Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କଳ୍ପ ବଟ ନିକଟରେ ରହିଛନ୍ତି ବଟ ଅବକାଶ ବା ବଟ ପତିତପାବନ। ଏହା ହିଁ ଶ୍ରୀମନ୍ଦିରର ବିଶେଷତ୍ୱ, ଆମେ ପତିତପାବନ ମୂର୍ତ୍ତି ସିଂହଦ୍ୱାର ଗୁମୁଟରେ ଦର୍ଶନ କଲେ। ପୁଣି…

ଧରାପଡିଲା ଛିନତାଇ ଗ୍ୟାଙ୍ଗର କିଙ୍ଗପିନ୍, ପାରୋଲରେ ଆସି ଥିଲା ଫେରାର

ଭୁବନେଶ୍ୱର: ରାଜଧାନୀରେ ଛିନତାଇ କରି ଆତଙ୍କ ଖେଳାଇଥିବା ଶିବା, ମୁନା ଏବଂ  ସୈରବ ମୁଲା ଗିରଫ। କମିଶନରେଟ ପୋଲିସ ନଜରରେ ଥିବା ଏହି ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ରାଜଧାନୀରେ ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ଲୁଟପାଟ କରୁଥିଲା। ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଏହି ଅପରାଧୀକୁ ଗିରଫ…

ଘରେ ପୋଷା କୁକୁର ରଖିବା ନେଇ ଖୁବଶୀଘ୍ର ବିଏମସି ଆଣିବ ଗାଇଡଲାଇନ୍

ଭୁବନେଶ୍ୱର: ନିକଟରେ ରାଜଧାନୀ ଉପକଣ୍ଠରେ ଥିବା ତପସ୍ୱିନୀ କଲୋନୀରେ କୁକୁର ରଖିବାକୁ ନେଇ ବିବାଦ ଦେଖାଦେଇଛି। ଏକ ଆମେରିକା ପ୍ରଜାତିର ପୋଷା କୁକୁର ଜଣେ ସ୍କୁଲ ଛାତ୍ରଙ୍କୁ କାମୁଡି ଲହୁଲୁହାଣ କରିବା ପରେ ଏହାକୁ ନେଇ କଲୋନୀରେ ବିବାଦ ଦେଖାଦେଇଛି। ମାମଲା ଥାନାରେ ଯାଇ ପହଞ୍ଚିଛି। ଏହାକୁ…

ଶ୍ରଦ୍ଧା ଓ୍ୱାକର ହତ୍ୟାକାରୀ ପୁଲିସକୁ ଭୁଲ୍ ସୂଚନା ଦେଉଛି !

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଆଫତାବ ଶ୍ରଦ୍ଧାଙ୍କ ଶରୀରକୁ ୩୫ ନୁହେଁ ବରଂ ୧୮ ରୁ ୨୦ ଖଣ୍ଡରେ କାଟି ଦେଇଥିଲେ। ଆଫତାବଙ୍କ ମାନସିକ ସ୍ଥିତି ପଢିବା ପାଇଁ ଦିଲ୍ଲୀ ପୋଲିସ ମାନସିକ ରୋଗ ବିଶେଷଜ୍ଞ ତଥା ମନ…

ଇୟରଫୋନରେ ଗୀତ ଶୁଣିବା ମଣିଷକୁ କାଲ କରି ଦେଇପାରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୋବାଇଲରେ କଥା ହେବା ପାଇଁ କିମ୍ବା ଗୀତ ଶୁଣିବାକୁ ଏବେ ଇୟରଫୋନର ଚାହିଦା ବଢିବାରେ ଲାଗିଛି। ମୋବାଇଲ ପକେଟରେ ରହିଲେ ମଧ୍ୟ ଅନେକ କିଛି ଏହି ଇୟରଫୋନ୍ ଜରିଆରେ ନିଜର କାମ କରି ହେବ। ଆଉ ଏହି ଇୟରଫୋନ୍ ଏବେ ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ ପାଲଟିଛି। ଏମିତିକି…

ସଚିନ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷଙ୍କ ଭିଡିଓକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ରାଜସ୍ଥାନର ବଦଳିବେ ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀ ହେବେ ସଚିନ ପାଇଲଟ। କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା କରିଛନ୍ତି। 'ଭାରତ ଟାଇମ୍ସ' ନାମକ ଏକ ଫେସବୁକ ପେଜରେ ଏକ ଭିଜିଓ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଖଡଗେ ଏଭଳି କିଛି କହିଥିବା ସୂଚନା…

ଶିବସେନାରେ ବିଦ୍ରୋହ କରି ଏମଭିଏ ସରକାର ଭାଙ୍ଗି ପ୍ରତିଶୋଧ ନେଇଛି: ଫଡ଼ନାଭିସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକ ବଡ ବୟାନ ଦେଇଛନ୍ତି। ମହାରାଷ୍ଟ୍ରର ସାମା ଟିଭିକୁ ସାକ୍ଷାତକାର ଦେଇ ସ୍ବୀକାର କରିଛନ୍ତି ଯେ, ଜୁନ ମାସରେ ଶିବସେନାରେ ଯେଉଁ ବିଦ୍ରୋହ ଦେଖାଦେଇଥିଲା ତାପଛରେ ସେ ହିଁ ଥିଲେ। ଏପରି କରି ସେ ପ୍ରତିଶୋଧ…

ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି-ଦେଶ ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ ଯୋଗୁଁ ଶ୍ରୀ ଅବସର ବେଉରିଆ ସ୍ମରଣୀୟ ହୋଇ ରହିବେ ।  ଓଡିଆ ଭାଷା ଓ…

ପଦ୍ମପୁର ଉପନିର୍ବାଚନ ପାଇଁ ୧୩ ଜଣ ଦାଖଲ କଲେ ପ୍ରାର୍ଥୀପତ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ଆଉ କିଛି ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ହାଇଭୋଲଟେଜ ମୁକାବିଲା ପାଇଁ ମୋଟ୍ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।…

ଇଡି ଅଫିସରୁ ନଅ ଘଣ୍ଟାର ଜେରା ପରେ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ରାଞ୍ଚି: ବେଆଇନ ଖଣି ଦୁର୍ନୀତି ମାମଲାରେ ନଅ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ତାଙ୍କୁ ଜେରା ନେଇ ଅନେକବାର ନୋଟିସ ପରେ ସେ ଜେରାପାଇଁ ରାଜି ହୋଇଥିଲେ । ଏହି ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ…