ଦୁର୍ଘଟଣାରେ ଆହତ ‘ଦ କେରଳ ଷ୍ଟୋରି’ର ଅଭିନେତ୍ରୀ ଅଦା ଶର୍ମା
ନୂଆଦିଲ୍ଲୀ: ବିବାଦ ଭିତରେ ପ୍ରଶଂସା ସାଉଁଟୁଥିବା ଫିଲ୍ମ ‘ଦ କେରଲା ଷ୍ଟୋରି’ ଏବେ ପୁଣି ଚର୍ଚ୍ଚାରେ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଦା ଶର୍ମା ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଅଳ୍ପସମୟ ତଳେ ଏ ନେଇ ସ୍ପଷ୍ଟୀକରଣ ଦେବା ସହ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା…