Latest Odisha News

BREAKING NEWS

ଆଉ ନିସ୍ତାର ନାହିଁ; ବିଜୟ ମାଲ୍ୟା, ନୀରବ ମୋଦି ସହ ଭାରତ ଆସିବେ ଏହି ପଳାତକ; ମିଳିଲା ଗ୍ରୀନ ସିଗନାଲ…

ନୂଆଦିଲ୍ଲୀ: ୟୁକେ କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ (ସିପିଏସ୍)ର ଏକ ପ୍ରତିନିଧି ଦଳ ନିକଟରେ ଦିଲ୍ଲୀର ତିହାର ଜେଲ୍ ପରିଦର୍ଶନ କରି ଜେଲ୍ ପରିସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି । ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ଭଳି ଉଚ୍ଚ-ପ୍ରୋଫାଇଲ୍ ଅର୍ଥନୈତିକ ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ଭାରତର…

Dark web: ଡାର୍କ ୱେବ୍ କ’ଣ? ଆପଣଙ୍କ ଇମେଲ୍ ହ୍ୟାକ୍ ହୋଇନି ତ? ଏହି ଉପାୟରେ ଜାଣନ୍ତୁ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଆପଣ କିଛି ଖୋଜନ୍ତୁ କିମ୍ବା ଅନଲାଇନରେ ଅର୍ଡର କରିବାକୁ ଚାହାଁନ୍ତି, ତେବେ ଇଣ୍ଟରନେଟ୍ ବିନା ଏସବୁ ସମ୍ଭବ ନୁହେଁ । ଇଣ୍ଟରନେଟରେ ଏକ ଦୁନିଆ ଅଛି, ଯାହା ବିଷୟରେ ଆପଣ ନିଶ୍ଚୟ…

ପୁଣି ଆଉ ଏକ ବଡ଼ ନରସଂହାର: ୬୦ରୁ ଅଧିକ ଲୋକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର-ପୂର୍ବ ବୋର୍ଣ୍ଣୋ ରାଜ୍ୟରେ ଆତଙ୍କୀ ଗୋଷ୍ଠୀ ବୋକୋ ହରାମ ବିଳମ୍ବିତ ରାତିରେ ଏକ ଗାଁକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି। ଆତଙ୍କବାଦୀମାନେ ଆକ୍ରମଣ କରି ୬୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଗାଁରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ବନ୍ଦ ଶିବିରରୁ…

Lunar Eclipse 2025: ଡ୍ରାଗନ୍, ଗଧିଆ…ନା ରାହୁ….କିଏ ଗିଳିଦିଏ ଚନ୍ଦ୍ରକୁ?

ଭୁବନେଶ୍ବର: ଆଜି ଭାରତରେ ସବୁଠି ଦୃଶ୍ୟମାନ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣସ୍ପର୍ଶ କରିବ। ରାତି ୧୧ଟା ୧ମିନିଟରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହୋଇ ୧୧ଟା ୪୨ରେ ମଧ୍ୟ ଓ ରାତି ୧୨ଟା ୨୩ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ। ରାତି ୧ଟା ୨୭ ମିନିଟରେ ଗ୍ରହଣ…

Flood Situaion: ମୁଣ୍ଡଳୀରେ ସର୍ବୋଚ୍ଚ ସ୍ଥାନରେ ମହାନଦୀ ବନ୍ୟାଜଳ, ଯେ କୌଣସି ପରିସ୍ଥିତି ଉପୁଜିଲେ ଆମେ ପ୍ରସ୍ତୁତ…

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ, ଆହୁରି ୩ଦିନ ବର୍ଷିବ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ମଧ୍ୟ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ନେଇ ୫…

୧୬ ବର୍ଷର ପୁଅ ନିଖୋଜ; ବିକଳ ହୋଇ ଖୋଜୁଛି ମା’…

ଭୁବନେଶ୍ବର: ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ ବର୍ଷର ନାବାଳକ ନିଖୋଜ । ପୁଅ ଆଉ ଘରକୁ ଫେରି ନ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ନିଖୋଜ ନାବାଳକର ମାଆ । ନିଖୋଜ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ପିଲାଟିର କୌଣସି ଟେର୍ ପାଉନି ପୋଲିସ । ତେବେ ନାବାଳକ ଜଣକ କରାଟେ କ୍ଲାସ୍…

OTET Exam: ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ସେପ୍ଟେମ୍ବର ୧୭ରୁ ମିଳିବ ଆଡ଼ମିଟ କାର୍ଡ

କଟକ: ଆସନ୍ତା ୨୭ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଏଥର ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ସଂସ୍ଥାର ଟେକନିକ ଅନୁଧ୍ୟାନ କରାଯାଇଛି । ତେଣୁ ଦେଶର ଏହି ଦୁଇ…

ADR Report: ଫୌଜଦାରୀ ମାମଲାରେ ମନ୍ତ୍ରୀଙ୍କ ନାଁ: ତାଲିକାରେ ଶୀର୍ଷରେ ଓଡ଼ିଶା, ଆନ୍ଧ୍ର

ଭୁବନେଶ୍ବର: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଏବଂ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍ ର ଏକ ରିପୋର୍ଟ ଅନୁଯାୟୀ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଏପରି ରାଜ୍ୟ ଭାବରେ ଉଭା ହୋଇଛି ଯେଉଁଠାରେ ସର୍ବାଧିକ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ରହିଛି। ବିଶ୍ଳେଷଣରୁ…

Hirakud Dam: ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍ । ଏବେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଏବେ ହୀରାକୁଦର ଜଳସ୍ତର ୬୨୬.୬୦ ଫୁଟ୍ ରହିଛି । ବନ୍ୟାକୁ ନେଇ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି,…

Mohan Critiques Naveen: ନବୀନଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ, କହିଲେ, ‘ଆମେ ଯାହା ହାସଲ କରିଛୁ, ସେ କେବେ ଭାବି…

ଭୁବନେଶ୍ବର: ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୪ ବର୍ଷ ସରକାର ଯାହା କେବେ ଭାବିନଥିବ, ମୋହନ ସରକାର ତାହା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲାଙ୍କ ସହିତ ଏକ…