Latest Odisha News

BREAKING NEWS

କାହିଁକି ଅଧା ବାଟରେ ଅଟକିଗଲା ରଥ ? ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ‘ଠାକୁରଙ୍କ ଇଚ୍ଛା’

ପୁରୀ: ଘୋଷଯାତ୍ରା ପାଇଁ ଗତକାଲି ଠିକ୍ ସମୟରେ ନୀତି କାନ୍ତି ସରିଥିଲା । ହେଲେ କାହିଁକି ତାଳଧ୍ୱଜକୁ ଛାଡ଼ି ଦେଲେ ଅନ୍ୟ ୨ ରଥ ପହଞ୍ଚି ପାରିଲାନି ଶରଧାବାଲି । ଯାହାକୁ ନେଇ ନାନା ମତ ପ୍ରକାଶ ପାଇଥିବା ବେଳେ ଆଜି ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶରଧାବାଲିକୁ ଟାଣି ନେଇଛନ୍ତି ଭକ୍ତ । ଏନେଇ…

ସାବଧାନ! ଲୁଚି ଲୁଚି ଭାରତୀୟଙ୍କ ତଥ୍ୟ ସଂଗ୍ରହ କରୁଛି ରିଅଲମିର ଏହି ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚାଇନା ଫୋନ୍ କମ୍ପାନୀ ବିରୋଧରେ ଭାରତୀୟ ୟୁଜର୍ସଙ୍କ ତଥ୍ୟ ଚୋରି କରିଥିବା ଅଭିଯୋଗ ହୋଇଛି। ରିଅଲମିର 'ଏନହାନ୍ସ ଇଣ୍ଟେଲିଜେଣ୍ଟ୍ ସର୍ଭିସେସ୍' ଫିଚରଟି ଚାଇନା କମ୍ପାନୀକୁ ଅସୁବିଧାରେ ପକାଇଛି। ଏହି ଫିଚର ସ୍ୱୟଂଚାଳିତ ଭାବରେ ରିଅଲମି ଫୋନରେ ତଥ୍ୟ ସଂଗ୍ରହ କରେ।…

ରଥଯାତ୍ରା ଅବସରରେ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ 

ପୁରୀ : ପବିତ୍ର ରଥଯାତ୍ରା-୨୦୨୩ ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସ୍ଥାନୀୟ ଭୋଳାନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ପରିସରରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ…

ରଥଯାତ୍ରାରେ ମଠର ଭୂମିକା: ମହାପ୍ରଭୁଙ୍କ ପାଇଁ କେଉଁ ମଠରୁ କ’ଣ ଆସିଥାଏ ?

ପୁରୀ:ପବିତ୍ର ସହର ପୁରୀ । ରଥ, ମନ୍ଦିର ଆଉ ମଠମୟ ସହରରେ ଥରେ ପାଦ ରଖିଲେ ମିଳିଥାଏ ଅପୂର୍ବ ଶାନ୍ତି। ସେଥିପାଇଁ ତ ଆଜି ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବା ପାଇଁ ଦେଶ, ବିଦେଶରୁ ଧାଇଁ ଆସିଛନ୍ତି ଭକ୍ତ । ଏହି ରଥଯାତ୍ରା ଏକ ନିଆରା ପର୍ବ । ନିଆରା ଏହାର ସଂସ୍କୃତି ,…

ଜଳ ଯୋଗାସନରୁ ମିଳେ ଦ୍ୱିଗୁଣ ଫାଇଦା, ଜାଣନ୍ତୁ ଆସନ କରିବାର ସଠିକ୍ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗତ କିଛି ବର୍ଷ ମଧ୍ୟରେ ଯୋଗର ଲୋକପ୍ରିୟତା ଏବଂ ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଯୋଗର ଲାଭ ଯୋଗୁଁ ଆଜି ଦୁନିଆର ଅଧିକାଂଶ ଲୋକ ଏହାର ରୁଟିନ ଅନୁସରଣ କରୁଛନ୍ତି। ନିୟମିତ ଭାବେ ଯୋଗ କରିବା ଦ୍ୱାରା କେବଳ ବିପି, ମଧୁମେହ ନୁହେଁ, କର୍କଟ ଭଳି ଗମ୍ଭୀର ରୋଗର ଆଶଙ୍କା…

ଆଶେସ ସିରିଜ: ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ

ଏଜବାଷ୍ଟନ: ଏଠାରେ ଅନୁଷ୍ଠିତ ଆଶେସ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୨ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ଶେଷ ଭାଗରେ ପ୍ୟାଟ କମିନ୍ସ ଓ ନାଥାନ ଲାୟନ ନବମ ୱିକେଟରେ ୧୨ ଓଭରରେ ୫୫ ରନ…

ଯୋଗ ଦିବସକୁ ନେଇ ରାଜନୀତି; ନେହରୁଙ୍କ ଫଟୋ ଛାପି ପ୍ରଶଂସା ଦାବି କଲା କଂଗ୍ରେସ, ଜବାବ ଦେଲେ ଶଶୀ ଥରୁର

ନୂଆଦିଲ୍ଲୀ:ଆଜି ଆନ୍ତର୍ଜାତୀୟ ଯୋଗ ଦିବସ  । ଯୋଗକୁ ଆନ୍ତର୍ଜାତିକ ମାନ୍ୟତା ଦେବାରେ ମୋଦିଙ୍କ ଭୂମିକାକୁ ସାରା ବିଶ୍ୱ ଜାଣେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତିକ ଯୋଗ ଦିବସରେ ନ୍ୟୁୟର୍କରୁ ଏକ ଭିଡିଓ କନଫରେନ୍ସି ମାଧ୍ୟମରେ ଲୋକଙ୍କୁ ସମ୍ବୋଧନ…

ରାୟପୁର ରିମ୍ସ ହସ୍ପିଟାଲରେ ଅଗ୍ନିକାଣ୍ଡ

ରାୟପୁର: ଛତିଶଗଡର ରାଜଧାନୀ ରାୟପୁରର ଆରଆଇଏମ୍ଏସ୍ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ କ୍ୟାମ୍ପସରେ ଭୟର ଆତଙ୍କ ଖେଳି ଯାଇଛି। ନଭା ରାୟପୁରସ୍ଥିତ RIMS ହସ୍ପିଟାଲର ଚତୁର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ…

ଏଲନ ମସ୍କଙ୍କ ଘୋଷଣା: ଖୁବ ଶୀଘ୍ର ଭାରତରେ ଏଣ୍ଟ୍ରି ମାରିବ ଟେସ୍ଲା

ନୂଆଦିଲ୍ଲୀ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟେସ୍ଲା  ସିଇଓ (Tesla CEO) ଏଲନ ମସ୍କଙ୍କ ସାକ୍ଷାତ  କରିଛନ୍ତି । ସାକ୍ଷାତ ସମୟରେ  ଏଲନ ମସ୍କ (Elon Musk )ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରିକ କାର କମ୍ପାନୀ ଟେସ୍ଲାର…

ପର୍ସନାଲ ଲୋନ୍ ନେଉଛନ୍ତି କି ? ଜାଣିରଖନ୍ତୁ ଆରବିଆଇର ନୂତନ ନିୟମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ନେଇଛନ୍ତି କିମ୍ବା କ୍ରେଡିଟ୍ କାର୍ଡ ଋଣ ନେବାକୁ ଯୋଜନା କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଆରବିଆଇ ଆଣିଛି ନୂତନ ନିୟମ।  ଆପଣ ସହଜରେ ନେଇ ପାରିବେନି ପର୍ସନାଲ ଲୋନ୍। କାରଣ ଆରବିଆଇ ବ୍ୟକ୍ତିଗତ ଋଣ କିମ୍ବା…