Latest Odisha News

BREAKING NEWS

୬୦ ବର୍ଷର ପୁରୁଣା ଘଣ୍ଟା ହେଲା ନିଲାମ: ଏତେ ଟଙ୍କା ମିଳିଲା ଯେ, ମର୍ସିଡ଼ିଜ୍ କାର କିଣିହେବ

ବ୍ରିଟେନ: ପୁରୁଣା ଜିନିଷଗୁଡିକୁ ଫିଙ୍ଗିଦିଅ ନାହିଁ । କାରଣ ସେହି ପୁରୁଣା ଜିନିଷ ତୁମକୁ ଧନୀ କରିଦେଇପାରେ । ବ୍ରିଟେନରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ ବାପା ୬୦ ବର୍ଷ ପୂର୍ବେ କିଣିଥିବା ଘଣ୍ଟାକୁ ବିକ୍ରି କରି ଏବେ ଏତେ ଟଙ୍କା ପାଇଛନ୍ତି ଯେ, ଜାଣିଲେ…

ଝାରସୁଗୁଡା ଉପନିର୍ବାଚନର ସମୀକ୍ଷା କରିବ ତିନି ଜଣିଆ କମିଟି: ପିସିସି ସଭାପତି

ଭୁବନେଶ୍ୱର: ଏକ ତିନି ଜଣିଆ କମିଟି ଝାରସୁଗୁଡ଼ା ଗସ୍ତ କରି ଦଳର ଭୋଟ ପ୍ରତିଶତର କାରଣ ଖୋଜିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଏହାପରେ ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ବୋଲି ସେ କହିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନରେ ଦଳର ଲଜ୍ଜାଜନକ ପ୍ରଦର୍ଶନ ପରେ ପିସିସି ସଭାପତି…

ଦୀପାଳି ହେବେ କି ମନ୍ତ୍ରୀ ? ପ୍ରମିଳା କହିଲେ ମୁଖ୍ୟମନ୍ତ୍ରୀ ଯେବେ ଚାହିଁବେ…

ଭୁବନେଶ୍ୱର: ନବ ନିର୍ବାଚିତ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ହେବେ କି ମନ୍ତ୍ରୀ ? ନବୀନଙ୍କ ମନ୍ତ୍ରିମଣ୍ଡଳରେ ଦୀପାଳି ପାଇବେ କି ମନ୍ତ୍ରୀ ପଦ ? ଏନେଇ ନାନା ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ…

ମୋକିମ ଓ ଚିରଞ୍ଜୀବଙ୍କ ଦଳ ବିରୋଧୀ ମନ୍ତବ୍ୟ ପାଇଁ ଉପନିର୍ବାଚନ ହାରିଲୁ: ତରୁଣ ପାଣ୍ଡେ

ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଦଳୀୟ ପ୍ରାର୍ଥୀ ସ୍ଥାନୀୟ ବାସିନ୍ଦା ହୋଇଥିଲେ ମଧ୍ୟ ୫ ହଜାରରୁ କମ୍ ଭୋଟ୍ ପାଇଛନ୍ତି। ତେବେ ଦଳ କାହିଁକି ଏତେ କମ୍ ଭୋଟ୍ ପାଇଲା ତାର କାରଣ କହିବାକୁ ଯାଇ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର…

5ଜି ଆଣିବା ପରେ ବି ସ୍ଲାେ ହେଉଛି କି ଇଣ୍ଟରନେଟ ? ଜାଣନ୍ତୁ, କେମିତି ବଢାଇବେ ସ୍ପିଡ

ନୂଆଦିଲ୍ଲୀ:ଜିଓ ଏବଂ ଏୟାରଟେଲ ସାରା ଦେଶରେ ୫ଜି ସେବା ଯୋଗାଇ ଦେଉଛନ୍ତି ।  ଦ୍ରୁତ ଏବଂ ସୁଗମ ଇଣ୍ଟରନେଟ ସେବା ପାଇବା ପାଇଁ ଉପଭୋକ୍ତା ୫ଜି ସେବା ତ ନେଉଛନ୍ତି । ସେ ସେଇ ସ୍ପିଡ ପାଉ ନାହାନ୍ତି । ଏମିତି ଅଭିଯୋଗ ଅନେକ ଜାଗାରୁ ଆସୁଛି । ତେବେ ଆପଣ ଚାହିଁଲେ ଏହି ସମସ୍ୟାର ସମାଧାନ…

ଫିଲ୍ଡ ଅମ୍ପାୟରଙ୍କ ସଫ୍ଟ ସିଗ୍ନଲକୁ ଶେଷ କରିବାକୁ ଯାଉଛି ଆଇସିସି

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଫିଲ୍ମ ଅମ୍ପାୟରଙ୍କ ସଫ୍ଟ ସିଗ୍ନଲ ଶେଷ କରିବାକୁ ଯାଉଛି । ଏହାର ଆରମ୍ଭ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ହେବ । ଏହି ମ୍ୟାଚ ୭ଜୁନରେ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ମ୍ୟାଚ ସମୟରେ ଗ୍ରାଉଣ୍ଡ…

କର୍ଣ୍ଣାଟକରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ କଂଗ୍ରେସ କରିଛି ସିକ୍ରେଟ୍ ଭୋଟିଂ: ହରିପ୍ରସାଦ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୨୨୪ ଆସନରୁ ୧୩୫ ଆସନରେ ବିଜୟୀ ହେବା ପରେ କଂଗ୍ରେସ ଦଳ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କ୍ଷେତ୍ରରେ ଏକ ଅଡୁଆ ବା କନ୍ଦଳକୁ ସମ୍ମୁଖୀନ ହେଉଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ନିଯୁକ୍ତ ତିନି ଜଣ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ‘ଅରବିନ୍ଦ’ ଗିରଫ

ନୂଆଦିଲ୍ଲୀ: 'ଇଣ୍ଡିଆ ଏହିଦ ନ୍ୟୁଜ୍' (India Ahead News)ର କମର୍ସିଆଲ ବା ବ୍ୟବସାୟିକ ମୁଖ୍ୟ ତଥା ପ୍ରଡକ୍ସନ କଣ୍ଚ୍ରୋଲର ଅରବିନ୍ଦ କୁମାର ସିଂହ ଗିରଫ। ସିବିଆଇ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବାବେଳେ ଗିରଫ କରିଛି। ଗୋଆ ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟି (ଆପ୍)ର…

ମୁଖ୍ୟମନ୍ତ୍ରୀଙ୍କ ମଞ୍ଚ ଉପରକୁ କୁନି ପୁଅକୁ ଫିଙ୍ଗିଲେ ବାପା

ଭୋପାଳ: ରାଜନୈତିକ ଆକ୍ରୋଶ  ହେଉ ବା ଅସନ୍ତୋଷର ପରିପ୍ରକାଶ କରିବା ପାଇଁ ହେଉ,  ଲୋକେ ମନ୍ତ୍ରୀ-ନେତାଙ୍କ ମଞ୍ଚକୁ ଲକ୍ଷ୍ୟକରି ପଚା ଟମାଟୋ, ଅଣ୍ଡା ଏପରିକି ମୋବାଇଲ ଫିଙ୍ଗିଥାନ୍ତି । ଏପରି ଘଟଣା ଅନେକ ସ୍ଥାନରେ ଦେଖିଥିବେ । ହେଲେ ମନ୍ତ୍ରୀଙ୍କ ମଞ୍ଚ ଉପରକୁ ବାପା ନିଜ ଶିଶୁପୁତ୍ରକୁ…

ଜୀବିକା ମିଶନ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ନୂଆପଡ଼ା : ନୂଆପଡା ଜିଲ୍ଲାର ଏକ ଉପାନ୍ତ ବ୍ଲକ ସିନାପାଲି ବ୍ଲକ । ଜୀବିକା ମିଶନ ଯୋଜନାରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ମାନଙ୍କର ଲକ୍ଷଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ୨୦୦୦ ରୁ ୨୦୦୨୧ ମସିହାରେ ସ୍ୱୟଂ ସହାୟକ ମହିଳାଙ୍କ ଦକ୍ଷତା ବିକାଶ ଭଳି ବିଭିନ୍ନ…