ମାଆ ହେଲେ ଅଭିନେତ୍ରୀ ଦୀପିକା କକ୍କର
ମୁମ୍ବାଇ: ମାଆ ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର । ବୁଧବାର ସକାଳେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ଉଭୟ ଦୀପିକା ଏବଂ ସୋଏବଙ୍କ ପରିବାରରେ ଖୁସି ଦେଖାଦେଇଛି । ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଇନ୍ଷ୍ଟାଗ୍ରାମ୍ରେ ଏହି ଖୁସି ଖବର ସେୟାର କରିଛନ୍ତି ।…