡିଆଟ୍ରିକ୍‍ସ (ଆଇଏଏପି) ଇଣ୍ଟେନ୍‍ସିଭ୍‍ର ୨୪ତମ ଜାତୀୟ ସମ୍ମିଳନୀ ପେଡିକ୍ରିଟିକନ୍‍-୨୦୨୨ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ଦେଶ ଓ ବିଦେଶର ଶିଶୁରୋଗ ବିଶେଷଜ୍ଞମାନେ ସମସ୍ତ ସରକାରୀ,…

ଅତିଥିଙ୍କୁ ଖାଇବାକୁ ନ ଦେଇ କଠୋରିରେ ବନ୍ଦ କରି ଦିଅନ୍ତି ଏଠାକାର ଲୋକ

ନୂଆଦିଲ୍ଲୀ: ଅତିଥି ସତ୍କାରକୁ ଆମେ ପରମ୍ପରା ମାନୁ । ଘରକୁ କିଏ କୁଣିଆ ଆସିଲା ମାତ୍ରେ ଚା ପାଣିରୁ ନେଇ ଜଳଖିଆ ପ୍ରସ୍ତୁତିରେ ଲାଗି ପଡ଼ୁ । କିନ୍ତୁ ଦୁନିଆରେ ଏମିତି ବି ସ୍ଥାନ ରହିଛି ଯେଉଁଠି ଅତିଥି ସତ୍କାର ଅର୍ଥ ଆପଣ ବଡ଼ ଭୁଲ୍ କରି ଦେଲେ । ଏଇ ଯେମିତି ଆମେରିକାରେ ନୁଡୁଲ୍ସ ଖାଇବା ବେଳେ…

୨୦୨୧ରେ ଦେଶର ଜିଡିପିରେ ୟୁଟ୍ୟୁବର ଯୋଗଦାନ ରହିଛି ୧୦ ହଜାର କୋଟି

ନୂଆଦିଲ୍ଲୀ: ୟୁଟ୍ୟୁବ ଏବେ ଏକପ୍ରକାର ରୋଜଗାର ମାଧ୍ୟମ ସାଜିଛି କହିଲେ ଭୁଲ ହେବନି । ବହୁତ ଲୋକ ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏହା ପରୋକ୍ଷରେ ଭାରତର ଜିଡିପି ବୃଦ୍ଧି କରାଇବାରେ ମଧ୍ୟ ସହାୟ ହେଉଛି । ୨୦୨୧ରେ ଭାରରତୀୟ ଜିଡିପିରେ ୟୁଟ୍ୟୁବରଙ୍କ ଯୋଗଦାନ ୧୦ ହଜାର କୋଟି…

ଇଡିର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆବେଦନ ଖାରଜ, ଝାରପଡା ଜେଲ ଗଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ହନିଟ୍ରାପ ମାମଲାର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗ ଗଲେ ଝାରପଡ଼ା ଜେଲ୍। ଇଡି ତାଙ୍କୁ ରିମାଣ୍ଡରେ ନେଇ ଗିରଫ କରିଥିଲା। ଅର୍ଚ୍ଚନାଙ୍କ 6 ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହେବା ପରେ ସୋମବାର ଇଡି ତାଙ୍କୁ କୋର୍ଟରେ ହାଜର କରିଥିଲା ଏବଂ ଅଧିକ ପଚରାଉଚରା ପାଇଁ ତାଙ୍କୁ ଆଉ ଦୁଇ…

୩୫୦୦ କୋଟି ଅତିକ୍ରମ କଲା ଅବତାର ୨ର ବ୍ୟବସାୟ

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ଦ ୱେ ଅଫ ୱାଟର ସାରା ବିଶ୍ୱରେ ଝଡ ସୃଷ୍ଟି କରିଛି । ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ଏତେ ମାତ୍ରାରେ ଉତ୍କଣ୍ଠା ରହିଛି ଯେ, ରିଲିଜର ୩ ଦିନ ମଧ୍ୟରେ ସାରା ବିଶ୍ୱରେ ୩୫୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଏହା ବକ୍ସ ଅଫିସ ରେକର୍ଡ…

ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଚ୍ୟାଲେଞ୍ଜ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଯେଉଁ 30 ହଜାର କଂଗ୍ରେସର ଭୋଟ୍ ବ୍ୟାଙ୍କ ଥିଲା ତାହା ଏବେ ଖସିଆସି 3 ହଜାର ହୋଇଛି। ଏପରି ଭୋଟ୍ ବ୍ୟାଙ୍କ କମିବା ପଛରେ ବିଜେଡି ଓ କଂଗ୍ରେସର ଡିଲ୍ ବୋଲି କହି ଆସୁଛି ବିଜେପି। ଯାହାକୁ ପୂର୍ବରୁ ସମର୍ଥନ…

ଶସ୍ତା ହେବ ସିଲିଣ୍ଡର, ରୋଷେଇ ଗ୍ୟାସ୍ ୫୦୦ ଟଙ୍କାରେ ଦେବେ ସରକାର

ଜୟପୁର: ମହଙ୍ଗା ମାଡ଼ ଭିତରେ ଖୁସି ଖବର । ଦରବୃଦ୍ଧି ଯୋଗୁ ବିଗିଡ଼ି ଯାଇଥିବା ବଜେଟକୁ ଆଶ୍ୱସ୍ତି ଦେବ ରୋଷେଇ ଗ୍ୟାସ୍ । ୨୦୨୩ ଏପ୍ରିଲ୍ ପହିଲାରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୫ ଶହ ଟଙ୍କାରେ ମିଳିବ । ବିପିଏଲ୍ କାର୍ଡଧାରୀ ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇବେ ।…

ଡିସେମ୍ବର ୨୨ରୁ ‘ମଣ୍ଡି ଚାଲ’ ଅଭିଯାନ ଡାକରା ଦେଲା ରାଜ୍ୟ ବିଜେପି

ଭୁବନେଶ୍ୱର: ସରକାରୀ ଅଧିକାରୀ ଓ ମିଲର୍ସଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି। ଓଡ଼ିଶା ସରକାର ସାରା ରାଜ୍ୟରେ ଧାନ ସଂଗ୍ରହ କେନ୍ଦ୍ର ଖୋଲିବାରେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ଆଣି ବିଜେପି ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି।…

କେନ୍ଦ୍ରାପଡାରୁ କେବେ ଗଡିବ ପାସେଞ୍ଜର ଟ୍ରେନ୍, କେନ୍ଦ୍ର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରାପଡ଼ାରୁ ମାର୍ଶାଘାଇକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ନ କରିବା ନେଇ ସୋମବାର ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ପାରାଦୀପ ଓ ହରିଦାସପୁର ମଧ୍ୟରେ ରେଳପଥ କାର୍ଯ୍ୟକ୍ଷମ ହେବାର…

ବିର୍ସା ମୁଣ୍ଡା ଷ୍ଟାଡିୟମ ସହ ରାଉରକେଲା ବିମାନବନ୍ଦର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସାଶନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ 5T ଭି.କେ ପାଣ୍ଡିଆନ୍ । ଉଭୟ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ…