Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲ ଦୌଡରୁ ବାଦ ପଡିଲା ପାକିସ୍ତାନ, ଭାରତ ପାଇଁ ସମ୍ଭାବନା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜିତ ହେବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିସହ ପାକିସ୍ତାନ କ୍ରିକେଟ ଟିମ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ବାଦ ପଡିଛି । ଅପରପକ୍ଷରେ ଭାରତ ପାଇଁ ଏବେ ବି ସମ୍ଭାବନା ରହିଛି । ଟିମ ଇଣ୍ଡିଆ ଏବେ ୫୨.୦୮ ପଂଏଟ ସହ…

କଳାଧନ ରୋକିବାର ଅଛି ତ ବନ୍ଦ ହେଉ ୨ ହଜାରର ନୋଟ୍, ସଂସଦରେ କହିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଦେଶରେ କଳାଧନ ଓ ଟେରର ଫଣ୍ଡି ବନ୍ଦ କରିବାକୁ ୨୦୧୬ ନଭେମ୍ବର ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ । ଏଥିସହ ଅଚଳ ହୋଇ ଯାଇଥିଲା ୫ ଶହ ଓ ୧ ହଜାରର ନୋଟ୍ । ଇତି ମଧ୍ୟରେ ନୋଟବନ୍ଦୀକୁ ୬ ବର୍ଷ ବିତିଛି । ୬ ବର୍ଷ ହେଲା ବିରୋଧୀ କହି ଆସୁଥିବା ଭାଷାକୁ…

ବିସିସିଆଇ କଂଟ୍ରାକ୍ଟ ଲିଷ୍ଟ: ବାଦ ପଡି ପାରନ୍ତି ଈଶାନ୍ତ, ରାହାଣେ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ସିଜନ ପାଇଁ ଅନୁବନ୍ଧିତ ଖେଳାଳିଙ୍କ ତାଲିକା ଖୁବ ଶୀଘ୍ର ଜାରୀ କରିପାରେ । ଏଥର ଅନେକଗୁଡିଏ ପରିବର୍ତନ ହେବ ବୋଲି ଆଶା କରାଯାଉଛି । ବିସିସିଆଇର ଜନୈତ ଅଧିକାରୀଙ୍କ ମତରେ ଈଶାନ୍ତ ଶର୍ମା, ରିଦ୍ଧିମାନ ଶାହ ଓ ଅଜିଙ୍କ୍ୟ ରାହାଣେ ତାଲିକାରୁ…

ହାତୀ ମୃତ୍ୟୁରେ ଉପରୁ ତଳ କର୍ମଚାରୀଙ୍କ ସଂପୃକ୍ତି ରହୁଛି: ପ୍ରଦୀପ ଅମାତ

ଭୁବନେଶ୍ୱର: ରାଜ୍ୟରେ ହାତୀ ମୃତ୍ୟୁ ବଢ଼ି ଚାଲିଛି। ଶିମିଳିପାଳରେ ଥିବା ଅଭୟାରଣ୍ଯରେ ହାତୀକୁ ମାରି ଦେଇ ପ୍ରମାଣ ନଷ୍ଟ କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ଦାୟିତ୍ବରେ ଥିବା ତିନି ବନ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏମାନେ ହାତୀ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ହାତୀକୁ…

ସ୍ୱାମୀଙ୍କ ନିର୍ଯାତନା ସହି ପାରିଲେନି ଏସଆଇ, ସୋସିଆଲ ମିଡ଼ିଆରେ ମାଗିଲେ ସହାୟତା

ନୂଆଦିଲ୍ଲୀ: ସେ ଅନ୍ୟମାନଙ୍କୁ ଦିଅନ୍ତି ସୁରକ୍ଷା । ସେ ଅନ୍ୟମାନଙ୍କ ପାଇଁ ଆଶା ଭରସା । ହେଲେ  ନିଜ ସୁରକ୍ଷା ପାଇଁ ସେ ଅସମର୍ଥ । ପରିସ୍ଥିତି ପାଖରେ ସେ ଅସହାୟ । ନିଜ ପାୱାର, ପୋଜିସନ କିଛି କାମ କରୁନି ଏଠି । ଶେଷରେ ବିକଳ ହୋଇ ସୋସିଆଲ ମିଡିଆରେ ସୁରକ୍ଷା ମାଗିଲେ ମହିଳା ପୋଲିସ ସବ…

ଆସନ୍ତାବର୍ଷ ତିନୋଟି ଜି-୨୦ ବୈଠକର ଆୟୋଜନ କରିବ ଓଡ଼ିଶା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରେ ତିନିଟି ଜି-୨୦ ବୈଠକର ଆୟୋଜନ କରିବେ ଓଡ଼ିଶା ସରକାର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କହିଛନ୍ତି ଯେ ରାଜ୍ୟରେ ଶକ୍ତି, ଶିକ୍ଷା ଏବଂ ସଂସ୍କୃତି ଉପରେ ସମ୍ମିଳନୀ ଆୟୋଜିତ ହେବ। ଡିସେମ୍ବର ୧ରେ ଭାରତ ଜି -୨୦ ର ସଭାପତି ହେବା ପରେ…

ଏ ଦେଶରେ ପ୍ରସବ ବେଳେ କାନ୍ଦିବା ମନା

ନାଇଜେରିଆ: ମା’ଟିଏ ହିଁ ବୁଝିପାରେ ପ୍ରସବ ବେଦନା  । ସନ୍ତାନକୁ ଗର୍ଭରେ ଧରିବା ପରଠାରୁ ଜନ୍ମ ଦେବା ପର୍ଯ୍ୟନ୍ତ ଅନେକ କଷ୍ଟ, ଅନେକ ଯନ୍ତ୍ରଣାକୁ ମା ହସି ହସି ସହି ଯାଇଥାଏ । ହୁଏତ ସେ କଷ୍ଟ ସହିବା ପାଇଁ ସେ କେତେ ଲୁହକୁ ଚାପି ଦେଇଥିବ । ସେ ଯନ୍ତ୍ରଣାକୁ ଏଡାଇବା ପାଇଁ ସେ ମିଛ ହସ ହସିଥିବ…

୧୦ ବର୍ଷ ପରେ ପିତା ହେବାକୁ ଯାଉଛନ୍ତି ରାମଚରଣ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରାମଚରଣ ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି । ରାମଚରଣଙ୍କ ବାପା ଚିରଞ୍ଜିବୀ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରାମଚରଣ ଓ ଉପାସାନା ପରସ୍ପରକୁ ଭଲ ପାଇବା ପରେ ୧୪ ଜୁନ ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ…

ଜ୍ୟାକଲିନଙ୍କୁ କୋର୍ଟକୁ ଟାଣିଲେ ନୋରା, ଦାୟର କଲେ ମାନହାନୀ ମୋକଦ୍ଦମା

ମୁମ୍ବାଇ: ବଲିଓଡ ଅଭିନେତ୍ରୀ ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ନୋରା ଅଭିଯୋଗ କରିଛନ୍ତି ଯେ ଜ୍ୟାକଲିନ ତାଙ୍କ ବିବୃତ୍ତି ମାଧ୍ୟମରେ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ସେ ଆଇପିସିର ଧାରା…

୨୬/୧୧ ଶୈଳୀରେ ଆକ୍ରମଣ! କାବୁଲରେ ଚୀନ ନାଗରିକ ରହୁଥିବା ହୋଟେଲରେ ଗୁଳି ବର୍ଷା

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ହୋଟେଲରେ ବୋମା ଜରିଆରେ ଆକ୍ରମଣ ହୋଇଛି। ଚୀନର ଅଧିକାରୀ ଏବଂ ବ୍ୟବସାୟୀମାନେ ପ୍ରାୟତଃ ଏହି ହୋଟେଲରେ ରହିଥା’ନ୍ତି। ଏହା ଚୀନ୍ ଅଧିକାରୀଙ୍କ ଆଶ୍ରୟସ୍ଥଳ ଭାବରେ ଜଣାଶୁଣା। ଆକ୍ରମଣକାରୀମାନେ ଏବେ ମଧ୍ୟ ଉପସ୍ଥିତ ରହି ଏହି ହୋଟେଲରେ ଗୁଳି…