୬ ଫୁଟ ୩ ଇଞ୍ଚ ପ୍ରେମିକାକୁ ୫ ଫୁଟ୍ ୮ ଇଞ୍ଚ ପ୍ରେମିକ: ଲୋକେ ବୁଲି ବୁଲି ଚାହୁଁଛନ୍ତି
ବ୍ରିଟେନ: ଯୁବକଙ୍କର ଉଚ୍ଚତା କିଛି ବିଶେଷ ନୁହେଁ, କିନ୍ତୁ ତାଙ୍କ ଗର୍ଲଫ୍ରେଣ୍ଡ ବହୁତ ଡ଼େଙ୍ଗା । ଯେତେବେଳେ ଦୁହେଁ ଏକାଠି ବାହାରକୁ ଯାଆନ୍ତି, ଲୋକମାନେ ଉପରୁ ତଳ ପର୍ଯ୍ୟନ୍ତ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ବୁଲି ବୁଲି ଚାହାଁନ୍ତି । ସେମାନଙ୍କ ଉଚ୍ଚତାରେ ଏତେ ପାର୍ଥକ୍ୟ ଯେ, ଏହି ଯୋଡ଼ି ଏବେ…