କାଉଡିଆ ଭକ୍ତଙ୍କ ପାଇଁ ରୁଟି ସେକିଲେ ଜିଲ୍ଳାପାଳ
ହରିଦ୍ୱାର: ଚାଲିଛି ଶ୍ରାବଣ ମାସ । କାଉଡିଆଙ୍କ ଧାଡି ଲାଗିଲାଣି । ହରିଦ୍ୱାରରେ କାଉଡିଆ ଭକ୍ତଙ୍କ ବେଶ ଭିଡ ଲାଗିଛି । ମହାଦେବଙ୍କ ଉପରେ ଗଙ୍ଗାଜଳ ଢାଳିବା ପାଇଁ ଲକ୍ଷ ଲକ୍ଷ କାଉଡ଼ିଆ ହରିଦ୍ୱାରରେ ଭିଡ ଜମାଇଛନ୍ତି । କାଉଡିଆ ଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପାଇଁ…