ମାତୃତ୍ୱ ଛୁଟିକୁ ଅନୁମତି ନଦେବା ମୌଳିକ ଅଧିକାରର ପରିପନ୍ଥୀ: ହାଇକୋର୍ଟ
କଟକ: ମାତୃତ୍ୱ ଛୁଟିକୁ ଅନୁମତି ନଦେବା ମହିଳାଙ୍କୁ ସମ୍ମାନ ସହ ବଞ୍ଚିବାର ମୌଳିକ ଅଧିକାରର ପରିପନ୍ଥୀ। ଓଡ଼ିଶା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି। ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକ ମହିଳା ମାତୃତ୍ବ ଛୁଟିପାଇବାକୁ ହକଦାର।
ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଜଣେ…