ସାଭରକରଙ୍କୁ ନେଇ ଇନ୍ଦିରା କ’ଣ କହିଥିଲେ, ରାହୁଲଙ୍କୁ ପଢିବାକୁ ଫଡନାଭିସଙ୍କ ପରାମର୍ଶ
ମୁମ୍ବାଇ: ବୀର ସାଭରକରକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ତେଜିଛି ମହାରାଷ୍ଟ୍ର ରାଜନୀତି। ବରିଷ୍ଠ ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜେଜେମା ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ବୀର ସାଭରକରଙ୍କୁ ନେଇ ଦେଇଥିବା…