Latest Odisha News

BREAKING NEWS

ବିଦେଶିନୀଙ୍କୁ ପାଗଳ କରିଦେଲା ଓଡିଆ ପୁଅର ପ୍ରେମ

ଭଦ୍ରକ: ପ୍ରେମ ଅନ୍ଧ, ବୁଝେ ନାହିଁ କିଛି, କେତେ ବେଳେ ସମୁଦ୍ରର ଜୁଆରରେ ନିଜକୁ ହଜାଇ ଦିଏ ତଆଉ କେତେବେଳେ ଖୋଲା ଆକାଶରେ ନିଜକୁ ସମର୍ପି ଦିଏ । ପ୍ରେମ ମାନେନା ଜାତି ଅଜାତି, ପ୍ରେମ ବୁଝେନା ଧନୀ କି ଗରିବ। କେବଳ ନିଜର ସାଥୀକୁ ପାଖରେ ପାଇଲେ ସ୍ୱର୍ଗର ଶାନ୍ତି ତାକୁ ମିଳିଥାଏ । ଆମେ ଆଜି…

KC Tyagi Quits JDU: ଜେଡିୟୁକୁ ବଡ଼ ଝଟକା, ନୀତିଶ ରାଜ୍ୟସଭା ମୁକୁଟ ପିନ୍ଧିବାର ଦିନକ ପରେ ଦଳ ଛାଡିଲେ କେସି ତ୍ୟାଗୀ…

ପାଟନା: ବିହାର ରାଜନୀତିରୁ ଏବେ ବଡ଼ ଖବର ସାମ୍ନାକୁ ଆସୁଛି। ଜେଡିୟୁର ଶକ୍ତିଶାଳୀ ନେତା କେସି ତ୍ୟାଗୀ ଦଳ ଛାଡିଛନ୍ତି। ନୀତିଶ କୁମାର ରାଜ୍ୟସଭା ନିର୍ବାଚନରେ ଜିତିବାର ଗୋଟିଏ ଦିନ ପରେ, କେସି ତ୍ୟାଗୀ ତାଙ୍କ ଦଳ ଛାଡିବା ଘୋଷଣା କରିଛନ୍ତି। ତ୍ୟାଗୀ ଅନ୍ୟ ଦଳରେ ଯୋଗଦେବେ କି ନିଜର ଦଳ ଗଠନ…

SCB Medical Fire: ଏସସିବି ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ବିଧାନସଭାରେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

କଟକ: କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି । ଗୁରୁତର ରୋଗୀଙ୍କୁ ଅନ୍ୟ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ବୋଲି ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ମେଡିକାଲ କର୍ମଚାରୀ ମାନେ ଉଦ୍ଧାରକାର୍ଯ୍ୟ କରିଥିଲେ । ସେମାନଙ୍କ…

Pakistan Airstrike: ପାକିସ୍ତାନର ଭୟଙ୍କର ବିମାନ ଆକ୍ରମଣ

କାବୁଲ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି । ଆଫଗାନିସ୍ତାନର ରାଜଧାନୀ କାବୁଲ୍‌ ଉପରେ ପାକିସ୍ତାନର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍‌ରେ ଶହ ଶହ ଲୋକଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି । ସୋମବାର ରାତି ପ୍ରାୟ ୯ଟା ସମୟରେ କାବୁଲ୍‌ରେ ଏକ ବଡ଼…

Credit Card Users: କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ଝଟକା

ନୂଆଦିଲ୍ଲୀ: ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବଦଳୁଥିବା ଆର୍ଥିକ ସ୍ଥିତି ମଧ୍ୟରେ ବ୍ୟାଙ୍କଗୁଡିକ ଏବେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ବଡ଼ ଝଟକା ଦେଇଛନ୍ତି । କାର୍ଡରେ ମିଳୁଥିବା ରିୱାର୍ଡ ପଏଣ୍ଟ ଏବଂ…

ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର କନସୁଲ ଜେନେରାଲ, ଓଡ଼ିଶା-ଅଷ୍ଟ୍ରେଲିଆ ମଧ୍ୟରେ ବଢ଼ିବ ସହଯୋଗ

ଭୁବନେଶ୍ୱର: ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ ବର୍ଣ୍ଣାଡ ଲିଞ୍ଚ । ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ…

ଆଇପିଏଲ ନେଇ ବିସିସିଆଇ ଜାରୀ କରିଛି କଡା ନିୟମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ସିଜନ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଶୃଙ୍ଖଳିତ ଭାବେ ଏହାକୁ ଆୟୋଜନ କରିବା ପାଇଁ କେତେକ କଠୋର ନିୟମ ଜାରୀ କରିଛି । ଫ୍ରାଂଚାଇଜ ୨ଟି ଅଭ୍ୟାସ ମ୍ୟାଚରୁ ଅଧିକ ଖେଳିପାରିବ ନାହିଁ । ଅଧିକ ଖେଳିବାକୁ ହେଲେ ବିସିସିଆଇଠାରୁ ଅନୁମତି ନେବାକୁ ପଡିବ । ଯଦି ବିସିସିଆଇ…

Afghanistan Pakistan Conflict: ‘ଆଉ ଆଲୋଚନା ନୁହେଁ, ସିଧା ପ୍ରତିଶୋଧ ନେବୁ…’, କାବୁଲରେ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପ୍ରତିଦିନ ବୃଦ୍ଧି ପାଉଛି। ଏହି ସଂଘର୍ଷ ଏକ ମାସ ପୂରଣ ହେବାକୁ ଯାଉଛି। ତଥାପି, କମିବାର କୌଣସି ସଙ୍କେତ ନାହିଁ। ପ୍ରକୃତରେ, ପରିସ୍ଥିତି ଦ୍ରୁତ ଗତିରେ ଖରାପ ହେଉଛି। ସମ୍ପ୍ରତି, ସୋମବାର ବିଳମ୍ବିତ ରାତିରେ…

ବଢ଼ିଲା କ୍ରସଭୋଟିଂ କରିଥିବା ବିଧାୟକଙ୍କ ସୁରକ୍ଷା

ଭୁବନେଶ୍ବର: ସରିଲା ଭୋଟ୍‌ ଗଣତି। ହାଇଭୋଲ୍ଟେଜ ଲଢେଇ ଭିତରେ ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ। ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର। ହାରିଲେ ଦତ୍ତେଶ୍ବର ହୋତା। ହେଲେ ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ…